ତିନିବର୍ଷ ଧରି ଗର୍ଭବତୀ ଥିଲେ ଏହି ମହିଳା, ଦେଲେ ଏଭଳି ଏକ ଶିଶୁକୁ ଜନ୍ମ – ଯାହାକୁ ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ପୂର୍ଣ ହୋଇ ଯିବେ । ଏହି କଥା ଶୁଣିଲା ପରେ ଆପଣଙ୍କ ମନ କହିବ ଏମିତି ବି ହୋଇ ପାରେ, ଏହି ଘଟଣା ନାଇଜିରିୟା ର ଅଟେ । ଯେଉଁଠି ଗୋଟେ ମହିଳା ତିନି ବର୍ଷ ପରେ ପ୍ରସବ କରିଛନ୍ତି, କୁହା ଯାଉଛି ଯେ ମହିଳା ତିନି ବର୍ଷ ଧରି ଗର୍ଭବତୀ ଥିଲେ । ଏହି ଖବର ଶୁଣି ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ମାମଲା ସାମ୍ନାକୁ ଆସିଲା ପରେ ମହିଳା ଇଣ୍ଟର୍ନେଟ ସହିତ ପୁରା ବିଶ୍ଵ ରେ ଚର୍ଚା ବିଷୟ ହୋଇ ଯାଇଛନ୍ତି, କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଅଟେ ଯେ ମହିଳାର ଛେଳି ଛୁଆ ଜନ୍ମ ହୋଇଛି ।

ସେଠାର ଜଣେ ଲୋକ ଏହାକୁ ଫେସବୁକ ଉପରେ ପୋସ୍ଟ କରିଛନ୍ତି, ଯାହାକୁ ଦେଖିଲା ପରେ ଏହାକୁ ବହୁତ ଶୀଘ୍ର ଭାୟରଲ କରୁଛନ୍ତି । ଏହି ଘଟଣା ପାଇଁ ମହିଳାଙ୍କ ଘର ଲୋକଙ୍କ ଅନୁଯାଇ ଗତ ତିନି ବର୍ଷ ଧରି ମହିଳା ବହୁତ ହଇରାଣ ହେଉଥିଲେ, କିନ୍ତୁ କିଛି ଦିନ ପୂର୍ବରୁ ଲେବର ପେନରୁ ମୁକ୍ତି ପାଇ ଛନ୍ତି ।

ମହିଳାଙ୍କ ଦ୍ଵାରା ଛେଳି ଛୁଆ ପ୍ରସବ କଥା ଶୁଣିବା ପରେ ଲୋକଙ୍କର ଭିଡ ଏକତ୍ର ହୋଇଛି ସମସ୍ତେ ମହିଳା ଓ ତାଙ୍କ ଛେଳି ଛୁଆକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ଏହି ସମୟରେ କେହି ଜଣେ ଇଣ୍ଟର୍ନେଟ ରେ ଫଟୋ ପୋସ୍ଟ କରି ଦେଇଛନ୍ତି, ଯାହା ପରେ ଏହି ଫଟୋ ବହୁତ ଶୀଘ୍ର ଭାୟରଲ ହେଉଛି । ଲୋକଙ୍କ ଅନୁଯାଇ ମହିଳା ଛେଳି ମୁହଁ ପରି ଛୁଆକୁ ଜନ୍ମ ଦେଇଛନ୍ତି, ଯାହାକୁ ଦେଖିଲା ପରେ ଲୋକ ଛୁଆ ବିଷୟରେ ଚର୍ଚା କରୁଥିବାର ଦେଖା ଯାଇଛନ୍ତି ।

କୁହା ଯାଉଛି ଯେ ମହିଳା ଗୋଟେ ପ୍ରକାର ରୋଗ ଦ୍ଵାରା ଗ୍ରସ୍ତ ଥିଲେ, ଯାହା କାରଣରୁ ବହୁତ ଦିନ ଧରି ମହିଳାଙ୍କ ପ୍ରସବ ହୋଇ ପାରୁ ନଥିଲା । ଏବେ ତାଙ୍କ ପ୍ରସବ ହୋଇଛି ଏବଂ ବହୁତ ଦିନ ଧରି ଯେଉଁ କଷ୍ଟ ସେ ପାଉଥିଲେ ତା ଠାରୁ ମଧ୍ୟ ମୁକ୍ତି ମିଳିଛି । କିନ୍ତୁ ଏହା ପରେ ମଧ୍ୟ ମହିଳା ଗୋଟେ ଏମିତିକା ଛୁଆକୁ ଜନ୍ମ ଦେଇଛନ୍ତି ଯିଏ ଛେଳି ପରି ଦେଖା ଯାଉଛି । ଏହି ଛୁଆକୁ ଦେଖି ଆଶ୍ଚର୍ଯ୍ୟ ଓ ଦୁଖ ମଧ୍ୟ କରୁଛନ୍ତି ଲୋକ ଏହି କଥା ଉପରେ ଇଣ୍ଟର୍ନେଟ ଓ ଅନ୍ୟ ଜାଗାରେ ମଧ୍ୟ ଚର୍ଚା କରୁଛନ୍ତି ।

Leave a Reply

Your email address will not be published. Required fields are marked *