ଚାଣକ୍ୟଙ୍କ ହିସାବରେ ଏହି ୫ ଟି ଜିନିଷ ଆମ ପୂର୍ବ ଜନ୍ମ ସହ ଜଡିତ

ଭାରତର ମହାନ ଅର୍ଥଶାସ୍ତ୍ରୀ ଓ ରାଜନୀତିଜ୍ଞ ଚାଣକ୍ୟଙ୍କ ଅମୂଲ୍ୟ ରୂପରେ ‘ ଚାଣକ୍ୟ ନୀତି ‘ ଭଳି ବହି ଦେଇଛନ୍ତି ଯେଉଁଥିରେ ରାଜା କାର୍ଯ୍ୟରୁ ନେଇ ସବୁ ଦିଗରୁ ଜଡିତ ୧୦୦ ନିତୀୟା କହିଛନ୍ତି । ଚାଣକ୍ୟ ଟଙ୍କା ନୀତି ଶାସ୍ତ୍ରରେ ପୂର୍ବ ଜନ୍ମର କର୍ମ ଓ ତାହାର ଫଳକୁ ନେଇ ସେ ଆଉ ଗୋଟେ ଅଧ୍ୟାୟରେ ଗୋଟେ ଶ୍ଳୋକ କହିଛନ୍ତି । ତେବେ କଣ ସେହି ଶ୍ଳୋକ ଓ କଣ ସେହି 5ଟି ଜିନିଷ ଜାଣିବା ପାଇଁ ଖବରଟି ସମ୍ପୂର୍ଣ ପଢନ୍ତୁ ।

ଭୋଜ୍ଯଂ ଭୋଜନଶକ୍ତିଶ୍ଚ ରତିଶକ୍ତିର୍ୱରାଙ୍ଗନା ।

ୱିଭୱୋ ଦାନଶକ୍ତିଶ୍ଚ ନାଲ୍ପସ୍ଯ ତପସଃ ଫଲମ୍ ॥

Image Courtesy: Google

ଆଚାର୍ଯ୍ୟ ଏହି ସ୍ଳିକରେ କହିଛନ୍ତି ମଣିଷକୁ ୫ ଟି ଜିନିଷ ପୂର୍ବ ଜନ୍ମର କର୍ମ ଫଳ ଲାଗି ମିଳିଥାଏ । ଜେୟୂନ ତିରେ ସେ ପ୍ରଥମ ସ୍ଥାନ ଭୋଜନକୁ ଦେଇଛନ୍ତି । ଚାଣକ୍ୟ କହିଛନ୍ତି ସେ ଲୋକ ଭାଗ୍ୟବାନ ହୋଇଥାନ୍ତି ଯାହାକୁ ଭଲ ଖାଦ୍ଯ ମିଳିପାରୁଛି । ଯାହା ଆପଣ ଖାଇବା ଚହୁଁଛନ୍ତି ଯଦି ସେ ମିଳୁଛି ଏହଠୁ ଭାଗ୍ୟ କଣ ହୋଇପାରେ । ଚାଣକ୍ୟ କହିଛନ୍ତି ଭଲ ଖାଦ୍ୟ ମିଳିବ ସୁଖ ନୁହେଁ ତାକୁ ହଜମ କରିବାର ଶକ୍ତି ରଖିବାବି ଜରୁରୀ ଅଟେ । ହଜମ କରିବାର ସକ୍ଷମ ସମସ୍ତଙ୍କର ନ ଥାଏ ।

Image Courtesy: Google

ଭୋଜନକୁ ହଜମ କରିବାର ଶକ୍ତି  ସେମାନେ ରଖିଥାନ୍ତି ଯେଉଁମାନେ ପୂର୍ବ ଜନ୍ମରେ କିଛି ପୂଣ୍ୟ କରିଥାନ୍ତି । ଚାଣକ୍ୟ ଆଚାର୍ଯ୍ୟ ଏହା ମଧ୍ୟ କହିଛନ୍ତି  ଶ୍ଳୋକ ମାଧ୍ୟମରେ ସୁନ୍ଦର ଓ ଗୁଣବାନ ମହିଳାଙ୍କର ବର୍ଣନା କରିଛନ୍ତି । ଚାଣକ୍ୟ କହିଛନ୍ତିକି ଭାଗ୍ୟବାନ ମାନଙ୍କୁ ସର୍ବଗୁଣ ସମ୍ପର୍ଣ୍ଣ ଓ ବୁଦ୍ଧିମତୀ ସ୍ତ୍ରୀ ମିଳିଥାଏ । ସୁନ୍ଦର ସ୍ତ୍ରୀ ମିଳିବା ପୂଣ୍ୟ ଫଳରୁ କମ ନୁହେଁ । ନିଜର ଜୀବନ ସାଥୀକୁ ଆଦର କରୁଥିବା ବ୍ୟକ୍ତିଙ୍କୁ ଏହିଭଳି ପତ୍ନୀ ମିଳିଥାଏ ।

Image Courtesy: Google

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଭଲ କାମ କରୁଥିବା ମଣିଷମାନେ  ଭାଗ୍ୟଶାଳୀ ହୋଇଥାନ୍ତି । ଚାଣକ୍ୟ କହିଛନ୍ତି ବ୍ୟକ୍ତି କାମର ମୋହବଶବର୍ତୀ ହେବା ଉଚିତ ନୁହେଁ । ମୋହରେ ରହୁଥିବା ବ୍ଯକ୍ତିର ଶୀଘ୍ର ବିନାଶ ହୋଇଥାଏ । ଧନରେ ଉଚିତ ବ୍ୟବହାର କରିବାର ସୂଚନା ଥିବା ଦରକାର ହୋଇଥାଏ ସୁଖ ଶାନ୍ତିର ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଧନ ହେବାର ସହିତ ଧନର ଠିକ ବ୍ୟବହାର ବିଷୟରେ ଜାଣିବା ଦରକାର । ଏହି ଗୁଣ କର୍ମର ପୂଣ୍ୟ ବଳରେ ମିଳିଥାଏ ।

Image Courtesy: Google

ଦାନ ଦେବାର ସ୍ଵଭାବ ବହୁତ  କମ ଲୋକଙ୍କର ରହିଥାଏ ଓ ଏହାବି କୌଣସି ପୁଣ୍ୟଫଳରୁ କମ ନୁହେଁ । କାରଣ ପୃଥିବୀରେ ଧନବାନ ଲୋକଙ୍କର କମି ନହିଁ ପୁଣି ଭଣ୍ଡାର ଭରା ହେଲା ପରେ ମଧ୍ୟ ଲୋକମାନେ ଧନ ଦେବାକୁ ଇଚ୍ଛୁକ ନୁହନ୍ତି । ଗରିବ ଲୋକ ମଧ୍ୟ କମ ପାଇସରେ ମଧ୍ୟ ଅଭାବି ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି । ଚାଣକ୍ୟ କହିଛନ୍ତି ଏହି ଗୁଣ ମଧ୍ୟ ପୂର୍ବ ଜନ୍ମର କର୍ମ ଫଳରେ ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *