ଟଙ୍କା ଗଣି ଗଣି ଥକିଯିବେ, ଆଜି ଭାଦ୍ରପଦ ଅମାବାସ୍ୟାରେ ଏହି 6ଟି ରାଶି ହେବେ ମାଲାମାଲ

ହିନ୍ଦୁ ଧର୍ମରେ ଅମାବାସ୍ୟାର ବହୁତ ମହତ୍ଵ ରହିଛି । ଆଜି ହେଉଛି ଭାଦ୍ରପଦ ଅମାବାସ୍ୟା । ଅମାବାସ୍ୟାରେ ଦାନ କରିଲେ ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଆଜି ଠାରୁ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ୬ଟି ରାଶି ମାନଙ୍କର ଭାଗ୍ୟରେ ଶୁଭ ସଂଯୋଗ ବନିବାକୁ ଯାଉଛି । ଦୀର୍ଘ ୧୦୦ ବର୍ଷ ପରେ ଏଭଳି ମହା ସଂଯୋଗ ଘଟୁଛି । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ କୃପାରୁ ଏହି ରାଶି ମାନଙ୍କର ଭାଗ୍ୟରେ ଅନେକ ସାରା ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶି ମାନଙ୍କର ଯାହା ବି ଦୁଖ ରହିଥିଲା ତାହା ଦୂର ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

କନ୍ୟା ରାଶି : ଆପଣଙ୍କର ସମୟ ଶୁଭ ରହିବାକୁ ଯାଉଛି । ଆପଣଙ୍କ ଲାଭଦାୟକ ସମୟ ସାବ୍ୟସ୍ତ ହେବ । ଅଟକି ରହିଥିବା କାମ ସମୟ ଅନୁଯାୟୀ ପୂରଣ ହେବ । ସନ୍ତାନଙ୍କ ଠାରୁ ଶୁଭ ଖବର କାରଣରୁ ମନ ପ୍ରସନ୍ନ ରହିବ । ଘର ପରିବାରରେ ଖୁସି ର ବାତାବରଣ ରହିବ ।

ମୀନ ରାଶି : ଆପଣଙ୍କ ଉପରେ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଅତ୍ୟନ୍ତ ମେହରବାନ ହୋଇଛନ୍ତି । ଆର୍ଥିକ ସ୍ଥିତି ମଜବୁତ ହେବ । ନୂଆ ବିଜନେସ ଆରମ୍ଭ କରିଲେ ସଫଳ ହେବେ । ସାମାଜିକ ରୂପରେ ଅଲଗା ପରିଚୟ ସୃଷ୍ଟି କରିବେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ସଫଳ ହେବେ । ପରିବାରରେ ସୁଖ ଶାନ୍ତି ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ପରିବର୍ତ୍ତନ ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ଏକାଗ୍ରତା ରହିବ । ଲଗାତାର ସଫଳତା ପାଇବା ସହ ନୂଆ କୀର୍ତ୍ତି ସ୍ଥାପନ କରି ପରିଚୟ ସୃଷ୍ଟି କରିବେ । ଯେଉଁ କାମ କରିବେ ସେଥିରେ ସଫଳ ହେବେ । ବ୍ୟବସାୟରେ ଭାରି ଧନ ଲାଭ ପ୍ରାପ୍ତ ହେବ । ନୂଆ ବାହନ ଓ ଘର କ୍ରୟ କରିବେ । ଅଚାନକ ଧନ ଲାଭର ଯୋଗ ରହିଛି ।

ତୁଳା ରାଶି : ଆପଣଙ୍କୁ କହି ରଖୁଛୁ ମା ଲକ୍ଷ୍ମୀ ଓ ଭାଗବ୍ନା ବିଶୁଣୁଙ୍କ କୃପାରୁ ଅତ୍ୟନ୍ତ ଭାରି ଧନ ଲାଭ ହେବ । ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ପଦୋନ୍ନତି ହେବାର ଯୋଗ ରହିଛି । ବିଦେଶରେ ଚାକିରି ବ ପଢିବାକୁ ଚାହୁଥିଲେ ସଫଳ ହେବେ । ଆୟରେ ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତ ର ସୁଖ ମିଳିବ ।

ବୃଷ ରାଶି : ଆପଣଙ୍କର ଆଗାମୀ ସମୟ ଉତ୍ତମ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ନୂଆ ଅବସର ମିଳିବ । ଯାହା କାରଣରୁ ଆପଣଙ୍କର ଯାହା ବି କାର୍ଯ୍ୟ ରହିଛି ସଫଳ ହେବେ । ନୂଆ ବ୍ୟାପାର ଆରମ୍ଭ କରିଲେ ସଫଳ ହେବେ । ଧନ ଲାଭର ଅନେକ ଅବସର ମିଳିବ ।

ବିଛା ରାଶି : ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ କୃପାରୁ ଶୁଭ ଖବର ପାଇବେ । ମେହନତର ଭଲ ଫାଇଦା ପାଇବେ । ଅଟକି ରହିଥିବା କାମ ପୂରଣ ହେବ । ମିତ୍ରଙ୍କ ସହ ଭେଟ ହେବ । ଘରକୁ ଅତିଥିଙ୍କର ଆଗମନ ହେବ । ବ୍ୟାପାରୀଙ୍କୁ ଫାଇଦା ମିଳିବ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *