ଶ୍ଵେତ ଅରଖ ଚେରରେ କରନ୍ତୁ ଏପରି ପ୍ରଯୋଗ, ଆପଣଙ୍କ ସୁଖ ସ୍ମୃଦ୍ଧି ଦେଖି ଅନ୍ୟମାନେ ଇର୍ଷାରେ ଜଳିଯିବେ

ଆଜି ଆପଣ ମାନେ ଅରକ୍ଷ ଗଛ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ତେବେ ଅରକ୍ଷ ଗଛ ଆମେ ଆଜି ଆପଣଙ୍କୁ କହିବୁ କେମିତି ଉପଯୋଗୀ ଅଟେ ତେବେ ଏହା ବିଶେଷ ଧ୍ୟାନ ରଖିବା ଉଚିତ ଯେ ଆପଣଙ୍କୁ ଅରକ୍ଷ ଖିର ଯେମିତି ଆଖି ସମ୍ପର୍କରେ ନ ଆସୁ ନଚେତ ଆପଣ ଅନ୍ଧ ହୋଇପାରନ୍ତି । ଅରଖ ସମସ୍ତଙ୍କ ଘର ପାଖରେ ଦେଖିବାକୁ ମିଳିଥାଏ ଏହାର ପତ୍ର ଫଳ ଏବଂ ଫୁଲ ସବୁ କାର୍ଯ୍ୟରେ ଆସିଥାଏ ତେବେ ଏହାର ଔଷଧୀୟ ଗୁଣ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ଆଜି ଆମେ ଆପଣଙ୍କୁ ଅରଖ ଗଛ ବିଷୟରେ କିଛି ଭଲ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।

Image Courtesy: Google

୧. ଯେଉଁ ଲୋକଙ୍କ ବୁଧ ସମସ୍ଯା ହୋଇଥାଏ ସେହି ଲୋକ ଅରଖ ଗଛ ମୂଳରେ କ୍ଷୀର ଓ ହଳଦୀ ଦେଲେ ଆପଣଙ୍କ ବୁଧ ଗ୍ରହ ଶାନ୍ତ ହୋଇଥାଏ ଓ ଆପଣଙ୍କ ଜୀବନ ସମସ୍ଯା କମିଥାଏ ।

୨. ୪୦ ସୋମବାର ପ୍ରତି ସୋମବାର ଦିନ ୨୧ଟି ଶ୍ଵେତ ଅରଖ ଫୁଲ ଶିବଙ୍କ ମନ୍ଦିରରେ ଦେଲେ ଆପଣଙ୍କ ଜୀବନ ଓ ଆପଣଙ୍କ ଘର ପରିବାର ସୁଖ ଓ ଶାନ୍ତି ପ୍ରାପ୍ତ କରିଥାନ୍ତି ଓ ମନଇଛା ପୂର୍ଣ ହୋଇଥାଏ । ଏହା କରିବା ଦ୍ଵାରା ପିତୃ ଦୋଷ ମଧ୍ୟ ଶାନ୍ତ ହୋଇଥାଏ ।

Image Courtesy: Google

୩. ସିଂହ ରାଶି ଲୋକ ଗୋଟେ ଅରଖ ଗଛ ଲଗେଇ ଏହାର ଧ୍ୟାନ ରଖିଲେ ବା କୌଣସି ଅନ୍ୟ ଅର୍ଖ ଗଛ ମୂଳରେ କ୍ଷୀର ଓ ପାଣି ଦେଇ ଏହାର ଧ୍ୟାନ ରଖିଲେ ଆପଣଙ୍କ ଜୀବନ ସବୁ ପ୍ରକାର ଦୋଷ ଦୂର ହୋଇଥାଏ ।

୪. ଅରଖ ଗଛ ଦ୍ଵାରା ସପ୍ତବର୍ନି ସୂତା ଅଣ୍ଟାରେ ବାନ୍ଧିବା ଦ୍ଵାରା ଗର୍ଭପାତ ହୋଇନଥାଏ, ଶ୍ଵେତ ଅରଖ ଫୁଲ ରୋଗ ହୋଇଥିବା ଜାଗାରେ ବାନ୍ଧିଲେ ରୋଗ ଦୋଷ ଦୂର ହୋଇଥାଏ ।

୫. ଶ୍ଵେତ ଅରଖ ଗଛ ଚେର ତାବିଜରେ ପୁରାଇ କଳା ସୂତାରେ ବେକରେ ପିନ୍ଧିଲେ ଜ୍ଵର ଭଲ ହୋଇଥାଏ ।

Image Courtesy: Google

୬. ସକାଳେ ସକାଳେ ଅଧୂଆ ମୂହରେ ଅରଖ ଗଛ ସଂଗ୍ରହ କରି ଧାନ ବିଲରେ ରଖିଲେ ଧାନରେ ପୋକ ଇତ୍ୟାଦି ଲାଗନ୍ତି ନାହିଁ ଯାହା ଦ୍ଵାରା ଆପଣଙ୍କ ଧାନ ବା ଫସଲ ପୋକ ଠାରୁ ରକ୍ଷା ପାଇଥାଏ ।

୭. ଯେଉଁ ଲୋକଙ୍କ ଶତ୍ରୁ ଅଧିକ ଅଛନ୍ତି ତାଙ୍କୁ ଅରଖ ଚେର ତାବିଜରେ ପୁରାଇ ବାହୁରେ ବାନ୍ଧିଲେ ସବୁ ପ୍ରକାର ଶତ୍ରୁତା ସମାପ୍ତ ହୋଇଥାଏ ଓ ଆପଣଙ୍କ ସବୁ ଦୋଷ ମଧ୍ୟ କଟିଥାଏ ।

୮. ସବୁ ମହିଳାଙ୍କ ପ୍ରସବ କଷ୍ଟକର ହୋଇନଥାଏ ଯେଉଁ ମହିଳାଙ୍କ ପ୍ରସବ କଷ୍ଟକର ହୋଇଥାଏ ସେହି ଭଳି ମହିଳାଙ୍କ ପ୍ରସବ ସମୟ ଆସିଲେ ଅରଖ ଚେର ତାଙ୍କ ମୁଣ୍ଡରେ ବାନ୍ଧି ଦବା ଉଚିତ ଯାହା ଦ୍ଵାରା ପ୍ରସବ କିଛି କଷ୍ଟ କମିଯାଇଥାଏ କିନ୍ତୁ ଏହା ମନେ ରଖନ୍ତୁ ପ୍ରସବ ପରେ ଚେର କାଢିଦବା ଉଚିତ ।

 

Leave a Reply

Your email address will not be published. Required fields are marked *