ତକିଆ ତଳେ କଉଡ଼ି ସ୍ଵାମୀ ସ୍ତ୍ରୀ ପାଇଁ କେଉଁ ଲାଭ ହୋଇଥାଏ, ଦେଖନ୍ତୁ Ajira Anuchinta

ବନ୍ଧୁଗଣ ପ୍ରତେକ ମଣିଷ ଯିବାକୁ ସରଳ ସରସ କରିବାକୁ ଇଚ୍ଛା କରିଥାଏ । ଏଥିପାଇଁ ଶାସ୍ତ୍ରରେ କୁହାଯାଇଥିବା କିଛି ନୀତି ନିୟମ ର ପାଳନ କରିବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ସେମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ଘରର ଅଗ୍ନି କୋଣରେ ଦମ୍ପତି କେବେ ଶୋଇବା ଉଚିତ ନୁହେଁ । ଏହାଦ୍ଵାରା ଦୁହିଙ୍କ ମଧ୍ୟରେ ବିବାଦ ଓ ଅସାନ୍ତି ଦେଖାଯିଥାଏ । ଘରର ଦକ୍ଷିଣ ଦିଗରେ ଝରକା ରହିଥାଏ ତେବେ ଅଧିକାଂଶ ସମୟ ବନ୍ଦ ରଖିବା ଉଚିତ ନଚେତ ବିବାଦ ଦେଖା ଯାଇଥାଏ ।

୨- ଶୋଇବା ଘରର ଖଟ ବା କବାଟରୁ ଶବ୍ଦ ବାହାରିବା ଦ୍ଵାରା ଦାଂପତ୍ଯ ଜୀବନରେ ସମସ୍ଯା ଦେଖା ଯାଇଥାଏ । ଶୋଇବା ଘରେ ଖଟ ଏପରି ପକାଇବା ଉଚିତ ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ ଦିଗକୁ ରହିବ । ଏହା ଦ୍ଵାରା ଭଲ ନିଦ ଆସିବା ସହ ଦାମ୍ପତ୍ୟ ଜିନ ସୁଖମୟ ହୋଇଥାଏ ।

୩- ନବ ବିବାହିତା ଦାମ୍ପତ୍ୟ କେବେବି ଶୋଇବା ଘରର ଦ୍ଵାରା ଆଗରେ ଖଟ ପକାଇବା ଉଚିତ ନୁହେଁ । ଝରକାରେ ପରଦା ଲଗାଇବା ଶୁଭ ହୋଇଥାଏ । ସ୍ଵାମୀ ସ୍ତ୍ରୀ ଶୋଇବା ଘରେ ମୃତ ବ୍ୟକ୍ତିଙ୍କର ଫୋଟୋ ଲଗାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୪- ଶୋଇବା ଘରେ କେବେବି ଠାକୁରଙ୍କ ରଖିକି ପୂଜା କରିବା ଉଚିତ ନୁହେଁ । ଏହା ଦ୍ଵାରା ଦାଂପତ୍ଯ ଜୀବନରେ ପ୍ରଭାବ ପଡିଥାଏ । ଘରର ଐଶାନ୍ୟ କୋଣ ସଫା ରଖିବା ସହ ପାଣିପାତ୍ର ରଖିବା ଦ୍ଵାରା ଶୁଭ ଫଳ ମିଳିଥାଏ ।

୫- ବୈବାହିକ ଜୀବନରେ ସମସ୍ଯା ଦେଖା ଯାଉଥିଲେ ଛୋଟ ପିଲାଙ୍କୁ ମିଠା ବାଣ୍ଟିବା ସହ ସାତ ପ୍ରକାରର ଦାନା ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦେଲେ ଶୁଭପ୍ରଦ ହୋଇଥାଏ ଶୋଇବା ଘରେ କେବେବି ଆଇନା ରଖିବା ଉଚିତ ନୁହେଁ ।

୬- ଶୋଇବା ଘରର ରଙ୍ଗ ଧଳା, ଲାଲ ବା ଗାଢ ରଙ୍ଗ କରିବା ଉଚିତ ନୁହେଁ ଏହା ଦ୍ଵାରା ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ବା ମାନସିକ ସମସ୍ଯା ଅଛି ତେବେ ଶୋଇବା ଘରେ ମୁଣ୍ଡ ପାଖରେ ବଂଶୀ ରଖନ୍ତୁ ।

୭-  ସନ୍ତାନ ଇଚ୍ଛା ରଖୁଥିବା ଦମ୍ପତି ଶୋଇବା ଘରର ଉତ୍ତର ପାଟରେ ନାଚୁଥିବା ମୟୂର ଫୋଟୋ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଶୋଇବା ଘରେ କେବେବି ଲୁହାରେ ତିଆରି ଖଟ ରକ୍ଷା ଉଚିତ ନୁହେଁ ।

୮- ମହିଳାମାନେ ସର୍ବଦା ହାତରେ ଦୁଇଟି ହଳଦିଆ ରଙ୍ଗର ଚୁଡି ପିନ୍ଧିବା ଉଚିତ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅଜବୁତ ହୋଇଥାଏ । ଶୋଇବା ଘରେ ସମୁଦ୍ର, ଝରାନ ବା ପାଣିର ଫୋଟୋ ଲାଗିବା ଉଚିତ ନୁହେଁ ।

୯- ଯଦି ସ୍ଵାମୀ ଆବ ସ୍ତ୍ରୀ ଅନ୍ୟ ଲୋକଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ତେବେ ଶୋଇବା ସମୟରେ ତାଙ୍କ ତକିଆ ତଳେ କଉଡି ରଖିବା ଦ୍ଵାରା ସମସ୍ଯା ଦୂର ହୋଇଥାଏ । ଶନିବାର ଦିନ ଆମ୍ବ ଓ ଅଶୋକ ଗଛ ଡାଳ ଶୋଇବା ଘରେ ରଖିଲେ ଦାଂପତ୍ଯ ଜୀବନ ମଧୁର ହୋଇଥାଏ । ବନ୍ଧୁଆନ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *