ସ୍ଵାମୀ ସ୍ତ୍ରୀ କଳହ ଦୂର କରିବା ପାଇଁ ଏହି ଉପାୟ ସବୁ କରନ୍ତୁ…

ବନ୍ଧୁଗଣ ଅନେକ ସମୟରେ ସ୍ଵାମୀ ସ୍ତ୍ରୀ ନ ମଧ୍ୟରେ ବିନା କାରଣରେ ଝଗଡା ଲାଗି ରହିଥାଏ । ଛୋଟ ଛୋଟ କଥାକୁ ନେଇ କଳହ ଲାଗି ରହିଥାଏ । ଅନେକ ସମୟରେ ସମସ୍ଯା ଏତେ ଜଟିଳ ହୋଇଯାଏ କି ଦୁହିଙ୍କ ମଧ୍ୟରେ କଥାବାର୍ତ୍ତା ହୁଅନ୍ତି ନାହିଁ । ଯାହା ପାଇଁ ସମ୍ପର୍କ ଖରାପ ହୋଇଯାଏ । ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୀନା କାରଣରେ କଳହ ଲାଗି ରହୁଛି ତେବେ ଜାଣନ୍ତୁ 5ଟି ସହଜ ଉପାୟ ବିଷୟରେ ।

1- ପ୍ରତେକ ପୂର୍ଣ୍ଣିମା ଦିନ ସକାଳୁ ଉଠି ସ୍ନାନ କରିବା ପରେ ଘରର ମୁଖ୍ୟ ଦ୍ଵାର ଆଗରେ ଆମ୍ବ ଡାଳ ଟାଙ୍ଗୀ ଦିଅନ୍ତୁ । ଏହାକୁ 2-3 ଦିନ ପରେ ପାଣିରେ ଭସାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ହେଉଥିବା କଳହ ଦୂର ହୋଇଯିବ ।

2- ଯଦି ଗୃହରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କ୍ଲେଶ ବଢି ଯାଇଛି ତେବେ ଏହି ଉପାୟ ଟି ନିଶ୍ଚୟ କରନ୍ତୁ । ଘରେ ଠାକୁର ପୂଜା କରିବା ପରେ ଶଙ୍ଖ ବଜାନ୍ତୁ । ଏହା ଫଳରେ ଗୃହରେ ସୁଖ ଶାନ୍ତି ବଢିଥାଏ । ଓ ଗୃହ ରୋଗ ମୁକ୍ତ ରହିଥାଏ । ଏହା ସହ ମ ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ ।

3- ପ୍ରତେକ ପୂର୍ଣ୍ଣିମା ଦିନ ସକାଳୁ ଜଲ୍ଦି ଉଠି ସ୍ନାନ କରିବା ଉଚିତ ଉଭୟ ସ୍ଵାମୀ ଓ ସ୍ତ୍ରୀ । ଏହା ପରେ ସ୍ନାନ କରିବା ପରେ ହଳଦୀ କୁ ପାଣିରେ ମିଶାଇ ଘରର ମୁଖ୍ୟ ଦ୍ଵାରା ରେ ଓମ ଲେଖନ୍ତୁ । ଏପରି କରିବା ଦ୍ଵାରା ଗୃହ କ୍ଲେଶ ପ୍ରବେଶ କରିପାରି ଥାଏ ।

4- ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ନ ହେବ ପାଇଁ ଲାଫିଙ୍ଗ ବୁଦ୍ଧ ମଧ୍ୟ ରଖି ପାରିବେ । କିନ୍ତୁ ଧ୍ୟାନ ରଖିବେ ତାହା ଯେମିତି କେହି ଗିଫ୍ଟ କରି ନ ଥିବେ । ଲାଫିଙ୍ଗ ବୁଦ୍ଧ ଙ୍କ ମୁଖ ଘରର ମୁଖ୍ୟ ଦ୍ଵାରା ଆଡକୁ ରହିବା ଉଚିତ । ଏହା କରିବା ଦ୍ଵାରା ଗୃହରେ ସୁଖ ଶାନ୍ତି ବଢିଥାଏ ।

5- ଯଦି ଗୃହରେ ବହୁତ ସମୟ ଧରି ଏପରି କିଛି ବସ୍ତୁ ଥାଏ ଯେମିତି କି ପୁରୁଣା କାଗଜ, ପୁରୁଣା କପଡା, ଖରାପ ମେସିନାରୀ ଆଇଟମ, ଭଙ୍ଗା ଆଇନା ଓ ଭଙ୍ଗା ଫୋଟୋ ଫ୍ରେମ ରହିଛି ତେବେ ତୁରନ୍ତ ଘରୁ ବାହର କରି ଦିଅନ୍ତୁ । ଏହି ସବୁ ଜିନିଷ ଘରେ ନେଗେଟିଭ ଊର୍ଜା କୁ ପ୍ରବେଶ କରାଇ ଥାଏ । ଏହା ଦ୍ଵାରା ଘରେ କଳହ ର ବାତାବରଣ ସୃଷ୍ଟି ହୋଇଥାଏ । ତେବେ ସ୍ଵାମୀ ସ୍ତ୍ରୀ ଙ୍କ କଳହ ଦୂର କରିବା ପାଇଁ କରନ୍ତୁ ଏହି ସବୁ ଉପାୟ । ଯାହା ଦ୍ଵାରା ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *