ଖୋଲା ତାର ରେ ଲାଗି ରହି ଯାଇଥିଲେ ସ୍ଵାମୀ ଓ ସ୍ତ୍ରୀ, ଆଉ ତା ପରେ ଯାହା ହେଲା- ପଢନ୍ତୁ ସମ୍ପୂର୍ଣ ଘଟଣା

ଆଜିକ ସମୟରେ ଆମେ ବିନା ବିଜୁଳି ରେ ଗୋଟେ ଦିନ ମଧ୍ୟ କଳ୍ପନା କରି ପାରୁ ନାହିଁ, ଏହି ବିଜୁଳି ଦ୍ଵାରା ଆମକୁ ବହୁତ ପ୍ରକାର ସୁବିଧା ମିଳି ଥାଏ । କିନ୍ତୁ ବିଜୁଳି ଯେତିକି ଲାଭଦାୟକ ସେତିକି ଭୟଙ୍କର ମଧ୍ୟ ଅଟେ । ଏହା ଉପଯୋଗ ସମୟରେ ଆମକୁ ବହୁତ ସଜାଗ ରହିବା ଉଚିତ ଅଟେ, ପ୍ରତେକ ବର୍ଷ କେତେକ ମୃତ୍ୟୁ ବିଜୁଳି ବା ଯାହାକୁ ଆମେ କରେଣ୍ଟ ମଧ୍ୟ କହୁ ତା ଦ୍ଵାରା ହୋଇ ଥାଏ ।

ଏମିତି ଚିପ୍କି ଗଲେ ସ୍ଵାମୀ ସ୍ତ୍ରୀ କରେଣ୍ଟ ରେ :

ରବିବାର ଦିନ ଗ୍ରାମ ଗୈଂଜୀ ଚେତନଲାଲ ତାରମ ସକାଳେ ଗାଧେଇ ଘର ଅଗଣାରେ କପଡା ସୁଖେଇବା ପାଇଁ ଯାଇଥିଲେ, ତେବେ ସେହି ସମୟରେ ଭୁଲରେ ତାଙ୍କ ହାତ ସୌଚାଳୟରେ ଯାଇ ଥିବା ଖୋଲା ତାର ରେ ଲାଗି ଗଲା । ନିଜ ସୌଚାଳୟରେ ସେ କଞ୍ଚା ବାୟରିଙ୍ଗ କରିଥିଲେ, ଯାହା ମଧ୍ୟରେ ତାର କାଟି ଥିଲା ।

ଏହି ବିଜୁଳି ତାର କଟା ଜାଗାରେ ଚେତନଲାଲ ହାତ ଲାଗି ଗଲା ଓ ସେ ତାର ସହ ଚିପ୍କି ତଳେ ପଡି ଗଲେ । ଯେତେବେଳେ ତାଙ୍କ ସ୍ତ୍ରୀ ସୁମନବାଇ ତାଙ୍କ ଚିତ୍କାର ଶୁଣିଲେ ତେବେ ସ୍ଵାମୀ ସାହାଯ୍ୟ ପାଇଁ ଦୌଡିକି ଆସିଲେ କିନ୍ତୁ ସାହାଯ୍ୟ ପାଇଁ ସ୍ଵାମୀ ହାତ ଯେମିତି ଧରିଲେ କରେଣ୍ଟ ପାଇଁ ସେ ମଧ୍ୟ ଚିପ୍କି ଗଲେ ।

ପଡୋଶୀ ଝିଅ ବୁଦ୍ଧିମତା ପାଇଁ ବଞ୍ଚିଲା ଜୀବନ :

ସ୍ଵାମୀ ସ୍ତ୍ରୀ ଚିତ୍କାର ଶୁଣି ପଡୋଶୀ ରେ ରହୁଥିବା ୧୭ ବର୍ଷ ଝିଅ ଧନେଶ୍ୱରୀ ଭୁଆର୍ଯ ବାହାରକୁ ଆସିଲେ ଏବଂ ସ୍ଵାମୀ ସ୍ତ୍ରୀକୁ ତାର ସହ ଲାଗିଥିବା ଦେଖି ବଞ୍ଚେଇବା ପାଇଁ ଦୌଡି ଆସିଲେ । ଝିଅ ଜଣକ ପାଖରେ ଥିବା କାଠ ଚୁଲାରୁ ଶୁଖିଲା କାଠ ଆଣି ତାରକୁ ପିଟିବା ଆରମ୍ଭ କରି ଦେଲେ । ବହୁତ ସିଗ୍ର ତାର ଟି ସ୍ଵାମୀ ସ୍ତ୍ରୀ ଠାରୁ ଅଲଗା ହୋଇ ଗଲା, ଏହି ଘଟଣା ପାଇଁ ସ୍ଵାମୀ ହାତ ଜଲିଯାଇଛି ଓ ସ୍ତ୍ରୀ ବେହୋସ ହୋଇ ଯାଇ ଥିଲେ । ପରେ ପଡୋଶୀମାନେ ସେ ଦୁହିଙ୍କୁ ହସ୍ପିଟଲ ନେଇକି ଗଲେ ଯାଉଥି ଏବେ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିବାରେ ଲାଗିଛି ।

ସ୍କୁଲ ରେ ସିଖା ଯାଇଥିବା କାମରେ ଆସିଲା :

ଗାଁ ସମସ୍ତ ଲୋକମାନେ ଝିଅ ପ୍ରଶଂସା କରୁଛନ୍ତି, ଯେତେବେଳେ ଝିଅଙ୍କୁ ଏହି ବିଷୟରେ ପଚରା ଗଲା ତେବେ ସେ କହିଲେ “ସ୍କୁଲ ରେ ଆମକୁ ପଢା ଯାଇଥିଲା ଯେ କରେଣ୍ଟ ଲାଗିଲେ ଶୁଖିଲା କାଠ ଉପଯୋଗ କରିବା ଉଚିତ” । ଆପଣଙ୍କୁ କହିଡବା ପାଇଁ ଚାହୁଁଛୁ ଯେ ଝିଅ ଘର ପରିସ୍ଥିତି ଖରାପ ହବାରୁ ସେ କେବଳ ୧୨ କ୍ଳାସ ପରଜନ୍ତ ପାଠ ପଢିଛନ୍ତି ।

Leave a Reply

Your email address will not be published. Required fields are marked *