ଏହି ଅଭିନେତ୍ରୀ ନିଜ ସ୍ଵାମୀଙ୍କୁ ପ୍ରସିଦ୍ଧ କରିବାପାଇଁ ନିଜର ଭବିଷ୍ୟତ କଲେ ବର୍ବାଦ

ବଲିଉଡ ହେଉ କିମ୍ବା ଟିଭି ଜଗତ ହେଉ ସେଥିରେ ଅଭିନୟ କରି ପ୍ରସିଦ୍ଧ ହେବାପାଇଁ ଲୋକମାନେ କେତେ ପରିଶ୍ରମ କରୁଛନ୍ତି । ଏହା ସମସ୍ତଙ୍କର ସ୍ଵପ୍ନ ଥାଏ । କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି ଅଭିନୟ ଜଗତରେ ସଫଳ ହେବାପରେ ମଧ୍ୟ ନିଜ ସ୍ବାମୀଙ୍କ ପାଇଁ ନିଜର ଭବିଷ୍ୟତକୁ ବର୍ବାଦ କରିଦେଇଥିବା ଅଭିନେତ୍ରୀଙ୍କ ବିଷୟରେ । ଆଜ୍ଞା ହଁ  ଏମିତି କିଛି ନାୟିକା ଅଛନ୍ତି ଆମ ଚଳଚିତ୍ର ଜଗତରେ ଯେଉଁମାନେ ନିଜ ସ୍ବାମୀଙ୍କୁ ପ୍ରସିଦ୍ଧ କରିବା ପାଇଁ ନିଜର ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି ।

ଆସନ୍ତୁ ଆଜି ଆମେ ସେମାନଙ୍କ ବିଷୟରେ –

ବନ୍ଧୁଗଣ ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହଁ ସେ ହେଉଛନ୍ତି ଭାଗ୍ୟଶ୍ରୀ, ଜିଏକି ତାଙ୍କର ପ୍ରଥମ ଚଳଚିତ୍ର “ମେନେ ପ୍ୟାର କିଆ” ସଲମାନ ଖାନ ଙ୍କ ସହ କରିଥିଲେ । ଆଜି ଆମେ ଭାଗ୍ୟଶ୍ରୀଙ୍କ ବିଷୟରେ ଆଲୋଚନା କରିବା ଯିଏ ତାଙ୍କ ସ୍ବାମୀଙ୍କୁ ପ୍ରସିଦ୍ଧ କରିବାପାଇଁ ନିଜର ଭବିଷ୍ୟତ ବର୍ବାଦ କରିଦେଇଥିଲେ ।

ଆପଣଙ୍କୁ ବୋଧେ ଜ୍ଞାନ୍ତ ନଥିବ ଯେ ଭାଗ୍ୟଶ୍ରୀ ବଲିଉଡ ରେ ଅନେକ ଚଳଚିତ୍ର କରିସାରିଛନ୍ତି । ଏହା ସହ ସେ ସାଉଥ ଏବଂ ଭୋଜପୁରୀ ଚଳଚିତ୍ର ମଧ୍ୟ କରିସାରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁକି ସେ ଚଳଚିତ୍ର ଜଗତରେ ନଥିଲେ ମଧ୍ୟ ନିଜର ସୁନ୍ଦରତା ଓ ଫିଟନେସ ପାଇଁ ବହୁତ ଲୋକପ୍ରିୟ ।

ମେନେ ପ୍ୟାର କିଆ ଚଳଚିତ୍ର ପରେ ଭାଗ୍ୟଶ୍ରୀ ହିମାଳୟ ଦାସାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ । ଏହାପରେ ସେ ନିସ୍ପତି ନେଲେ ସେ କେବଳ ତାଙ୍କ ସ୍ବାମୀଙ୍କ ସହ ଅଭିନୟ କରିବେ । ନିଜ ସ୍ବାମୀଙ୍କ ସହ ସେ ଅନେକ ଚଳଚିତ୍ର କଲେ କିନ୍ତୁ ସବୁଥିରେ ଅସଫଳ ରହିଲେ । ତାଙ୍କର ଏହି ନିସ୍ପତି ତାଙ୍କ ଭବିଷ୍ୟତକୁ ନଷ୍ଟ କରିଦେଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *