ସବୁଠାରୁ ଅଧିକ ଖାସ ହୋଇଥାନ୍ତି ଏହି ତିନିଟି ରାଶିର ଝିଅ, ଯେଉଁ ଘରକୁ ଯାଆନ୍ତି ଭାଗ୍ୟ ବଦଳାଇ ଦିଅନ୍ତି ।

୩ ଟି ରାଶି ର ଝିଅ ମାନେ ବାହାଘର ପାଇଁ ଯୋଗ୍ୟ ହୋଇଥାନ୍ତି । ଏହି ୩ ଟି ରାଶି ର ଝିଅ ଙ୍କୁ ଯିଏ ବିବାହ କରନ୍ତି ସେମାନେ ଅଧିକ ଭାଗ୍ୟଶାଳି ହୋଇଥାନ୍ତି ଓ ସେମାନଙ୍କ ପରିବାର ଆନନ୍ଦ ରେ ରହିଥାଏ । ଆମ ହିନ୍ଦୁ ଧର୍ମ ରେ ପୁରାଣ ଶାସ୍ତ୍ର ବା ଜ୍ୟୋତିଷ ଶାସ୍ତ୍ର ରେ ପ୍ରତ୍ୟେକ ରେ ଲେଖା ଅଛି ଯଦି ଜୀବନ ରେ ଭଲ ଜୀବନ ସାଥୀ ମିଳିଥାଏ ତେବେ ଆମ ଜୀବନ ସୁନ୍ଦର ଓ ସୁଖମୟ ହୋଇଥାଏ । ସେଥିପାଇଁ ଆମେ ବିବାହ ପୂର୍ବରୁ ଜାତକ ମିଳାଇ ଥାଉ ଓ ଅନେକ ବିଧି ମଧ୍ୟ ପାଳନ କରି ଥାଉ । କାହିଁକି ନା ଆମେ ସମସ୍ତେ ଚାହୁଁ ଯେ ଆମେ ଯାହା କୁ ବି ବିବାହ କରୁ ସେ ଆମର ଓ ଆମ ପରିବାର ପାଇଁ ମଗଂଳ ହୋଇଥାଏ ।

Image Courtesy: Google

ଆଚାର ବିଚାର ଗୁଣ ଗାରିମା ବହୁତ ଅଧିକ ଥାଏ ଯାହା ଫଳରେ ସେମାନେ ଉତ୍ତମ ଜୀବନ ସାଥୀ ପାଇଁ ବିବେଚିତ ହୋଇଥାନ୍ତି । ଏମାନଙ୍କୁ ବିବାହ କରିବା ଦ୍ୱାରା ଆମ ଜୀବନ ସୁଖମୟ ହୋଇଥାଏ । ନଂ ୧ ରେ ମେଷ ରାଶି , ଏହି ରାଶି ର ମହିଳା ମାନଙ୍କ ମନ ପରିଷ୍କାର ହୋଇଥାଏ । ସେ ତାଙ୍କ ସାଥୀ ମାନଙ୍କୁ ନିଜର ସବୁକିଛି ଭାବିଥାନ୍ତି ସେମାନଙ୍କ ସହ ସବୁକିଛି ସେୟାର୍ କରିଥାନ୍ତି । ସେଥିପାଇଁ ପୁଅ ମାନେ ଏମାନଙ୍କ ଉପରେ ଅଧିକ ଆକୃଷ୍ଟ ହୋଇଥାନ୍ତି ।

Image Courtesy: Google

ଏମାନଙ୍କ ଭାବନା ରେ ସତ୍ୟତା ଥାଏ କାରଣ ଏମାନେ ଏମାନଙ୍କ ସାଥୀ ଉପରେ ସର୍ବଦା ସକରାତ୍ମକ ଭାବନା ଆଣିଥାନ୍ତି । ଏହି ରାଶି ର ମହିଳା ମାନେ ପରିବାର ର ଅଧିକ ଯତ୍ନ ନେଇଥାନ୍ତି । ଏଣୁ ଏହି ରାଶି ର ଝିଅ ମାନେ ବିବାହ କରିବା ପାଇଁ ଉପଯୁକ୍ତ ଅଟନ୍ତି । ନଂ ୨ ରେ ହେଉଛି କର୍କଟ ରାଶି , ଏହି ରାଶି ର ମହିଳା ମାନେ ଭାବୁକ ସ୍ୱଭାବ ର ଅଟନ୍ତି ।

Image Courtesy: Google

ଏମାନେ ନିଜ ସାଥୀ କୁ ବହୁତ ଭଲ ପାଆନ୍ତି । ଏମାନଙ୍କ ପାଇଁ ନିଜ ପରିବାର ହିଁ ସବୁକିଛି ହୋଇଥାଏ ଓ ପରିବାର ର ଅଧିକ ଧ୍ୟାନ ରଖନ୍ତି । ନଂ ୩ ରେ ହେଉଛି ସିଂହ ରାଶି , ଏହି ରାଶି ର ଝିଅ ମାନେ ରାଗି ସ୍ୱଭାବ ର ହୋଇଥାନ୍ତି । ଏମାନେ ନିଜ ପରିବାର ପାଇଁ ଢାଙ୍କୁଣି ସଦୃଶ ର ହୋଇଥାନ୍ତି ଓ ସବୁ ଦୁଃଖ ସମୟରେ ଢାଳ ହୋଇ ସବୁ ସାମ୍ନା କରିଥାନ୍ତି । ଏମାନେ ଚାଲାଖ ମଧ୍ୟ ହୋଇଥାନ୍ତି । ଏହି ୩ ଟି ରାଶି ର ଝିଅ ମାନେ ବିବାହ ପାଇଁ ଉପଯୁକ୍ତ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *