ବିଜ୍ଞାନ ପାଇଁ ଏବେବ ବି ଏହି ୯ଟି ଜିନିଷ ଏକ ରହସ୍ୟ, ଖୋଜି ପାଉ ନାହିଁ ଏହାର ଉତ୍ତର

କିଛି ଜିନିଷ ଏମିତି ଥାଏ ଯାହା କୁ ଆମେ ବିଶ୍ୱାସ କରୁ କିନ୍ତୁ ଦେଖିପାରୁ ନାହିଁ । କିଛି କିଛି ଜିନିଷ କୁ ବୈଗ୍ୟାନିକ ମାନେ ମଧ୍ୟ ଜାଣିପାରି ନାହାଁନ୍ତି । ଏ ଦୁନିଆରେ ଲୋକ ମାନେ କିଛି କଥା କୁ ବିଶ୍ୱାସ କରନ୍ତି କିନ୍ତୁ ଜାଣିବା କୁ ଚେଷ୍ଟା କରନ୍ତି ନାହିଁ କି, ତା’ର ଉତ୍ପତି କୋଉଠୁ ।  ଆସନ୍ତୁ ଜାଣିବା ସେହି ୯ ଟି ଜିନିଷ।

ପ୍ରଥମ ରେ ହେଉଛି ସ୍ୱପ୍ନ ଦେଖିବା। ସମସ୍ତେ ନିଦ ରେ ଶୁଅନ୍ତି , ନିଦ ରେ ସ୍ୱପ୍ନ ମଧ୍ୟ ଆସିଥାଏ କିନ୍ତୁ ସେହି ଆସେ କ’ଣ ପାଇଁ?? । ସ୍ୱପ୍ନ ହେଉଛି ଗଭୀର ନିଦ ରେ ଥିବା ବେଳେ ମସ୍ତିଷ୍କ ରେ ହେଉଥିବା କ୍ରିୟା ଗୁଡିକ ର ପରିଣାମ , ଏହା ର ଅର୍ଥ ଶୋଇବା ପୂର୍ବରୁ ଆପଣ ଯାହା ଭାବିଥାନ୍ତି ତାହା ଆପଣଙ୍କ ସ୍ୱପ୍ନ ରେ ଆସିଥାଏ ।

ଏବଂ ମଣିଷ ତା ର ଯେଉଁ ସ୍ୱପ୍ନ ପୂରଣ କରି ନ ଥାଏ ସେହି ସ୍ୱପ୍ନ କୁ ପୂରଣ ହେଉଥିବାର ଦେଖି ଥାଏ ସ୍ୱପ୍ନରେ । ଧାର୍ମିକ ଅନୁସାରେ ଯାହା ଭବିଷ୍ୟତରେ ଆଗକୁ ହେବା କୁ ଯାଉଛି ସ୍ୱପ୍ନ ଦ୍ୱାରା ମଧ୍ୟ ସଙ୍କେତ ଆସିଥାଏ । ଏହା ର କାରଣ ଆଜି ପର୍ଯ୍ୟନ୍ତ ବିଗ୍ୟାନ ରେ ମଧ୍ୟ ଜଣାପଡି ନାହିଁ।

ଦ୍ୱିତୀୟ ରେ ହେଉଛି ହାଇ ଆସିବା । ପ୍ରତ୍ୟେକ ମଣିଷ କୁ ହାଏ ଆସିଥାଏ। ଏହା ସ୍ୱାଭାବିକ କଥା । କିନ୍ତୁ ଏହା ର ପ୍ରକୃତ କାରଣ କ’ଣ ଅଟେ କେହି ଜାଣି ନାହାଁନ୍ତି । ତୃତୀୟ ରେ ମୁହଁ ଓ ଆଗୁଂଠି ଛାପ । ପ୍ରତ୍ୟେକ ମଣିଷର ମୁହଁ ସହ ତାର ଆଗୁଂଠି ସହ ସମାନ ନୁହେଁ । ଏହା ର କାରଣ ବିଗ୍ୟାନ ରେ ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ଚତୁର୍ଥ ରେ ହେଉଛି ପୃଥିବୀର ଗଠନ । ପୃଥିବୀର କେନ୍ଦ୍ର କଠିନ ପଦାର୍ଥ ରେ ଗଠିତ । ଏହା ର ସଠିକ କାରଣ ବୈଗ୍ୟାନିକ ମାନେ ଜାଣି ନାହାଁନ୍ତି ।

ପନ୍ଚମ ରେ ହେଉଛି ପୃଥିବୀର ଚୁମ୍ଭକୀୟ କ୍ଷେତ୍ର । ଏଥିରେ କେଉଁ ଠୁ ଚୁମ୍ଭକୀୟ ଶକ୍ତି କେଉଁଠୁ ଆସୁଛି କେହି ମଧ୍ୟ ଜାଣି ନାହାନ୍ତି । ଷଷ୍ଠ ରେ ହେଉଛି ବ୍ଲାକ୍ ହୋଲ। ଏହା ର ରହସ୍ୟ ମଧ୍ୟ କେହି ଜାଣି ନାହାଁନ୍ତି । ସପ୍ତାହରେ ହେଉଛି ମୃତ୍ୟୁ ପରେ । ସମସ୍ତେ ଜନ୍ମ ହୁଅନ୍ତି ଓ ମୃତ୍ୟୁ ବି ହୋଇଥାଏ । କିନ୍ତୁ ମୃତ୍ୟୁ ପରେ କଣ ସବୁ ହୁଏ , ଏହା କେହି ଜାଣି ନାହାଁନ୍ତି ।

ଅଷ୍ଟମ ରେ ହେଉଛି ନିଦ ଆସିଥାଏ । ମସ୍କିକ କଖରଣ ରୁ ଆମ କୁ ନିଦ ଆସିଥାଏ । ନବମ ରେ ହେଉଛି ମନେରଖିବା । ମସ୍ତିଷ୍କ ରେ ମଣିଷ କିଛି କଥା ମନେ ରଖି ସ୍ମରଣ କରି ଥାଏ । ଏହା ର ରହସ୍ୟ କେହି ମଧ୍ୟ ଜାଣି ନାହାଁନ୍ତି । ଏହି ସବୁ ହେଉଛି ରହସ୍ୟମୟ ।

Leave a Reply

Your email address will not be published. Required fields are marked *