କଣ ସତରେ 7 ଜନ୍ମର ସମ୍ପର୍କ ଥାଏ ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ, ପୂର୍ବ ଜନ୍ମର କଣ ସମ୍ପର୍କ ଥିଲା ଆପଣଙ୍କ ମଧ୍ୟରେ ଜାଣିବାକୁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ଜାଣିଛନ୍ତି କି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଯାହା ବର୍ତ୍ତମାନ ଅଛି ତାହା ପୂର୍ବ ଜନ୍ମରେ ଅଛି କି ନାହି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମାନ୍ୟତା ରହିଛି ଯେବେ ପ୍ରଥମେ ପରମ ପୁରୁଷ ହୋଇଥିଲେ ସେହି ସମୟରେ ବ୍ରମ୍ହା ସପ୍ତର୍ଷି ୭ଟି ପରମ ପୁରୁଷ କରିଥିଲେ । ସେମାନେ ସବୁ ପରମ ପୁରୁଷ ହୋଇଥିଲେ । କିନ୍ତୁ ପରେ ସେହି ପରମ ପୁରୁଷ ମାନେ ଦେବତା ହେଲେ ଓ ଦେବତାରୁ ମଣିଷ ହେଲେ । କଥାରେ ଅଛି ପୁରୁଷ ସହ ତାର ମୂଳ ପ୍ରକୃତି ରହିଥାଏ । ଯେମିତି ମହାଦେବଙ୍କ ମୂଳ ଶକ୍ତି ଥିଲେ ।

କିନ୍ତୁ ଯେତେବେଳେ କେତେକ ପୁରୁଷ ମାନେ କୌଣସି କାରଣ ବା କାମ କରିବା ପାଇଁ ଅନେକ ଶକ୍ତି ପ୍ରୟୋଗ କରିଥାନ୍ତି ସେହି ସମୟରେ ଗୋଟିଏ ପୁରୁଷ ର ଅନେକ ଶକ୍ତି ସୃଷ୍ଟି ହୋଇଥାଏ । ଅନେକ ବର୍ଷ ବ୍ୟତିତ ହେବା ପରେ ଏହି ଶକ୍ତି ବିଭିନ୍ନ ଦିଗରେ ଯୋଡି ହୋଇଯାଏ । ତେଣୁ ବର୍ତ୍ତମାନ ଦୁନିଆର ଶେଷ ସମୟ ଆସି ଯାଇଛି ମାନେ କଲି ଯୁଗର ଶେଷ ସମୟ ଆସି ଯାଇଛି ।

ଆତ୍ମା ଗୁଡିକ ଖୋଜିବା ପରେ ସେହି ପୁରୁଷ ଶକ୍ତି ସହିତ ଯୋଡି ହୋଇଥାନ୍ତି । ଏଥିପାଇଁ ପୂର୍ବରୁ ରାଜାମାନଙ୍କର ଅନେକ ରାଣୀ ରହିଥିଲେ । ଅନେକ ଦିନ ବ୍ଯତୀତ ହେବା ପରେ ଆତ୍ମା ବହୁତ ପୁରୁଷଙ୍କ ସହ ଯୋଡି ହୋଇଥିଲେ । ପ୍ରଥମେ ନାରୀମାନଙ୍କ ସଂଖ୍ୟା ଅଧିକ ରହିଥିଲା । ତେଣୁ ଝିଅ ଜନ୍ମ ହେବା ପରେ ତାଙ୍କୁ ଦୁଧପିତି କରି ଦେଉଥିଲେ । କିନ୍ତୁ ଆଜିର ସମୟରେ ଝିଅ ମାନଙ୍କୁ ଗର୍ଭରେ ମାରି ଦିଆ ଯାଉଛି ।

କାରଣ ପୂର୍ବରୁ ଝିଅ ମାନଙ୍କର ସଂଖ୍ୟା ଅଧିକ ରହିଥିଲା । ଏହାର କାରଣ ପୁରୁଷ ମାନେ ଏକାଧିକ ସକ୍ରିୟ ସୃଷ୍ଟି କରିଥିଲେ ଯାହା ସ୍ତ୍ରୀ ହୋଇଗଲେ । ସେହି ଶକ୍ତି ସନ୍ଧାନ କରି କରି ପୃଥିବୀକୁ ଆସିଥିଲେ । ଅନେକ ଜନ୍ମରେ ଅନେକ ଶକ୍ତି ପୁରୁଷ ମାନଙ୍କର ଥିବାରୁ ଓ ଅଲଗା ସମ୍ପର୍କ ଥିବାରୁ ସମ୍ପର୍କ ଖରାପ ହୋଇଗଲା ।

କାରଣ ଗୋଟିଏ ଜନ୍ମରେ ଗୋଟିଏ ଯୋଡି ଆଉ ପର ଜନ୍ମରେ ଆଉ ଗୋଟେ ଯୋଡି ହୋଇଥିଲା । ଏହାର କାରଣ ହେଉଛି ମୂଳ ପ୍ରକୃତି ଅଲଗା ପ୍ରକୃତି ବାହାର କରିବା କାରଣରୁ ସବୁ ଏପଟସେପଟ ହୋଇଥିଲା । ଏଥିପାଇଁ ପୁରୁଷ ପ୍ରକୃତି ସମ୍ବଧ ଖରାପ ହୋଇଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର କାରଣ ମୂଳ ପ୍ରକୃତି ସହ ନାହି ।

୨-୩ ବର୍ଷ ପୂର୍ବେ ଆମେ ଯାହା କରିଥାଉ ଏହି ଜନ୍ମରେ ଭୋଗ କରିଥାଉ । ଏହି କଥା ବୁଝିବାକୁ ଗଲେ ସ୍ପିରିଚୁଆଲ ପ୍ରସପେକ୍ଟସ ବୁଝିବାର ଶୈଳୀ ଆସିବ କାରଣ ଇସଲାମ ଧର୍ମରେ ୪ଟି ବିବାହର କରିହେବ । ହିନ୍ଦୁ ଧର୍ମରେ ଦଶରଥ ୩ଟି ରାଣୀ ଥିଲେ ଯାହାର କାରଣ ହେଉଛି ଆତ୍ମାର ସ୍ଵଚ୍ଛ ଓ ତପସ୍ୟା ଶକ୍ତି ଅଛି ଯାହା ରାଜାଙ୍କୁ ରାଜରୁଷି କହିଥାନ୍ତି । ଭଗବାନ କୃଷ୍ଣ ମଧ୍ୟ ୧୬୮୦୦ ରାଣୀ ରଖିଥିଲେ । ସ୍ଵାମୀ-ସ୍ତ୍ରୀ ପୂର୍ବ ଜନ୍ମର ଫଳ ଦେଖି ଏହି ଜନ୍ମରେ ସମ୍ପର୍କ ରହିଥାଏ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *