ଯଦି ଆପଣ ଖୋଜି ଦେଲେ ଏହି ପ୍ରକାରର ମଞ୍ଜି ,ତାହେଲେ ରାତା ରାତି ବଦଳିଯିବ ଆପଣଙ୍କ ଭାଗ୍ୟ

ଧାର୍ମିକ ଶାସ୍ତ୍ର ଅନୁସାରେ ଯଦି ଆପଣ ଜୀବନରେ ବହୁତ ହିଁ କଠିନତା ଆଉ ଆର୍ଥିକ ଅବସ୍ଥା ର ସାମ୍ନା କରୁଛନ୍ତି ତେବେ କେବଳ ଏହି ଗୋଟେ ମଞ୍ଜି ଆପଣଙ୍କ ଭାଗ୍ୟ କୁ ବଦଳାଇ ପାରିବ . ଏମିତିବି ଆପଣଙ୍କୁ ଏହା ଜାଣିକରି ଅଜବ ନିଶ୍ଚୟ ଲାଗୁଥିବ କି ଗୋଟେ ମଞ୍ଜି ସାମାନ୍ଯ ଆପଣଙ୍କ ଭାଗ୍ୟ କେମିତି ବଦଳାଇ ପାରିବ,କିନ୍ତୁ ଏହା ବିଲକୁଲ ରୁପେ ସତ୍ୟ ଅଟେ.ଏହି ମଞ୍ଜି ଆପଣକ ଆର୍ଥିକ ଅବସ୍ଥା କୁ ନେଇକି ଆପଣଙ୍କ ଘରର ସବୁ ସମସ୍ୟା ଦୂର କରିବାରେ ସକ୍ଷମ ହୋଇଥାଏ ।

ତେବେ ଯଦି  ଏହି ମଞ୍ଜି ରେ ଏତେ ସବୁ ଗୁଣ ଅଛି ଯେହେତୁ  ତ କହିବାର କଥା ଏହି କି ଯେ ଆପଣଙ୍କୁ ତେବେ ଏତେ ସହଜରେ ତ ମିଳିବନି ଏହି ମଞ୍ଜି ।

କିନ୍ତୁ ତା ପରେବି ଯଦି ଏହା ଆପଣଙ୍କୁ କୋଉଠି  ମିଳି ଯାଏ ତାହେଲେ ଭାବିନେବେ ଆପଣଙ୍କ ଭାଗ୍ୟ ର ତାଲା ଖୋଲିବାକୁ ବହୁତ ଶୀଘ୍ର  ଯାଉଅଛି ।ଆପଣକୁ ଜଣେଇ ଦଉଛୁ କି ଏହି ମଞ୍ଜି ର ନାମ ନାଗକେଶର ଅଟେ, ଏହା ଏକ ବଂଶପାତି ଅଟେ ଯିଏ ସହଜରେ ମିଳି ପାରି ନଥାଏ . ଏହା ଛଡ଼ା ଏହା କଳା  ଲଙ୍କାର ମଞ୍ଜି ପରି ଗୋଲ ଆଉ କବାବ୍ ଚିନି ପରି ଦେଖା ଯାଇଥାଏ ।

ଏହା ସାଥିରେ ଏମିତି କୁହାଯାଏ କି ଯଦି ଘରରେ କିଛି କଳି ଝଗଡା ବାରମ୍ବାର ହେଉଅଛି ତେବେ ଏମିତିରେ ଏହି ମଞ୍ଜି କୁ ଲେପ ବନେଇ ମୁଣ୍ଡରେ ଟିକା ରୁପରେ କିଛି ଦିନ ଏମିତି  ଲଗାଇବା ରୁ ସବୁ କିଛି ଠିକ୍ ହେଇ ଯାଇଥାଏ.ଏଥିରେ ଘରର ସମସ୍ୟା କିଛି ହିଁ ଦିନରେ ସାରିଯାଇଥାୟେ।

ଏହା ଛଡା ଯଦି ଲକ୍ଷେ ପରିଶ୍ରମ କରିବା ହେତୁ  ଆର୍ଥିକ ତଙ୍ଗି ର ସାମନା କରିବା କୁ ପଡ଼ିଥାଏ, ଧନର ଆଗମନ ବଢ଼ାଇବା ପାଇଁ କଉ ଶୁଭ ମୂହୁର୍ତ୍ତ ରେ ନାଗ କେଶର ଆଉ ପାଞ୍ଚଟା କୋଏନ ନେଇକି ତାକୁ  ପୂଜା କରନ୍ତୁ .ଏହାପରେ ଏହାକୁ କଉ ଲୁଗା ବା କପଡ଼ାରେ ଗୁଡ଼ାଇ ଦେଇ ନିଜ ଦୋକାନରେ ଗଲ୍ଲୀ ବା ଅଫିସ ର କ୍ୟାସ ବୋକ୍କସ୍ ରେ ରଖି ଦିଅନ୍ତୁ।

ଏହା ସାଥିରେ ହିଁ ଗୋଟେ ହଳଦିଆ କପଡା, ନାଗ କେଶର, ହଲ୍ଲଦି,ଗୁଆ, ତମ୍ଭା ର କିଛି ଗୁଣ୍ଡ କିମ୍ଵା ଶିକ୍କେ ,ଅକ୍ଷତ ଆଉ ଗୋଟେ ସେଉ ରଖି କରି ଧୂପ ଦୀପ  ଦେଇ ପୂଜା କରିକି ଏହାକୁ ସିଧ୍ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *