ପୋଲିସର ଏପରି କାମ ଦେଖି ଆପଣଙ୍କ ରକ୍ତ ବି ଗରମ ହୋଇଯିବ, ଥରେ ଦେଖନ୍ତୁ ଏହି Video

ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିବାରେ ଲାଗିଛି । କିଛି ଘଟଣା ଲୋକ ମାନଙ୍କର ଅସାବଧାନତା ଯୋଗୁ ଘଟୁଛି ତ ଆଉ କିଛି ଘଟଣା ପୋଲିସ ମାନଙ୍କର ଖ-ରା-ପ କାମ ପାଇଁ ହେଉଛି ।

ଆଜିର ଆମର ଏହି ଲେଖା ରେ ଏମିତି ଏକ ପୋଲିସ ଅଫିସରଙ୍କ କ-ଳା କା-ର-ନା-ମା ରହିଛି ଯାହାକୁ ଦେଖିଲେ ଜଣା ପଡୁଛି ସେ ପୁରା ପୋଲିସ ଡିପାର୍ଟ ମେଣ୍ଟ ପାଇଁ ଲ-ଜ୍ୟା ଜ-ନ-କ ପୋଲିସ ଅଟନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ର ସତ୍ୟତା କଣ ରହିଛି । ଏହି ଘଟଣା ଟି ୟୁପି ପୋଲିସର ଜଣେ ଯବାନ ଅଫିସର ନିଜର ଡିୟୁଟି ସମୟରେ ଜଣେ ମହିଳାଙ୍କ ସହ ଏପରି ଅ-ସ-ଦା-ଚ-ର-ଣ ବ୍ୟବହାର କରୁଛନ୍ତି ଯାହା ସମାନ୍ନନୀୟ ପୋଲିସ ଡିପାର୍ଟ ମେଣ୍ଟ ପାଇଁ ବ-ଦ-ନା-ମ କରିବାରେ କୌଣସି ବି କସର ଛାଡି ନାହାନ୍ତି ।

ଏହି ପୋଲିସ ଜଣକ ଡିୟୁଟି ସମୟରେ ଜଣେ ଅଜଣା ମହିଳାଙ୍କୁ ମ-ଦ ନି-ଶା-ରେ ଧରି ତାଙ୍କ ସହ ଖ-ରା-ପ ଆ-ଚ-ର-ଣ କରିବାର ଏହି ଭିଡିଓ ରୁ ଜଣା ପଡୁଛି । ଏହା ସହ ମହିଳା ଜଣକ ନିଜକୁ ବଞ୍ଚେଇବାକୁ ଯାଇ ନିଜର ମୁହଁ ମଧ୍ୟ ଲୁଚାଇଛନ୍ତି । ଅନ୍ୟ କ୍ଷେତ୍ର ରେ ମହିଳା ପୋଲିସଙ୍କ ଏପରି କାମ ପାଇଁ ତାଙ୍କୁ କୌଣସି ପ୍ରକାର ପ୍ର-ତି-ବା-ଦ ନ କରିବାର ମଧ୍ୟ ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

କେହି ଏହି ଘଟଣା ର ଭିଡିଓ କରିବା ସମୟରେ ପୋଲିସ ଜଣକ ତାଙ୍କର ପ୍ର-ତି-ବା-ଦ କରି ସେଠାରୁ ସେ ମହିଳା ଙ୍କ ସହ ଚାଲି ଯାଉଛନ୍ତି । ପୋଲିସ ଜଣକ ଏତେ ମାତ୍ରା ରେ ନି-ଶା କରିଛନ୍ତି ଯେ ନିଜ ହୋସ ହରାଇଛନ୍ତି ।

ସେ କଣ କରୁଛନ୍ତି ଓ କି ପ୍ରକାର ଆଚରଣ ଜଣେ ମହିଳାଙ୍କ ସହ କରୁଛନ୍ତି ତାହା ସେ ନିଜେ ବି ଜାଣି ନାହାନ୍ତି । ତେବେ ଏହି ଘଟଣା ବାବଦରେ କେବଳ ଏତିକି କୁହା ଯାଇପାରେ ଯେ ପୋଲିସ ଅଫିସର ନିଜର ଡିୟୁଟି ସମୟରେ ଏପରି ଖ-ରା-ପ କାମ କରିବା ଆମ ଦେଶ ଓ ସମାଜ ପାଇଁ ଅତ୍ୟନ୍ତ ନି-ନ୍ଦ-ନୀ-ୟ ଘଟଣା ଅଟେ ।

ତେବେ ଏହି ପୋଲିସ ଙ୍କୁ କେବଳ ସସପେଣ୍ଡ କରିବା କଣ ଠିକ ଶାସ୍ତି ହେବ ତାହା ବିଷୟରେ ଆମକୁ କମେଣ୍ଟ କରି ଜଣାଇବେ । କିଛି ପୋଲିସ ମାନଙ୍କର ଏପରି କା-ଣ୍ଡ ପାଇଁ ପୁରା ପୋଲିସ ଡିପାର୍ଟ ମେଣ୍ଟ ଅ-ପ-ମା-ନ ହେବା ସହ ସାଧାରଣ ଜନତାଙ୍କର ପୋଲିସ ଉପରୁ ଧୀରେ ଧୀରେ ଭରସା ଭାଙ୍ଗି ଯାଉଛି ।

ବନ୍ଧୁଗଣ ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *