ଯେଉଁ ସ୍ତ୍ରୀ ଏହି ଦିନ ବାଳ ଧୁଅନ୍ତି ତାଙ୍କ ଘରେ କେବେ ବି ପଇସାର ଅଭାବ ରହିବ ନାହିଁ, ସ୍ଵାମୀ ହେବେ ମାଲାମାଲ

ବନ୍ଧୁଗଣ ପୂଜା ପାଠ, ଶୁଭ କାର୍ଯ୍ୟ, ପର୍ବ ପର୍ବାଣିରେ ପ୍ରତେକ ମହିଳା ମାନେ କେଶ ଧୋଇଥାନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ରୀତିନୀତି ଓ ପରମ୍ପରାକୁ ବିଶେଷ ମହତ୍ଵ ଦିଆ ଯାଇଛି । ହିନ୍ଦୁ ଧର୍ମ ଅନୁଯାୟୀ ଆଜି ବି ପ୍ରତେକ ପୁରୁଷ ଓ ନାରୀ କିଛି କାମ କରିବା ପୂର୍ବରୁ ଶୁଭ ଅଶୁଭ ବିଷୟରେ ବିଚାର କରିଥାନ୍ତି । ଧର୍ମ ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ବିଶେଷ ଦିନରେ କେଶ ଧୋଇବାକୁ ବାରଣ କରା ଯାଇଛି ।

ଏମିତି କରିଲେ ନିଜ ଉପରେ ଓ ପରିବାର ଉପରେ କଷ୍ଟ ଭୋଗିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଦିନ ବିବାହିତା ମହିଳା ମାନେ କେଶ ଧୋଇବା ଦ୍ଵାରା ଧନର ବର୍ଷା ହୋଇଥାଏ । ୧- ବୁଧବାର ଦିନ କୁମାରୀ ଦିନ ଝିଅ ମାନେ କେଶ ଧୋଇଲେ ଭାଇ ମାନଙ୍କ ଉପରେ ବିପଦ ଆସିଥାଏ । ତେଣୁ ବୁଧବାର ଦିନ ଏମିତି ଭୁଲ କରନ୍ତୁ ନାହି । ବୁଧବାର ଦିନ ଅବିବାହିତ ଝିଅ ମାନେ ମୁଣ୍ଡ ଧୋଇବା ଦ୍ଵାରା ବଡ ବିପତ୍ତି ଆସିବାର ସମ୍ଭାବନା ଥାଏ ।

୨- ଗୁରୁବାର ଦିନ ବିବାହିତ ମହିଳା ମାନେ କେଶ ଧୋଇଲେ ସ୍ବାମୀଙ୍କ ଆୟୁଷ କମ ହୋଇଥାଏ । ତେଣୁ ଭୁଲରେ ବି ଏମିତି ଭୁଲ କରନ୍ତୁ ନାହି । ଏହି ଦିନ ନଖ କି କେଶ କାଟିବା ଅନୁଚିତ । ଏହି ଦିନ ଘରେ ପୋଛା ମାରିବା ଅନୁଚିତ ।

୩- ବିବାହିତ ମହିଳା ସୋମବାର ଦିନ କେଶ ଧୋଇଲେ ସ୍ଵାମୀ ଓ ସନ୍ତାନ ଉପରେ ବିପଦ ଆସିବାର ସୂଚନା ମିଳିଥାଏ । ଏମିତି ବିପଦ ଆସିଥାଏ କି ଆପଣ ମାନେ କେବେ ଚିନ୍ତା କରି ପାରିବେ ନାହି । ପରିବାରରେ ଆର୍ଥିକ ସଙ୍କଟ ଆସିବାର ସମ୍ଭାବନା ଥାଏ । ତେଣୁ ଏମିତି ଭୁଲ କରନ୍ତୁ ନାହି ।

୪- ଶୁକ୍ରବାର ଦିନ ମହିଳା ମାନେ କେଶ ଧୋଇବା ଉଚିତ । ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇବା ସହ ଧନ ସମ୍ପତିର ବୃଦ୍ଧି ହୋଇଥାଏ । ଏଭଳି ନାରିଙ୍କ ସ୍ଵାମୀ ମାନେ ଧନଧାନ୍ୟ ରେ ପୂର୍ଣ୍ଣ ହୋଇଥାନ୍ତି ।

୫- ମହିଳା ସୋମବାର ବ୍ରତ ରଖିଥିଲେ ତା ପୂର୍ବର ଦିନ କେଶ ଧୋଇବା ଉଚିତ । ଯେଉଁ ଦିନ ବ୍ରତ ରଖୁଛନ୍ତି ସେଦିନ କେଶ ଧୋଇବା ଉଚିତ ନୁହେଁ । ଯଦି ଧୋଉଛନ୍ତି ତେବେ ପାଣି ରେ କ୍ଷୀର ମିଶାଇ କେଶ ଧୋଇବା ଉଚିତ ।

୬- ଯଦି ନାରୀ ମାନେ ଶୁଭ କାମ ରେ ବା ସମୟରେ ମୁଣ୍ଡ ଧୋଇ ପାରୁ ନାହାନ୍ତି ତେବେ ମହିଳା ଏମିତିରେ ମଥାରେ ସିନ୍ଦୁର ଲଗାଇ ପୂଜାରେ ସାମିଲ ହୋଇ ପାରିବେ । ଏମିତି କରିଲେ ଆଉ ଦୋଷ ଲାଗେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।   

Leave a Reply

Your email address will not be published. Required fields are marked *