Train ଟ୍ରାକରେ କଣ ପାଇଁ ବିଛାଯାଇ ଥାଏ ପଥର ? Interesting GK Question

ଆମ ଦେଶରେ ପ୍ରତି ଦିନ ଅନେକ ଲୋକ ମାନେ ରେଳରେ ଯାତ୍ରା କରୁଛନ୍ତି । ଆପଣ ମାନେ ଦେଖିଥିବେ ରେଳ ଟ୍ରା-କରେ ପଥର ରହିଥାଏ ଏହାର କାରଣ କଣ ହୋଇପାରେ ଆଜିର ଆମର ଏହି ଲେଖାରେ ଏହାର ସଂପୂର୍ଣ୍ଣ ବିବରଣୀ ଦିଆଗଲା । ଯେତେଠୁ ଟ୍ରେ-ନର ଆବିଷ୍କାର ହୋଇଥିଲା ସେବେ ଠାରୁ ଟ୍ରେ-ନ ଟ୍ରା-କ ରେ ପଥର ଦିଆଯାଏ ।

ଟ୍ରେ-ନର ଟ୍ରା-କ ଦେଖିବାକୁ ଯେତେ ସରଳ ହୋଇଥାଏ ସେତିକି ସରଳ ନୁହେ । ଟ୍ରେ-ନ ଟ୍ରା-କ ତଳେ ବିଦ୍ୟୁତର ପ୍ଳେଟ ରହିଥାଏ ଯାହାକୁ ସ୍ଳି-ପ-ର କୁହାଯାଏ । ସେହି ସ୍ଳି-ପ-ର ତଳେ ରହିଛି ବ୍ଳା-ଷ୍ଟ । ଏହା ତଳେ ଦୁଇଟି ଅଲଗା ପ୍ରକାରର ମାଟି ରହିଥାଏ । ତାହା ତଳେ ସାଧାରଣ ମାଟି ରହିଥାଏ । ଏହି ସବୁ କାରଣରୁ ଟ୍ରେ-ନର ଟ୍ରା-କ ଉଚ୍ଛାରେ ରହିଥାଏ । ଟ୍ରେ-ନ ଲୁହାରେ ତିଆରି ହୋଇଥିବାରୁ ଏହର ଓଜନ ୧ ଲକ୍ଷ କିଲୋ । ଏହି ଭାରି ଓଜନ ଟ୍ରେ-ନକୁ ସମ୍ବାଳିବା ପାଇଁ ଏହି ୩ଟି ଜିନିଷର ଯୋଗଦାନ ରହିଥାଏ ।

ସବୁଠାରୁ ଅଧିକ ଓଜନ ପଥରରେ ରହିଥାଏ । ପଥର ଶୁଖିଲା ହୋଇ ଥିବାରୁ ପରସ୍ପର ମଧ୍ୟରେ ମଜବୁତ ହୋଇ ରହିଥାଏ । ଯଦି ଟ୍ରେ-ନ ଟ୍ରା-କ ରେ ପଥର ନ ବିଛା ଯାଏ ତେବେ ତାହା ଘାସ ଓ ଗଛରେ ଭର୍ତ୍ତି ହୋଇଯିବ । ଯଦି ଏପରି ହୁଏ ତେବେ ଟ୍ରେ-ନ ଚଳାଚଳରେ ଅନେକ ସ-ମ-ସ୍ଯା ସୃଷ୍ଟି ହୋଇଥାଏ । ଏହି କାରଣ ରୁ ଟ୍ରେ-ନ ଟ୍ରା-କ ଉପରେ ପଥର ରହିଥାଏ । ଯେତେ ଟ୍ରେ-ନ ଚାଲିଥାଏ ସେହି ସମୟରେ ଏକ କ-ମ୍ପ-ନ ହୋଇଥାଏ ଯାହା ଦ୍ଵାରା ଟ୍ରା-କ ର ଫେ-ଲ ହେବାର ସମ୍ବାବନା ବଢିଯାଏ ।

ତେଣୁ କ-ମ୍ପ-ନ କମ କରିବା ପାଇଁ ଓ ଟ୍ରା-କ ଫେ-ଲ ନ ହେବା ପାଇଁ ଟ୍ରେ-ନ ଟ୍ରାକ ରେ ପଥର ବିଛାଯାଏ । ଯେତେବେଳେ ଟ୍ରା-କ ରେ ଟ୍ରେ-ନ ଚାଲେ ସେହି ସମୟରେ ସବୁ ଓଜନ ଭାର ଟ୍ରା-କ ଥିବା ସ୍ଳି-ପ-ର ଉପରେ ପଡିଥାଏ । ଏହା ଆଖ ପାଖରେ ଥିବା ପଥରକୁ ସମ୍ବାଳିବା ପାଇଁ ଏହା ସରଳ ହୋଇଥାଏ । ଏହି ପଥର ଯୋଗୁ ସ୍ଳି-ପ-ର ଖସେ ନାହି ।

ଟ୍ରେ-ନ ଟ୍ରା-କ ପଛରେ ପଥର ବିଛାଇବାର ଆଉ ଏକ ବଡ କାରଣ ହେଉଛି ଟ୍ରା-କ ରେ ଯେମିତି ଜଳ ଭରିଯିବା ଭଳି ସ-ମ-ସ୍ଯା ନ ହୁଏ । ଯେବେ ବର୍ଷା ପାଣି ଟ୍ରା-କ ଉପରେ ପଡେ ତେବେ ସେ ପଥର ବାଟ ଦେଇ ମାଟି ତଳକୁ ଯାଇଥାଏ । ଯାହା ଦ୍ଵାରା ଟ୍ରା-କ ରେ ପାଣି ଭରି ହୋଇ ରହେ ନାହି । ଏହି ପରି ଭାବେ ଟ୍ରେ-ନ ଟ୍ରାକ ରେ ପଥର ବିଛା ଯିବାର ଅନେକ କାରଣ ରହିଛି ଯାହା ଦ୍ଵାରା ଟ୍ରେ-ନ ଭଲ ଭାବେ ଚାଲିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *