ତର୍ଜନୀ ଆଙ୍ଗୁଳି ରଖିକି ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ନିଜର ଭବିଷ୍ୟତ

ବନ୍ଧୁଗଣ ଆଜିର ବିଷୟ ବସ୍ତୁ ଟି ନିଶ୍ଚୟ ଆପଣଙ୍କ କାମରେ ଆସିବ । ପ୍ରଭୁ ହନୁମାନ ଙ୍କ କୃପା ଯାହା ଉପରେ ରହିଥାଏ ସେମାନଙ୍କ ଜୀବନରେ କେବେ ବି ଦୁଃଖ ରୁହେ ନାହିଁ । ହନୁମାନ ଜୀ ଙ୍କ କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ବଦାରୁ ବଡ ସମସ୍ଯା ଦୂର ହୋଇଥାଏ । ଆଜିର ବିଷୟ ବସ୍ତୁ ପ୍ରଶ୍ନ ଉପରେ ଆଧାରିତ ଅଟେ । ଆମେ ଆପଣଙ୍କ ପାଇଁ ନେଇ ଆସିଛି 1ରୁ 9 ସଂଖ୍ୟା । ଏଥି ମଧ୍ୟରୁ ଆପଣଙ୍କୁ ହନୁମାନ ଜୀ ଙ୍କ ନାମ ନେଇ ବାଛିବାକୁ ହେବ ଯେ କୌଣସି ଗୋଟେ ସଂଖ୍ୟା । ଆମେ ଆପଣଙ୍କୁ କହିବୁ ଆପଣଙ୍କ ଭବିଷ୍ୟତ ବିଷୟରେ ।

1- ଯଦି ଆପଣ 1 ସଂଖ୍ଯାକୁ ବାଛିଛନ୍ତି ତେବେ ଶରୀରରେ ରୋଗ ଯନ୍ତ୍ରଣା କାରଣରୁ ଆପଣ କଷ୍ଟ ଭୋଗ କରୁଛନ୍ତି । ଏପଟେ ଅର୍ଥ ଯାହା ଆସୁଛି ତାହା ଚାଲୁଅଛି । ଗୃହରେ ହଋ ବଂଶ କରନ୍ତୁ ।

2- ଆପଣ 2 ନମ୍ବର ସଂଖ୍ଯାକୁ ବାଛିଥିଲେ ଧର୍ମ କର୍ମରେ ଆପଣ ମନ ଲଗାଇଥିଲେ କିନ୍ତୁ କିଛି ଲାଭ ହେଲାନି । ବର୍ତ୍ତମାନ ରାହୁ ଦଶା ଆପଣ ଭୋଗ କରୁଛନ୍ତି । ଅର୍ଥ ବ୍ୟୟ ହୋଇଛି । ପାରିବାରିକ ଅସାନ୍ତି ଦେଖା ଦେଉଛି ।

3- ଆପଣ 3 ସଂଖ୍ଯାକୁ ବାଛିଛନ୍ତି ତେବେ ଶରୀରର ଆରୋଗ୍ଯ ଲାଭ ହେବ । ଯାହା ଚିନ୍ତା କରୁଛନ୍ତି ତାହା ହିଁ କରିବେ । ସର୍ବ କାର୍ଯ୍ୟରେ ସିଧି ଲାଭ କରିବେ । ଶତ୍ରୁ ପରାଜିତ ହେବେ । ହନୁମାନ ଜିଙ୍କ କୃପାରୁ ସବୁ କାମକୁ ସ୍ଵାଧୀନତାର ସହ କରି ଚାଲିବେ ।

4- ଆପଣ ଯଦି 4 ନାମବାକୁ ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ସମୟ ବିପଦମୟ, ବିବାଦମୟ ରହିଛି । ଆପଣଙ୍କର ସମ୍ମାନ ହାନି ହେବାର ଅନୁଭବ ହେଉଛି । ଆପଣ ନ୍ଯାୟରେ ଅଛନ୍ତି ।

5- ଆପଣଙ୍କୁ 5 ନମ୍ବରଟି ପସନ୍ଦ ଆସିଥିଲେ ଆଉ 10 ଦିନ ମଧ୍ୟରେ ଆପଣଙ୍କ ମନରେ ଯାହା ପ୍ରଶ୍ନ ଅଛି ତାହାର ସମାଧାନ ହେବ । ସ୍ତ୍ରୀଙ୍କ ରୋଗ ଭଲ ହେବ । ଜାତକରେ 3ଟି ଗ୍ରହ ଦୁବରଳ ଅଛନ୍ତି । ଯାହା ପାଇଁ ଆପଣ ସମସ୍ଯା ଭୋଗ କରୁଛନ୍ତି ।

6- ଆପଣ ତର୍ଜନୀ ଆଙ୍ଗୁଳି ରଖିକି ଯଦି 6 ସଂଖ୍ଯାକୁ ବାଛିଛନ୍ତି ତେବେ ସମସ୍ତ ବିପଦରୁ ତ୍ରାହି ପାଇବେ । ଶୁଭ ଫଳ ପ୍ରାପ୍ତ ହେବ । ରାଜକୀୟ କର୍ମରେ ସମ୍ମାନ ଲାଭ କରିବେ ।

7- ଆପଣ 7 ସଂଖ୍ଯାକୁ ବାଛିଥିଲେ ଆପଣଙ୍କ ଜୀବନରେ ମନ୍ଦ ଗ୍ରହ ଚାଲିଛି । ଏହାର ଫଳ ସ୍ୱରୂପ ଆପଣ ଗୁପ୍ତ ଶତ୍ରୁତାର ପୀଡା ପାଉଛନ୍ତି । ବ୍ରାହ୍ମଣ ଭୋଜନ କରାନ୍ତୁ ।

8- ଆପଣ 8 ସନ୍ଧ୍ୟାକୁ ବାଛିଥିଲେ ବ୍ଯଗ୍ର ମନ ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି । ସବୁ ବ୍ଯାକୁଳତା ଦୂର ହେବ । ଇଷ୍ଟ ଦେବଙ୍କର ପୂଜାର ବ୍ୟବସ୍ଥା କରନ୍ତୁ ।

9- ଆପଣ 9 ସଂଖ୍ଯାକୁ ବାଛିଛନ୍ତି ତେବେ ଆପଣ ମନରୁ ଦୁଶ୍ଚିନ୍ତା ଦୂର କରନ୍ତୁ । ଆପଣଙ୍କର କ୍ଷତି ହୋଇଥିବା ଧନ ସମ୍ପତି ଫେରିବ । ଗୁପ୍ତ ଚିନ୍ତା ପରିହାର କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *