କେଉ ଜିନିଷ ଶୁଖିଲେ ୨କେଜି ଆଉ ଓଦାରେ ୧ କେଜି ଏବଂ ଜଳିଗଲେ ୩ କେଜି ହୋଇଥାଏ ? ଏହା ସହ ଆହୁରି 17 Gk Question & Answer

ବନ୍ଧୁଗଣ ଆଜି ଆମେ IAS ଇନ୍ଟାରଭିଉରେ ପଚରା ଯାଉଥିବା ପ୍ରଶ୍ନର ଜବାବ ନେକି ଆସିଛୁ ଯାହାକି ଟ୍ରିକ ସହିତ ମଜାଦାର ମଧ୍ୟ । ଯାହାକୁ ଜାଣି ଆପଣଙ୍କୁ ବହୁତ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକର ପ୍ରଶ୍ନ ଆପଣଙ୍କର ଦିମାଗର ଯାଞ୍ଚ ପାଇଁ ପଚରାଯାଇଥାଏ ।

ବହୁତ ଛୋଟ ଛୋଟ ଜିନିଷ ଥାଏ ଆମେ ତାକୁ ଜାଣି ନଥାଉ । ସେ ବହୁତ ମଜାଦାର ହେବା ସହିତ ଶିକ୍ଷଣୀୟ ମଧ୍ୟ ହୋଇଥାଏ । ଏଗୁଡିକ ହେଉଛି ସାଧାରଣ ଜ୍ଞାନ । ଟିକେ ମୁଣ୍ଡ ଖର୍ଚ କଲେ ଆମକୁ ଉତ୍ତର ମିଳିଯାଏ ।

Image Courtesy: Google

ପ୍ରଶ୍ନ :- କେଉଁ ଜିବ ଜୀବନରେ କେବେ ଶୁଏ ନାହିଁ ?

ଉତ୍ତର – ପିମ୍ପୁଡି

ପ୍ରଶ୍ନ :- ଏମିତି କେଉଁ ମସଲା ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?

ଉତ୍ତର – କାଶ୍ମୀର ଚିଲି

ପ୍ରଶ୍ନ :- ସରଗରୁ ଆସିଲା ଟୋକାଟିଏ ତା ମୁଣ୍ଡରେ ଟୋପିଟିଏ ?

ଉତ୍ତର – ତାଳ

ପ୍ରଶ୍ନ :- ଡିସେମ୍ବର ମାସରେ ଉତ୍ତର ମେରୁରେ କେଉଁ ଋତୁ ହୋଇଥାଏ ?

ଉତ୍ତର – ଶିତ ଋତୁ

ପ୍ରଶ୍ନ :- କେଉଁ ଲାଇଟ ଜଳେ ନାହିଁ ?

ଉତ୍ତର – ସନ ଲାଇଟ

Image Courtesy: Google

ପ୍ରଶ୍ନ :- ଜନ୍ମ ହେବାର କେତେଦିନ ପରେ ଗୋଟିଏ ଶିଶୁ ହସିଥାଏ ?

ଉତ୍ତର – ୧ ମାସ ପାରେ

ପ୍ରଶ୍ନ :- କେଉ ଜିନିଷ ଶୁଖିଲେ ୨କେଜି ଆଉ ଅଦରେ ୧ କେଜି ଏବଂ ଜଳିଗଲେ ୩ କେଜି ହୋଇଥାଏ ?

ଉତ୍ତର – ସଲଫର

ପ୍ରଶ୍ନ :- ଚଢେଇ ନୁହେଁ ସେ ଗଛର ଫଳ ପେଟ ଭରା ଥାଏ ପାଣି ଅଥଳ ?

ଉତ୍ତର – ନଡିଆ

ପ୍ରଶ୍ନ :- କେଁ କବାଟ କେଁ କବାଟ, ପୋଖରୀ ମଝିରେ କରୁଛି ନାଟ ଚୁଳିଆ ଚଢେଇ ଧରିଛି ଟାଣି, ଶୁଖିଲା ଗଚରୁ ଗଡୁଛି ପାଣି ?

ଉତ୍ତର – ଆଖୁ ପେଡା ସାଳ

ପ୍ରଶ୍ନ :- କଞ୍ଚରେ ଚଟଣି, ପାଚିଲେ ଶଢା ଫୁଲରେ ବାସନା ବହୁତ କଡା ?

ଉତାର – ଆମ୍ବ

Image Courtesy: Google

ପ୍ରଶ୍ନ :- ଗଛରୁ ଅଲହାଇଲା ବାଉ ଜଣେ  ତା ଦେହ ସାରା କାଛୁ ପଣେ ?

ଉତ୍ତର :- ପଣସ

ପ୍ରଶ୍ନ :- ଗଛ ଚାଖଣ୍ଡେ ପତର ଖଣ୍ଡେ ଦେଲେ ନନୀ ଦଳି ଖାଇବି ଗଣ୍ଡେ ?

ଉତ୍ତର – ଦୁକୁତା

ପ୍ରଶ୍ନ :- ଏମିତି କେଉଁ ଜିନିଷ ଯାହା ଆମକୁ ସମସ୍ତଙ୍କର  ଦେଖାଯାଏ,  କିନ୍ତୁ ନିଜର ଦେଖାଯାଏ ନାହିଁ ?

ଉତ୍ତର – ଭୁଲ

ପ୍ରଶ୍ନ :- ଭାରତରେ କେବେ ପ୍ରଥମ ଥର ଆଇ ଏ ଏସ ପରୀକ୍ଷା ହୋଇଥିଲା ?

ଉତ୍ତର – ୧୯୫୦

ପ୍ରଶ୍ନ :- ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧିଥାଏ ?

ଉତ୍ତର – ବୋତଲ

Image Courtesy: Google

ପ୍ରଶ୍ନ :- ଏମିତି କେଉଁ ଜିନିଷ ଯାହାକୁ ଆମେ ଧରିକି ରଖିପାରିବା ନାହିଁ ?

ଉତ୍ତର – ଛାଇ

ପ୍ରଶ୍ନ :- ଏମିତି କେଉଁ ଜିନିଷ ଯାହାକୁ  ପୁରୁଷ ଲୁଚେଇକି ଚାଲେ ଓ ମହିଳା ଦେଖେଇକି ଚାଲେ ?

ଉତ୍ତର – ପର୍ସ

ପ୍ରଶ୍ନ :- ତାହା କଣ ଯାହାକୁ ଆମେ ଯେତେ ସଫା କରିବା ତାହା ସେତିକି କଳା ହୋଇଥାଏ ?

ଉତ୍ତର – ବ୍ଲାକ ବୋର୍ଡ

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *