ସୁଶାନ୍ତ ସିଂଙ୍କ ଚାକର ଦେଲା ବଡ ବୟାନ, କହିଲା କବାଟ ଖୋଲିଲା ପରେ ପ୍ରଥମେ ଏହି ବ୍ୟକ୍ତି ହିଁ ଯାଇଥିଲେ ଭିତରକୁ

ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ୨୦୨୦ରେ ଏହି ଦୁନିଆକୁ ବିଦାୟ ଦେଇଥିଲେ । ମୁମ୍ବାଇରେ ନିଜ ବାନ୍ଦ୍ରା ସ୍ଥିତ ଘରେ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ମୃତ୍ୟୁ କେବଳ ପରିବାର ନୁହେଁ ପୁରା ବଲିଉଡକୁ ହଲେଇକି ରଖି ଦେଇଥିଲା । ତାଙ୍କର ମୃତ୍ୟୁ ହେଲା ପରେ ତାଙ୍କର ଫ୍ୟାନ୍ସ ମାନେ ସିବିଆଇ ଯାଞ୍ଚ ର ଦାବି କରୁଥିଲେ । ଶେଷରେ ଏହି କେସକୁ ସିବିଆଇ କୁ ଦିଆଗଲା । ଏହି କେସର ଯାଞ୍ଚ ଲଗାତର ଚାଲିଛି । ଏହି କେଶରେ ସବୁବେଳେ ନୂଆ ନୂଆ କଥାର ପର୍ଦାଫାଶ ଚାଲିଛି । ସୁଶାନ୍ତ ଓ ଏହି କେଶରେ ରିୟା ଚକ୍ରୋବର୍ତ୍ତୀ ଚକ୍ରୋବର୍ତୀକୁ ମୁଖ୍ୟ ଆରୋପି ବୋଲି ଦାବି କରୁଛନ୍ତି । ଏହା ଭିତରେ ସୁଶାନ୍ତର ହାଉସ ହେଲ୍ପର ନିଜର ବହୁତ କଥା କହିଛନ୍ତି ।

Image Courtesy: Google

ସୁଶାନ୍ତର ହାଉସ ହେଲ୍ପର ନୀରଜ ଟାଇମସ ନାଓରେ ଖାସ ବାର୍ତାଳପରେ ବହୁତ କଥାର ଖୁଲାସା କରିଛନ୍ତି । କଥାବର୍ତାରେ ନୀରଜକୁ ସୁଶାନ୍ତ ସିଂହ ସହିତ ତାଙ୍କ କଥିତ ଗର୍ଲଫ୍ରେନ୍ଡ ରିୟା ଚକ୍ରୋବର୍ତ୍ତୀ ସହିତ ଝଗଡା ବିଷୟରେ ପଚରା ଗଲା । ଏଥିରେ ନୀରଜ କହିଥିଲେ, ରିୟା ଚକ୍ରୋବର୍ତ୍ତୀ ଓ ସୁଶାନ୍ତ ମଧ୍ୟରେ କେବେ ତାଙ୍କ ଆଗରେ ଝଗଡା ହେବାର ଦେଖିନି ।

Image Courtesy: Google

ନୀରଜ କହିଲାକି କେବେ ତା ସାମ୍ନାରେ କେବେ ରାଗୁଥିବାର ଦେଖିନି । ଯେଉଁଦିନ ରିୟା ଚକ୍ରୋବର୍ତ୍ତୀ ତା ଘରକୁ ଯିବାରଥିଲା ସେ ନିରଜକୁ ତାର କପଡା ପ୍ୟାକ କରିବା ପାଇଁ କହିଥିଲା । ଏହାପରେ ନୀରଜ ସେୟା କରିଥିଲେ । କପଡା ପ୍ୟାକ ହେଲା ପରେ ରିୟା ଚକ୍ରୋବର୍ତ୍ତୀ ତା ଘରକୁ ପଳେଇଥିଲା । ଏହାପରେ ନିରଜକୁ ସୁଶାନ୍ତର ଆତ୍ମହତ୍ୟା ପରେ ରୁମକୁ କିଏ ପ୍ରଥମ ଯାଇଥିଲା ବୋଲି ପଚରା ଯାଇଥିଲା ।

Image Courtesy: Google

ଏଥିରେ ନୀରଜ କହିଥିଲା ଏହା ଉପରେ ନୀରଜ କହିଥିଲା, ଯେବେ ରୁମ ଖୋଲା ଯାଇଥିଲା ସର୍ବ ପ୍ରଥମ ସିଦ୍ଧାର୍ଥ ପିଠାନି ଯାଇଥିଲେ । ତାଙ୍କୁ ଏହି ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁ ଘର ଦ୍ଵାରରେ ହିଁ ଠିଆ ହୋଇଥିଲି । ସେବେ ସିଦ୍ଧାର୍ଥକୁ ଫୋନ ଆସିଥିଲାକି ବଡି ତଳକୁ ଉତାରିଦିଅ, ନିଶ୍ଵାସ ଚାଲୁଥିଲେ ହସ୍ପିଟଲ ନେଇଯିବା । ଏହାପରେ ସିଦ୍ଧାର୍ଥ ପିଠାନି ସୁଶାନ୍ତ ସାରଙ୍କ ମୃତ ଶରୀରକୁ ତଳକୁ ଉତାରିଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *