ବାଛନ୍ତୁ ଆପଣଙ୍କ ପ୍ରିୟର ଗୋଟିଏ ଭଗବାନ ଙ୍କୁ, ଆଉ ଜାଣନ୍ତୁ ନିଜର ଅତୀତ ଓ ଭବିଷ୍ୟତ

ବନ୍ଧୁଗଣ ବାଛି ନିଅନ୍ତୁ ଆପଣଙ୍କ ପ୍ରିୟ ଭବବାନ ଙ୍କୁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 5ଟି ଭଗବାନ ଙ୍କ ଫୋଟୋ । ଆପଣ ନିଜ ମନ ପସନ୍ଦର କୌଣସି ଗୋଟିଏ ଭଗବାନଙ୍କ ଫୋଟୋ ବାଛି ନିଅନ୍ତୁ । ଏଥିପାଇଁ ଆପଣଙ୍କୁ ମାତ୍ର 3 ସେକେଣ୍ଡ ର ସମୟ ଦିଆଯିବ । ଭଗବାନ ଆମକୁ କିଛି ନା କିଛି ସଂକେତ ଦେଇଥାନ୍ତି । ଯାହା ଆମେ ବୁଝିପାରି ନ ଥାଉ । ଆପଣ ଜାଣି ପାରିବେ ଆପଣଙ୍କର ଅତୀତ ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ।

1- ଯଦି ଆପଣ ପ୍ରଥମ ଭଗବାନ ଙ୍କୁ ବାଛିଛନ୍ତି ତେବେ ଆପଣ ଶାନ୍ତ ଓ ଦୟାଳୁ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ଲୋକଙ୍କୁ ସାଥିରେ ନେଇ ଚଳିବାକୁ ପସନ୍ଦ କରନ୍ତି । ଏମାନଙ୍କର ସ୍ଵଭାବ ଅଧିକ ଉଗ୍ର ହେଲେ ବି ସମସ୍ତଙ୍କର ଭଲ ଚିନ୍ତା କରନ୍ତି । ପରିସ୍ଥିତି ଯାହା ବି ହେଉ ନା କାହିଁକି ଆପଣ ସମସ୍ତଙ୍କର ସାହାର୍ଯ୍ୟ କରିବାକୁ ଇଚ୍ଛୁକ ରହିଥାନ୍ତି । ଏମାନେ ଅନ୍ୟ ମାନଙ୍କର ଖୁସିକୁ ଆଖିରେ ରଖିକି ସବୁ କିଛି ସାହି ଯାଇଥାନ୍ତି । ବିନା ସ୍ଵାର୍ଥରେ ସବୁ କାମ କ୍ରାନ୍ତି ।

2- ଆପଣଙ୍କୁ ଦ୍ଵିତୀୟ ଭଗବାନ ପସନ୍ଦ ଆସିଥିଲେ ଅନ୍ୟଙ୍କ ଠାରୁ କିଛି ଆସା ରଖନ୍ତି । ଆପଣ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେବେଳେ କିଛି ଭୁଲ କରିଥାନ୍ତି । ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରନ୍ତିନି । ଯାହା ସହ ଆପଣ ରହିଥାନ୍ତି ତାଙ୍କ ଠାରୁ ଆଗ୍ରହ ରଖିଥାନ୍ତି ସେ ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତୁ ।

3- ଆପଣ ତୃତୀୟ ଭଗବାନଙ୍କୁ ବାଛିଛନ୍ତି ତେବେ ଆପଣ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ହୋଇଥାନ୍ତି । ଜୀବନରେ ଛୋଟ ରୁ ଛୋଟ ଜିନିଷ ପାଇଁ ନିର୍ଭର କରିବାକୁ ପସନ୍ଦ କରନ୍ତିନି । ଆପଣ ଆଗକୁ ବଢିବାର ବାସ୍ତବିକତା ଜାଣିଛନ୍ତି । ଆପଣ କୌଣସି କାର୍ଯ୍ୟକୁ ପ୍ରାପ୍ତ କରିବା ପାଇଁ ଉଶ୍ଚାହିତ ହୋଇଥାନ୍ତି । ଏହା ହିଁ ଆପଣଙ୍କୁ ଆତ୍ମବିଶ୍ବାସୀ କରିଥାଏ ।

4- ଯଦି ଆପଣ ଚତୁର୍ଥ ଭଗବାନଙ୍କୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କର ଚରିତ୍ର କେହି ବି ସହଜରେ ଜାଣି ପାରନ୍ତିନି । ଆପଣଙ୍କୁ ଜାଣିବା ରହସ୍ୟମୟ କଥା ଅଟେ । ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟକର ଅଟେ । ଯେ କୌଣସି ସମସ୍ୟାର ସମାଧାନ କରିଥାନ୍ତି । ଆପଣ କଳାତ୍ମକ ବ୍ୟକ୍ତି ଅଟନ୍ତି । ଲୋକ ମାନେ ଆପଣଙ୍କର କାର୍ଯ୍ୟ କଳାପ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ଲୋକମାନେ ଆପଣଙ୍କ ଠାରୁ ଏଡାଇ ହୋଇ ଯାଇ ପାରନ୍ତିନି ।

5- ଆପଣ ଶେଷ ଭଗବାନଙ୍କୁ ବାଛିଥିଲେ ଆପଣଙ୍କର ସବୁଠାରୁ ବଡ ଦୁର୍ବଳତା ହେଉଛି ନିଜର କ୍ଷମତା ଉପରେ ବିଶ୍ଵାସ ନ ଥାଏ । ଆପଣ ପ୍ରଭାବଶାଳୀ ହେଲେ ମଧ୍ୟ କାର୍ଯ୍ୟ ରେ ଅସଫଳ ହୋଇଥାନ୍ତି । ଯାହା ପାଇଁ ଆପଣ ଚିନ୍ତାରେ ରହିଥାନ୍ତି । ଆପଣ ନିଜକୁ ସାବ୍ୟସ୍ତ କରିବାକୁ ସମୟ ଦେଇଥାନ୍ତି । ଆପଣ ସଚ୍ଚୋଟ ବ୍ୟକ୍ତି ଅଟନ୍ତି । ସମସ୍ତଙ୍କ ଠାରୁ କିଛି ଅଲଗା କରିବାକୁ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *