ଟଙ୍କା ରଖିବା ପାଇଁ ନେଇ ଆସନ୍ତୁ 2-3ଟି ତିଜୋରି, କାହିଁକିନା କାଲି ଠାରୁ ୪ଟି ରାଶି ହେବେ କୋଟିପତି 

ଆସନ୍ତା ସମୟ ସୁକର ଗୋଚର କରିବେ ଯାହା ଦ୍ଵାରା ସବୁ ରାଶିଙ୍କ ଉପରେ ତାଙ୍କ ଗୋଚର ବହୁତ ପ୍ରଭାବ ପଡିବାକୁ ଯାଉଛି । ତେବେ କଣ ଆପଣ ଜାଙ୍କିହାନ୍ତି ଯେ ସୁକର ତୁଳା ରାଶିର ଗୁରୁ ଅଟନ୍ତି ଆଉ ତୁଳା ରାଶି ଉପରେ ଶୁକ୍ର ଗ୍ରହଙ୍କ ଅଧିକ ପ୍ରଭାବ ଦେଖିବାକୁ ମିଳିଥାଏ । ଶୁକ୍ର ଗ୍ରହ ସୁଖର କାରକ ହୋଇଥାନ୍ତି, ଜୀବନରେ ଯେତେ ସୁଖ ଆସିଥାଏ ସେଥିରେ ସୁକର ଗ୍ରହଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ । ତେବେ ରାଶିରେ ଉଚ୍ଚ ସ୍ଥାନରେ ଶୁକ୍ର ରହିଲେ ବହୁତ ଶୁଭ ଫଳ ଦେଇଥାନ୍ତି ଏହି ସମୟରେ ରାଶି ଜାତକ ମାନଙ୍କ ଜୀବନରେ କେବଳ ସଫଳତା ଆସିଥାଏ । ଆଜି ଆମେ କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆସନ୍ତା ସମୟରେ କୋଟିପତି ହବାକୁ ଯାଉଛନ୍ତି ।

ମେଷ ରାଶି :

ଏହି ରାଶି ଲୋକଙ୍କ ଜୀବନରେ ସୁକର ଉଚ୍ଚ ସ୍ଥାନରେ ଅଛନ୍ତି, ଆପଣଙ୍କ ଯେତେ କାମ ଖରାପ ହୋଇଥିଲା ସବୁ ଭଲ ହବାକୁ ଯାଉଛି ଆପଣ ନିଜ ଜୀବନରେ ଯେତେ ଦୁଃଖ କରିଥିଲେ ସବୁ ସମାପ୍ତ ହବ ଆପଣ ନିଜ ଜୀବନରେ ଏମିତି କିଛି ଦେଖିବାକୁ ଯାଉଛନ୍ତି ଯାହା ଆପଣ କେବେ ସ୍ଵପ୍ନ ଦେଖିଥିଲେ ।

ସିଂହ ରାଶି :

ଏହି ରାଶି ଲୋକଙ୍କ ଉପରେ ଶୂକରଙ୍କ ଧନୀ ଦ୍ରୁଷ୍ଟି ପଡିଛି, ଏହି ରାଶି ଲୋକଙ୍କ ରୋଜଗାର ବଢିବା ସହ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ଅସିମ କୃପା ଲାଭ ପ୍ରାପ୍ତି ହବ ଆପଣ ନିଜ ସୁଖ ନିଜ ପରିବାର ଲୋକଙ୍କ ସହ ବାଣ୍ଟିବେ ଆଉ ସୁଖ ବଢିବାକୁ ଲାଗିବ । କାହା ସହ ଶତ୍ରୁତା କରନ୍ତୁ ନାହିଁ ଆପଣଙ୍କ ପାଇଁ ଉଚିତ ନୁହ ।

ଧନୁ ରାଶି :

ଏହି ରାଶି ଲୋକଙ୍କ ଜୀବନରେ ବହୁତ ବଡ ସମସ୍ୟା ଥିଲା କୋର୍ଟ ସମସ୍ୟା ସବୁ ସମାପ୍ତ ହବ ଆପଣଙ୍କ ଜୀବନରେ ଯାହା ଘଟି ଯାଇଛି ତାକୁ ଭୁଲି ଯାନ୍ତୁ କାହିଁକିନା ଆସନ୍ତା ସମୟ ଆପଣଙ୍କ ଉପରେ ଧନର ବର୍ଷା ହବାକୁ ଯାଉଛି । ଯେଉଁ ଲୋକଙ୍କୁ ଆପଣ ଟଙ୍କା ଧାର ମାଗୁଥିଲେ ସେ ଆପଣଙ୍କୁ ଧାର ମାଗିବାକୁ ଆସିବେ ।

କନ୍ୟା ରାଶି :

ଏହି ରାଶି ଲୋକଙ୍କ ଜୀବନ ପରିବର୍ତନ ହବ କିନ୍ତୁ ବଞ୍ଚିକି ରହିବା ଆବଶ୍ୟକ ନିଜ କଥା ଉପରେ ବିଶେଷ ନିୟନ୍ତ୍ରଣ ରଖିବା ଉଚିତ ନଚେତ ଆପଣଙ୍କ ଭଲ ସମୟ ମଧ୍ୟ ଖରାପ ହୋଇପାରେ । ତେବେ ଏହା ଛଡା ଆପଣଙ୍କ ଦରମା ବଢିବା ସହ ଘର ପରିବାର ସୁଖୀ ରହିବ । ଆପଣ ନୂଆ ଜିନିଷ ଘରକୁ ଆଣିବା ପାଇଁ ଯଦି ଭାବୁଛନ୍ତି ତେବେ ନେଇ ଆସନ୍ତୁ ଆପଣଙ୍କ ପାଇଁ ଶୁଭଦାୟକ ହବ ।

Leave a Reply

Your email address will not be published. Required fields are marked *