ତେବେ ଏହି କାରଣ ପାଇଁ ପୁଅମାନେ ବେଡ ଉପରେ ହୋଇଯାଆନ୍ତି ଫେଲ!

ଆଜିକାଲି ଲୋକ ଜଣେ ଆଉଜଣଙ୍କ ସେକ୍ସ ଜୀବନୀ ଜାଣିବା ପାଇଁ ଚେଷ୍ଟା କରନ୍ତି ଓ ତାକୁ ଆହୁରି ଭଲ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ବହୁତ ବାର ପୁରୁଷ ମାନଙ୍କ ସେକ୍ସୁଆଲ ଅସୁବିଧା ଜାଣିବା ଟିକେ କଠିନ ହୋଇଥାଏ, ଯଦି ଆପଣ ଜାଣିବା ପାଇଁ ଚହୁଁଛନ୍ତି ତ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି କହିବାକାଉ ଚାହୁଞ୍ଚୁ । ବିବାହ ପରେ ସାରରିକ ସମ୍ବନ୍ଧ ଏକ ସାମାନ୍ଯ କଥା ଯାହା ସବୁ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ରହିଥାଏ କିନ୍ତୁ ବେଳେ ବେଳେ ଏହି ସମନ୍ୟା କଥା ଏତେ ବିଗିଡି ଯାଏ କି ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଯାଏ ।

Image Courtesy: Google

ଜଦି ଭଲ ସେକ୍ସ ଲାଇଫ ଚହୁଁଛନ୍ତି ତ ଆପଣ ଦୁଇଜଣଙ୍କ ଭିତରେ ଭଲ ବଣ୍ଡିଙ୍ଗ ରହିବା ଦରକାର । ଏହା ଜାଣିବା ବହୁତ ଜରୁରୀ କି ଏହାକୁ ନେଇ ଆପଣଙ୍କ ସାଥି ଭିତରେ ଇଚ୍ଛା ଅଛି କି ନହିଁ । ଯଦି ଦୁଇ ଜଣଙ୍କ ଇଛା ଥିବ ତେବେ ହିଁ ଏହାକୁ ଆପଣ ଠିକ ଭାବେ ଉପୋଭୋଗ କୃ ପାରିବେ । ନଚେତ ଯଦି କେହି ଜଣେ ବି ଆଗ୍ରହୀ ନଥିବ ତେବେ ଧୀରେ ଧୀରେ ଆପଣଙ୍କ ମଧ୍ୟରେ ଦୂରତା ଆସିଯିବ ।

ଜଦି  ସେକ୍ସ ରେ ରୁଚି କମ ହୋଇଛି ,ଏହା ସବୁଠୁ ବଡ କାରଣ ଅଟେ, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ଟେଷ୍ଟୋଷ୍ଟୋରିନ ହର୍ମୋନ ପୁରୁଷ ମାନଙ୍କରେ ସେକ୍ସ ର ଇଚ୍ଛା ଶକ୍ତି ପଛରେ ବଡ କାରଣ ଅଟେ। କିନ୍ତୁ ଯଦି ଗୋଟେ ପୁରୁଷର ଶାରୀରିକ ସମ୍ବନ୍ଧକୁ ନେଇ ସତେ ଅଗାର୍ହ ରହୁ ନାହିଁ ତେବେ ଏହା ପଛରେ କାରଣ ହେଇଛି ଅତ୍ୟଧିକ ମାନସିକ ଚାପ ।

Image Courtesy: Google

ସେକ୍ସ ଲାଇଫ କୁ ନେଇ ଆପଣଙ୍କ ପୁରୁଷ ସାଥି ଓ ଆପଣଙ୍କ ଆବଶ୍ୟକ ଅଲଗା ଅଲଗା ହୋଇପାରେ  ସେଥି ପାଇଁ ଆପଣଙ୍କୁ ତାଙ୍କ ସହିତ କଥା ହେବାର ଆବଶ୍ୟକ ରହିଛି ଓ ଆପଣଙ୍କ ସେକ୍ସ ଲାଇଫରେ ପ୍ରେମ ଓ ରୋମାଞ୍ଚକ ବନି ରହିବ। ନଚେତ ଯଦି କୌଣସି ପୁରୁଷର ଅନ୍ୟ କୌଣସି ମହିଳା ସହିତ ସମ୍ପର୍କ ଥିବ ତେବେ ସେ ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ବନେଇବାରେ ଅସଫଳ ହୁଅନ୍ତି ।

Image Courtesy: Google

କାହିଁକି ନା ହୁଏ ତ ତାଙ୍କର ଶାରୀରିକ ସମ୍ବନ୍ଧ ବନେଇବାର ଇଛା ଆଉ ଜଣେ ପୁରା କରିଦେଇଥାଏ ଯାହା ପାଇଁ ସେମାନେ ପୁନଃ ସ୍ତ୍ରୀ ସହ ସେସବୁ କରିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ଅନେକ କାରଣ ଅଛି ଯାହା ପାଇଁ ଗୋଟେ ପୁଅ ସ୍ତ୍ରୀ ସହ ଶାରୀରିକ ସମ୍ବନ୍ଧ ବନେଇବାରେ ଫେଲ ହୋଇଥାଏ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *