ଓଡିଆ ସିରିୟଲ ‘ତୋ ପାଇଁ ମୁଁ’ର ଅଭିନେତ୍ରୀ ତୁଳସୀ(Rupashree)ଙ୍କ Family ଆଲବମ

ଓଲିଉଡ ଜଗତରେ ଅନେକ କଳାକାର ଅଛନ୍ତି ଯେଉଁ ମାନେ ନିଜ କାମ ଦ୍ଵାରା ସବୁ ଆଡେ ଚର୍ଚ୍ଚାରେ ଅଛନ୍ତି । କିଛି କଳାକାର ବାଲ୍ୟ କଳାକାର ଥିବା ବେଳେ କିଛି ଜଣ ନୂଆ କରି ଅଭିନୟ କରୁଛନ୍ତି । ଯଦି ଦେଖିବା ପାଇଁ ଯିବା ଅନେକ ଚଳଚିତ୍ର ଓ ସିରିୟାଲ ଆସିଛି ଜ୍ଜେଉନ ତିରେ ଆମେ ନୂଆ କଳା କାର ମାନଙ୍କ ଅଭିନୟ କୁ ଖୁବ ପସନ୍ଦ କରିଛେ ।

ଯଦି ଦେଖିବା ପାଇଁ ଯିବା ତାହେଲେ ଆପଣ ଜାଣି ପାରିବେ କି ଏହି ନୂଆ ଅଭିନେତ୍ରୀ କିମ୍ବା ଅଭିନେତା ମାନେ ଏତେ ସୁନ୍ଦର ଭାବେ କାମ କରୁଛନ୍ତି କି ସେମାନଙ୍କ ନାମ ଶୁଣି ଲୋକ ମାନେ ଖୁବ ଆନନ୍ଦ ହେଉଛନ୍ତି । କିଛି ଧାରା ବାହୀକ ରେ ଆପଣ ଜାଣି ଥିବେ କି ସେମାନଙ୍କ ନାମ ନେଇ ମଧ୍ୟ ଲୋକ ମାନେ କୁହନ୍ତି ।

ଜେଭଳି କି କହିବା ପାଇଁ ଗଲେ ଚଳଚିତ୍ର କିମ୍ବା ସିରିୟାଲ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ନାମ ନେଇକି ସେମାନଙ୍କ ସିରିୟାଲ କିମ୍ବା ଚଳଚିତ୍ର ବୋଲି ଲୋକ ମାନେ କୁହନ୍ତି । ଆଜି ଆମେ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବ ପାଇଁ ଯାଉଛୁ ଯିଏ କି ଖୁବ କମ ଦିନରେ ନିଜର ଅଭିନୟ ଦ୍ଵାରା ସଭିଙ୍କ ମନ କୁ ଜିତ୍ୟ ପାରିଛନ୍ତି । ସେହି ଅଭିନେତ୍ରୀ ହେଉଛନ୍ତି ରୂପଶ୍ରୀ ।

ସେ ହେଉଛନ୍ତି ଏକ ଅଭିନେତ୍ରୀ ଯିଏ କି ଏବେ ଏକ ସିରିୟାଲ ମାଧ୍ୟମରେ ନିଜର କ୍ଯାରିୟର କୁ ରଖିଛନ୍ତି ସବୁଙ୍କ ଆଗରେ । ସେ “ତୋ ପାଇଁ ମୁ” ସିରିୟାଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ମା ଭୂମିକା ରେ ଅଛନ୍ତି । ଦର୍ଶକ ମଧ୍ୟ ତାଙ୍କ ଏହି ଭୂମିକା କୁ ଖୁବ ପସନ୍ଦ କରିଛନ୍ତି । ଯଦି କହିବା ପାଇଁ ଯିବା ତ ଜଣା ପଡେ କି ତାଙ୍କୁ ଅଧିକ ବୟଶ ନୁହେଁ ଶେଥି ରେ ମଧ୍ୟ ସେ ଅଭିନୟ କରୁଛନ୍ତି ।

ସେ ନିଜର କ୍ଯାରିୟର ର ଆରମ୍ଭ ଏହି ସିରିୟାଲ ରୁ କରିଛନ୍ତି ତାଙ୍କୁ ମଡେଲିଙ୍ଗ କରିବା ଓ ସଜେଇ ହେବା ଖୁବ ପସନ୍ଦ ଅଟେ । ସେ ଭୁବନେଶ୍ବର ରେ ରୁହନ୍ତି ନିଜ ପାରିବାର ସହ । ସେ ତାଙ୍କ ପରିବାର ରେ ରହୁ ଥିବା ସଦସ୍ୟ ଙ୍କ ବିଷୟରେ କୁହନ୍ତିକି ସେ ଆଉ ତାଙ୍କ ସ୍ଵାମୀ ଓ ତାଙ୍କ ସାସୁ, ଶଶୁର ସେଠାରେ ରୁହନ୍ତି । ତାଙ୍କର ଏକ ଝିଅ ମଧ୍ୟ ଅଛି । ତାଙ୍କ ଅଭିନୟ କୁ ଦର୍ଶକ ଖୁବ ପସନ୍ଦ କରିଥିବା ବେଳେ ସିରିୟାଲ ରେ ତାଙ୍କର ଅଭିନୟ ମଧ୍ୟ ଖୁବ ସୁନ୍ଦର ଅଛି । ସିରିୟାଲ ରେ ତାଙ୍କ ନାମ ତୁଳସୀ ହୋଇଛି ।

Leave a Reply

Your email address will not be published. Required fields are marked *