ଠାକୁର ପୂଜା କରିବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ? 10 + ଆଜିର ଅନୁଚିନ୍ତା

ବନ୍ଧୁଗଣ ମଣିଷକୁ ଆବଶ୍ୟକତା ଠାରୁ ଅଧିକ ସରଳ ହେବା ଊଚିତ ନୁହେଁ । ଏହି ସରଳ ପଣ କାରଣରୁ ମଣିଷ ଠକାମି ର ଶିକାର ହୋଇଥାଏ । ତେଣୁ ପ୍ରତେକ ମଣିଷକୁ ସାମାନ୍ୟ ରହିବା ଉଚିତ । ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ମନ୍ଦିରର ଠାକୁର ପୂବା ମୁଖା ଓ ଘରର ଠାକୁର ପଶ୍ଚିମ ମୁଖା ହୋଇଥିଲେ ଶୁଭ ହୋଇଥାଏ ।

୨- ପୂଜା କରିଲା ବେଳେ ଅତିଥି ଆସିଲେ ଶୁଭ ହୋଇଥାଏ ଓ ସେଦିନ ଯାହା ମାନସିକ ତାହା ପ୍ରାପ୍ତ ହୋଇଥାଏ ।

୩- ଦୀପ ତଳେ ଅରୁଆ ଚାଉଳ ଓ ଦୁବ ରଖିକି ଦୀପ ଲଗାଇବା ଉଚିତ । ଶନିବାର ଓ ମଙ୍ଗଳବାର ରାଶି ତେଲରେ ଦୀପ ଜଳାଇବା ଉଚିତ ।

୪- ଏପରି କିଛି ଜିନିଷ ଅଛି ତାହାର ଗୁରୁତ୍ଵ ବୁଝିପାରିଲେ ସଫଳତା ଜଲ୍ଦି ମିଳିଥାଏ । ଉତ୍ତମ ବନ୍ଧୁ କରିବା, ଉଚିତ ଉପାୟରେ ଟଙ୍କା ରୋଜଗାର କରିବା, ଖର୍ଚ୍ଚ କରିବା ଓ ନିଜର ଦକ୍ଷତା କୁ ପରଖିବା ଗୁଣ ଥିବା ବ୍ୟକ୍ତି ସହଜରେ ସଫଳ ହୋଇଥାନ୍ତି ।

୫- ଭୋଜନ କରିବା ମାୟାରେ ଗାମୁଛା ବା ଟୋପି ମୁଣ୍ଡରେ ପିନ୍ଧାନ୍ତୁ ନାହିଁ । ପୂଜା ସମୟରେ ଯଦି ଦୀପ ଲିଭିଯାଏ ତେବେ ଏହା ଅଶୁଭ ହୋଇଥାଏ ।

୬- ପ୍ରତେକ ଦିନ ସକାଳୁ ଗାଇକୁ ରୁଟି ଖାଇବାକୁ ଦେଲେ ଅଶୁଭ ସମୟ ଦୂର ହୋଇ ଶୁଭ ସମୟର ଆରମ୍ଭ ହୋଇଥାଏ ।

୭- ଘରେ ଠାକୁର ପୂଜା ସମୟରେ ପ୍ରଥମେ ଭଗବାନ ଗଣେଶଙ୍କ ଆରାଧନା କରିବା ଉଚିତ । ଗଣେଶ ଜୀ କୁ କେବେ ବି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ ।

୮- ଠାକୁରଙ୍କୁ ସ୍ନାନ କରିବା ସମୟରେ ବୁଢା ଆଙ୍ଘୁଠି କୁ ଛାଡି ଅନ୍ୟ ଆଙ୍ଗୁଳି କୁ ବ୍ୟବହାର କରିବା ଉଚିତ । ପୂଜା ସମୟରେ ଦୀପକୁ ଭୂମି ଉପରେ ରଖିବା ଦ୍ଵାରା ଧନ ହାନୀ ହୋଇଥାଏ ।

୯- ପୂଜା ସମୟରେ ଠାକୁରଙ୍କ ଠାରେ ଚଢା ଯାଇଥିବା ଫୁଲ ଏଣେତେଣେ ପକାଇବା ଉଚିତ ନୁହେଁ । ଏହାକ ନଦୀରେ ପ୍ରଭାବିତ କରିବା ଉଚିତ ।

୧୦- ଠାକୁରଙ୍କୁ ପୂଜା କରିବା ସମୟରେ ମନରେ କେବେବି ଖରାପ ବିଚାର ଆଣିବା ଉଚିତ ନୁହେଁ । ଏହା ଦ୍ଵାରା ପୂଜାର ଫଳ ପ୍ରାପ୍ତ ହୁଏନି ।

୧୧- ୭ଟି କଉଡିରେ କେସର ମିଶାଇ ହଳଦିଆ କପଡାରେ ବାନ୍ଧି ଦୋକାନରେ ବାକ୍ସରେ ରଖିଲେ ଶୁଭ ହୋଇଥାଏ । ବାରମ୍ବାର ଧନ ହାନୀ ହେଉଥିଲେ କିନ୍ନର ମାନଙ୍କୁ ସବୁଜ ବସ୍ତ୍ର ଦାନ କରିଲେ ତାହା ଦୂର ହୋଇଥାଏ ।

୧୨- ମନ୍ଦିରରେ ଜୋତା ଚୋରୀ ହୋଇଯାଏ ଶୁଭ ହୋଇଥାଏ । ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡିଲେ ଶୁଭ ହୋଇଥାଏ ।

୧୩- ଘରେ ବୁଢିଆଣୀ ଜାଲ ରହିଲେ ଅଶୁଭ ହୋଇଥାଏ । ଚୁଚୁନ୍ଦ୍ରା ହରେ ଦେଖିଲେ ମା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ହୋଇଥାଏ ।

୧୪- ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଲା ପରେ ତୁଳସୀ ମୂଳରେ ଜଳ ଅର୍ପଣ କରିବା ଦ୍ଵାରା ଲକ୍ଷ୍ମୀ ନାରାୟଣ ଙ୍କ କୃପା ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଅଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *