କିଛି ଏହି ଭଳି ଭାବରେ କରା ଯାଏ କିନ୍ନରମାନଙ୍କ ଅନ୍ତିମ ସଂସ୍କାର, ମଲା ପରେ ତାଙ୍କ ଶରୀର ସହ କରା ଯାଇଥାଏ କିଛି ଏମିତି

ସମାଜ ରେ ସ୍ତ୍ରୀ ପୁରୁଷ ଛଡା ଅନ୍ୟ ଗୋଟେ ସମୂହ ମଧ୍ୟ ଜୀବନ ଜ୍ଞାପନ କରେ ତାହା କିନର ପ୍ରଜାତି ଅଟେ ଏହି ସମୂହ ଲୋକ ଅଲଗା ପ୍ରକାର ଜୀବନ ବିତାନ୍ତି । ଲୋକ ମାନେ କିନରମାନଙ୍କ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସାହିତ ହୋଇ ଥାନ୍ତି, ଏମିତି ଗୋଟେ ବିଷୟ ଅଛି ଯାହା ବିଷୟରେ ଆଜି ବି ଲୋକ ସମ୍ପୂର୍ଣ ଭାବରେ କଥା ହୋଇ ପାରନ୍ତି ନାହିଁ । କିନ୍ନରମାନଙ୍କ ଜୀବନ ସବୁ ଠାରୁ ବଡ ସତ୍ୟ ତାଙ୍କ ଅନ୍ତିମ ସଂସ୍କାର ବିଷୟରେ ସମସ୍ତେ ଜାଣିବା ପାଇଁ ଚାହାନ୍ତି କିନ୍ତୁ ଏହାକୁ ଗୋପନୀୟ ରଖା ଯାଇଛି ।

ତେବେ ଆଜି ଆମେ ଆପଣଙ୍କୁ କିନରମାନଙ୍କ ଅନ୍ତିମ ସଂସ୍କାର ବିଷୟରେ କହିବାକୁ ଯାଉଛୁ ।

କିନର ସମୂହ ଲୋକଙ୍କ ସବୁ ରୀତି ରିବାଜ ଅନ୍ୟ ସମାଜ ଠାରୁ ଅଲଗା ହୋଇ ଥାଏ, ଏହି ସମୁଦାୟ ଲୋକଙ୍କୁ ଥର୍ଡ ଜେଣ୍ଡର ବା ଟ୍ରାନ୍ସ ଜେଣ୍ଡର ମଧ୍ୟ କୁହା ଯାଏ । ତେବେ ଆସନ୍ତୁ ଜାଣିବା ତାଙ୍କ ରୀତି ରିବାଜ ଅନୁଯାଇ ତାଙ୍କ ଅନ୍ତିମ ସଂସ୍କାର । ସର୍ବପ୍ରଥମ କଥା ଏହା ଯେ କିନରମାନଙ୍କ ଅନ୍ତିମ ସଂସ୍କାର ବହୁତ ଗୋପନୀୟ ଭାବରେ କରା ଯାଇ ଥାଏ, ଯେବେ ବି ଗୋଟେ କିନର ମୃତ୍ୟୁ ହୋଇ ଥାଏ ତା ସବ ଅନ୍ୟ ସମୁଦାୟ କିନରମାନଙ୍କୁ ଦେଖା ଯାଏ ନାହିଁ । କୁହା ଯାଏ ଯେ ଏମିତି କଲେ ମୃତ୍ୟୁ ବରଣ କରି ଥିବା କିନର ଅଲଗା ଜନ୍ମ ରେ ମଧ୍ୟ କିନର ହୋଇବ ।

କିନର ଲୋକ ହିନ୍ଦୁ ଧର୍ମ ଅଧିକ ମାଣନ୍ତି ବୋଲି କୁହା ଯାଏ କିନ୍ତୁ ହିନ୍ଦୁ ଧର୍ମ ରେ ସବ ପୋଡା ଯାଏ କିନ୍ତୁ କିନରମାନଙ୍କ ସବ ପୋଡା ଯାଏ ନାହିଁ ପୋଟା ଯାଏ । କିନରମାନଙ୍କ ଅନୁଯାଇ ତାଙ୍କ ସବକୁ ଧଳା କପଡା ରେ ଗୁଡା ଯାଏ ଏବଂ କୌଣସି ଜିନିଷ ଦ୍ଵାରା ବନ୍ଧା ଯାଏ ନାହିଁ ତାଙ୍କ ଅନୁଯାଇ ଏହା ମାନ୍ୟତା ଅଛି ଯେ ଶବକୁ କୌଣସି ଜିନିଷ ଦ୍ଵାରା ବାନ୍ଧିଲେ ଆତ୍ମା ମୁକ୍ତ ହୋଇ ନଥାଏ ଏବଂ ସେଥିପାଇଁ କିନର ସବ କେବଳ ଧଳା କପଡା ରେ ଗୁଡା ଯାଏ ।

ସବୁ ଠାରୁ ମହତ୍ଵ ପୂର୍ଣ କଥା ଏହା ଯେ କିନର ମୃତ୍ୟୁ ପରେ ତା ଶବକୁ ଜୋତା ଚପଲ ଦ୍ଵାରା ପିତା ଯାଏ ଯାହା ପରେ ଏହା କୁହା ଯାଏ ଯେ ତା ଏହି ଜନ୍ମ ସବୁ ପାପ ପ୍ରାୟଶ୍ଚିତ ଏହି ଜନ୍ମ ରେ ହୋଇ ଗଲା । ଏହା ପରେ ଶବକୁ ପୋତି ଦିଆ ଯାଏ ଏବଂ ଏହା ମଧ୍ୟ ଜାଣି ରଖନ୍ତୁ ଯେ କିନର ଲୋକ ନିଜ ସାଥି ମୃତ୍ୟୁ ପାଇଁ କେବେ କାନ୍ଦତି ନାହିଁ ତାଙ୍କ ଅନୁଯାଇ ତାଙ୍କ ସାଥି ଏହି ଜୀବନ ରୁ ମୁକ୍ତି ପାଇଲା ଏହା ତାଙ୍କ ପାଇଁ ଖୁସି ଦିନ ଅଟେ ।

Leave a Reply

Your email address will not be published. Required fields are marked *