କାହିଁକି Salman Khanକୁ ଡରେ ସାରା Bollywood! ତାଙ୍କ ସହ ପଙ୍ଗା ନେଇ ଏହି ସବୁ ଷ୍ଟାରଙ୍କର ହୋଇଗଲା Career ବରବାଦ

ବଲିଉଡର ଭାଇଜାନ ସଲମାନ ଖାନ ନିଜର ଜବରଦସ୍ତ ଅଭିନୟ ଓ ଅନ୍ଦାଜ ଦ୍ଵାରା ଦର୍ଶକଅମାନଙ୍କ ହୃଦୟ ଜିଣିଛନ୍ତି । କିନ୍ତୁ ତାଙ୍କର ରାଗ ଯୋଗୁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏମିତି କି ବଲିଉଡର କିଛି କଳାକାର ମାନଙ୍କର କ୍ଯାରିୟର ଭାଇଜାନଙ୍କ ରାଗର ଶିକାର ହୋଇ ବରବାତ ହୋଇ ସାରିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସଲମାନଙ୍କ ରାଗର ଶିକାର କେଉଁ କଳାକାର ମାନଙ୍କୁ କରିବାକୁ ପଡିଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- ବିବେକ ଓବରଏ : ବଲିଉଡ ଦବଙ୍ଗ ସଲମାନ ଓ ବିବେକ ଓବରଏଙ୍କ ମଧ୍ୟରେ ଅଭିନେତ୍ରୀ ଐଶ୍ଵରୀୟା ରାଏଙ୍କୁ ନେଇ କଳହ ସୃଷ୍ଟି ହୋଇଥିଲା । ଏହାର ଫଳାଫଳ ଏହା ହେଲା ଯେ ବିବେକଙ୍କୁ ବଲିଉଡରେ କାମ କରିବାର ସୁଯୋଗ ମିଳିଲା ନାହି । ଏମିତିକି ସଲମାନଙ୍କ କହିବା ଅନୁସାରେ ବିବେକଙ୍କୁ ଫିଲ୍ମରୁ ବାହାର କରି ଦିଆ ଯାଇଥିଲା ।

୨- ଅର୍ଜିତ ସିଂ : ବଲିଉଡ ସୁପର ଷ୍ଟାର ସଲମାନ ଖାନ ଗାୟକ ଅର୍ଜିତ ସିଂ ଙ୍କ ଗୀତରେ ତାଙ୍କୁ ବାହାର କରିଥିଲେ । ଏହା ପରେ ଅର୍ଜିତ ସିଂ ଯେଉଁ ଫିଲ୍ମରେ ଗୀତ ଗାଇବେ ସେହି ଫିଲ୍ମରେ କାମ କରିବେ ନାହିଁ ବୋଲି ସଲମାନ ସଫା ମନା କରି ଦେଇଛନ୍ତି । କିନ୍ତୁ ଅର୍ଜିତ ସିଂ ଆଜି ବି ନିଜର ଚେଷ୍ଟା ଜାରି ରଖିଛନ୍ତି ।

୩- ଐଶ୍ଵରୀୟା ବଚନ : ଅଭିନେତ୍ରୀ ଐଶ୍ଵରୀୟାଙ୍କୁ ସଲାମାନ ଖାନ ଏକ ସୋ ରେ ସ୍ଟେଜ ତଳକୁ ଧକ୍କା ଦେବା ସହ ତାଙ୍କ ସହ ଖରାପ କଥାବାର୍ତ୍ତା କରିଥିଲେ । ଏହା ପରେ ସଲାମାନଙ୍କ କାରଣରୁ ଐଶ୍ଵରୀୟାଙ୍କୁ ଅନେକ ଦିନ ଧରି ଫିଲ୍ମ ମିଳି ନ ଥିଲା । କିନ୍ତୁ ଚେଷ୍ଟା କରିବା ପରେ ଐଶ୍ଵରୀୟା ବଲିଉଡ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି ସତ କିନ୍ତୁ ତାଙ୍କୁ ଆଗ ଭଳି ପ୍ରସିଦ୍ଧି ମିଳିପାରି ନାହି ।

୪- ଶାହରୁଖ ଖାନ : ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଫିଲ୍ମ “ଚଲତେ ଚଲତେ” ସୁଟ ସମୟରେ ଐଶ୍ଵରୀୟା ବଚନଙ୍କୁ ସଲାମାନ ଖାନଙ୍କ ରାଗରୁ ବଞ୍ଚାଇବାକୁ ଯାଇ ସଲମାନଙ୍କ ସହ କଳହ କରିଥିଲେ । ଏହା ପରେ ଅଭିନେତ୍ରୀ କ୍ଯାଟ୍ରିନାଙ୍କ ଜନ୍ମଦିନରେ ଦୁହିଙ୍କର ଐଶ୍ଵରୀୟାଙ୍କୁ ନେଇ ବିବାଦ ସୃଷ୍ଟି ହେବାର ନଜର ଆସିଥିଲା । ଏଥିପାଇଁ ଦୁହିଙ୍କ ଇମେଜ ଉପରେ ପ୍ରଭାବ ପଡିଥିଲା ।

୫- ରଣବିର କପୁର : ବଲିଉଡର ଚକେଟ ହିରୋ ରଣବିର କପୁରଙ୍କ କ୍ଯାରିୟର ସଲମାନ ଖାନଙ୍କ ଯୋଗୁ ବରବାତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ସଲମାନଙ୍କ ସହ ରଣବିରଙ୍କର ବଲିଉଡ ଆସିବା ପୂର୍ବରୁ କୌଣସି କାରଣରୁ କଳହ ହୋଇଥିଲା । ଯାହା ଫଳରେ ରଣବିରଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ଆସିବା ପାଇଁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଛି । ଏମିତିକି ସଲମାନ ରଣବିରଙ୍କୁ ଚାପୁଡା ମଧ୍ୟ ମାରିଛନ୍ତି ।

୬- ଅନୁରାଗ କଶ୍ୟପ : ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ ଡାଇରେକ୍ଟର ଭାବେ ଅନୁରାଗ କଶ୍ୟପ ପରିଚିତ । ଫିଲ୍ମ “ତେରେ ନାମ” ସୁଟ ସମୟରେ ସଲମାନ ଏହି ଫିଲ୍ମ ପାଇଁ ଠିକ ନୁହନ୍ତି ଓ ତାଙ୍କ ଭିତରେ କିଛି କମି ଅଛି କହିବା ପରେ ଅନୁରାଗ କଶ୍ୟପଙ୍କୁ ଏହି ଫିଲ୍ମରୁ ହାତ ଧୋଇବାକୁ ପଡିଥିଲା । ଏହା ପରେ ସେ ସଲମାନଙ୍କ ସହ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *