‘ତାରକ ମେହତା’ର ଏହି ଅଭିନେତ୍ରୀ ଙ୍କୁ ଅଛି ସ୍ମୋକିଂର ଏମିତି ଅଭ୍ୟାସ କି ସିଗାରେଟ ନ ମିଳିଲେ ହେଇଯାଆନ୍ତି ପାଗଳ

ଏହା ସମସ୍ତେ ଜାଣିଛନ୍ତି କି ‘ସବ ଟିଭି’ରେ ଆସୁଥିବା ସୋ ତାରକ ମେହେତା କା ଉଲ୍ଟା ଚଷମା ଟିଭି ଜଗତର ସବୁଠାରୁ ପ୍ରସିଦ୍ଧ ସୋ ଅଟେ । ଏହି ସୋରେ ମୁଖ୍ୟ କିରଦାର ଜେଠା ଭାଇ ଏବଂ ଦୟା ଭାବି ବିଷୟରେ ସମସ୍ତେ ଜାଣିଥିବେ ,କିନ୍ତୁ ଆମେ ଆଜି ଏହି ସୋ ର ଖାସ ଅଭିନେତ୍ରୀ ବିଷୟରେ କଥା ହେବାକୁ ଯାଉଛୁ । ଏହି ସୋରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯାହା ଙ୍କ ର ନିଜ ଜୀବନ ବିଷୟରେ ଖୁବ କମ ଲୋକ ଜାଣିଛନ୍ତି ।

ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ମାଧବୀ ଭାବି ,ଯାହା ବିଷୟରେ ଆଜି ଆମେ କଥା ହେବାକୁ ଯାଉଛୁ । ଏହି ସୋରେ ସେ ଯେତିକି ନିରୀହ ଦେଖାଯାଆନ୍ତି ନିଜ ଅସଲ ଜୀବନରେ ସେ ପୁରା ଅଲଗା ।

ମାଧବୀ ଭାବି ଙ୍କର ପ୍ରକୃତ ନାମ ସୋନାଲିକା ଜୋଶୀ । ସୋନାଲିକା ଅସଲ ଜୀବନରେ ସିଗାରେଟ ଟାଣିଥାନ୍ତି । ପ୍ରକୃତରେ ତାଙ୍କୁ ଯିଏ ଦେଖିବ ସେ କେବେ ବିଶ୍ବାସ କରିବନି କି ସେ ତରକା ମେହେତା କି ଉଲ୍ଟା ଚଷମା ସିରିଏଲରେ ଏକ ସଂସ୍କରି ବୋହୁ ଭୂମିକାରେ ଅଭିନୟ କରୁଥିବେ ବୋଲି । ସୋନାଲିକା ଙ୍କ ବୟସ ୪୮ ଅଟେ । ଏତେ ବୟସ ହେବା ପରେ ବି ସେ ନିଜର ଏହି ଖରାପ ଅଭ୍ଯାସ ଛାଡି ନାହାଁନ୍ତି ।

ଆପଣଙ୍କୁ ଜାଣି ଆଶ୍ଚଜ୍ୟା ଲାଗିବା କି ଯଦି କେବେ ସିଗାରେଟ ନ ମିଳିବ ,ତାହେଲେ ତାଙ୍କ ହାଲତ ପାଗଳଙ୍କ ପରି ହୋଇଯାଏ । ସୋନାଲିକା ଧୂମପାନ କରିବା ଧୀରେ ଧୀରେ କମ କରିଦେଲେଣି ଏବଂ ଏତିକି ନୁହେଁ ସେ ଏହି ଅଭ୍ୟାସରୁ ଦୂରେଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ସମସ୍ତେ ଜାଣିଛନ୍ତି କି ସିଗାରେଟ ପିଇବା କେତେ ଖରାପ ହୋଇଥାଏ । ଏମିତି କାଲେ ଜୀବନ ବି ଯାଇ ପାରେ ।

ଆମେ ସୋମାଲିଙ୍କୁ ଏହା କହିବୁ କି ଯେତେ ଜଲ୍ଦି ହବ ସେ ଏହି ଅଭ୍ୟାସରୁ ଦୂରେଇଯାନ୍ତୁ ,କାରଣ ଯଦି ଅଧିକ ଡେରି ହୋଇଯିବ ତାହେଲେ ଆପଣଙ୍କୁ ବହୁତ ମୁସ୍କିଲ ର ସାମ୍ନା କରିବାକୁ ପଡିପାରେ । ଆମେ ପାର୍ଥନା କରୁଛୁ କି ସୋନାଲିକା ଙ୍କ ଏହି ଅଭ୍ଯାସ ଜଲ୍ଦି ଛାଡି ଯାଉ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଯଦି ଆପଣଙ୍କୁ ଆମ ଆର୍ଟିକ୍ଲ ପସନ୍ଦ ଆସୁଥାଏ ତେବେ ଶେୟାର ନିଶ୍ଚୟ କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *