ତୋଫାନ ରେ ଉପୁଡିଲା ୨୧୫ ବର୍ଷ ପୁରୁଣା ଗଛ, ଚେରରୁ ବାହାରିଲା କିଛି ଏମିତି କି ଡାକିବାକୁ ପଡିଲା ପୋଲିସଙ୍କୁ

ଯେତବେଳେ କେବେ କାହା ସହିତ କିଛି ଖରାପ ହୋଇଥାଏ ତାହେଲେ ଖରାପ କରିବା ବାଲା ସବୁ ପ୍ରମାଣ ନଷ୍ଟ କରିଦେଉ କିନ୍ତୁ ପ୍ରକୃତି ସବୁ କଥାର ପ୍ରତିଶୋଧ ନେଇଥାଏ ଏବଂ ଏହା ପ୍ରମାଣିତ ହୋଇଛି । କିଛି ଏମିତି ହୋଇଛି ଆୟରଲ୍ୟାଣ୍ଡ ରେ, ଯେଉଁଠି କିଛି ଦିନ ପୂର୍ବରୁ ଝଡ ତୋଫାନ ଆସିବାର ଖବର ଆସିଥିଲା, ଯେଉଁଥିରେ ବହୁତ କିଛି ନଷ୍ଟ ହୋଇ ଯାଇଥିଲା କିନ୍ତୁ ଏମିତି ଆଶ୍ଚଜ୍ୟ କରିବାର ଘଟଣା ହୋଇଛି ଯାହା ଜାଣିବା ପରେ ଲୋକଙ୍କର ହୋଶ ଉଡିଗଲା ।

ଏହି ଝଡରେ ଉପୁଡିଲା ୨୧୫ବର୍ଷ ପୁରୁଣା ଗଛ ,ଯାହା ତଳୁ କିଛି ଏମିତି ମିଳିଲା ଯାହାକୁ ଦେଖି ସେଠାକାର ଲୋକଙ୍କ ସହିତ ପୋଲିସ ଏବଂ କିଛି ବୈଜ୍ଞାନିକମାନେ ବି ଆଶ୍ଚଜ୍ୟ ହୋଇଗଲେ ।

ଏହାର ପରୀକ୍ଷା ହେଲା ପରେ ସାମନାକୁ ଆସିଲା ଆଶ୍ଚଜ୍ୟ ଜନକ ଖୋଲାସା । ଝଡରେ ଉପୁଡି ଯାଇଥିବା ସେହି ବଡ ଗଛର ଚେରରେ କିଛି ଦେଖିବାକୁ ମିଳିଲା ସେତବେଳେ ସ୍ଥାନୀୟ ଲୋକ ତାକୁ ଦେଖିବା ପାଇଁ ପହଞ୍ଚିଲେ । ଯେତବେଳେ ତାହା ଲୋକଙ୍କୁ ଅଜୀବ ଲାଗିଲା ସେମାନେ ପୋଲିସଙ୍କୁ ଫୋନ କଲେ ଏବଂ ପୋଲିସର ବହୁତ ନିରୀକ୍ଷଣରେ କିଛି ବୁଝିହେଲା ନାହିଁ ସେଥିପାଇଁ ସେମାନେ ବୈଜ୍ଞାନିକମାନଙ୍କୁ ଡାକିଲେ ।

ଯେତବେଳେ ସେଠାରେ ବୈଜ୍ଞାନିକମାନେ ପହଞ୍ଚିଲେ ତ ସେମାନେ ସେଥିରେ ଅଧା କଙ୍କାଳ ପାଇଲେ । କଙ୍କାଳକୁ ଦେଖି ସେମାନେ ଆଶ୍ଚଜ୍ୟ ହୋଇଗଲେ ଏବଂ ପୁଣି ବୈଜ୍ଞାନିକମାନେ ଆଖପାଖ ଜାଗାରେ ଖୋଜା ଖୋଜି ଆରମ୍ଭ କଲେ ,ସେ କଙ୍କାଳ ଉପରେ ଷ୍ଟଡି ଆରମ୍ଭ କଲେ । ବୈଜ୍ଞାନିକମାନେ କାର୍ବନ ଡେଟିଙ୍ଗ ପଦ୍ଧତିରେ ଏହା ପତା ଲଗାଇଲେ କି ଏହି କଙ୍କାଳ ଯେଉଁ ମଣିଷର ଅଟେ ତାର ମୃତ୍ୟୁ ୧୭ରୁ ୨୦ବର୍ଷ ବୟସରେ ହୋଇଥିଲା । ପୁଣି କାର୍ବନ ଆଇସୋଟୋପ ପଦ୍ଧତିରେ ଏହା ବି ଜଣା ପଡିଲା କି କଙ୍କାଳ ପ୍ରାୟ ୧୦୦୦ବର୍ଷ ପୁରୁଣା ଅଟେ । ଯେତବେଳେ ଏହି ଗଛ ୨୦୦ବର୍ଷ ପୂର୍ବରୁ ଲଗାଯାଇ ଥିଲା ସେତବେଳେ ତାଙ୍କୁ ବି ଜଣା ନଥିଲା କି ଏହା ତଳେ କଣ ଥାଇ ପାରେ ।

ପରେ ଜାଣାପଡିଲା କି ଏହି ବ୍ଯକ୍ତିର ମୃତ୍ୟୁ ପ୍ରାକୃତିକ ନଥିଲା ବରଂ ତାଙ୍କ ଶରୀରକୁ କରତରେ କଟା ଯାଇଥିଲା । ଶୋଧକର୍ତା ମାନେ କହିଛନ୍ତି କି ୨୦୦ବର୍ଷ ପୂର୍ବେ ଏହି ଗଛ ଲଗାଯାଇଥିଲା ଏବଂ ସେତବେଳେ ଏହାକୁ ଲଗାଇବା ବାଲାକୁ ଜଣା ନଥିଲା କି ଏହା ତଳେ କଣ ରାଜ ଲୁଚିଛି । କିନ୍ତୁ ପ୍ରକୃତି ଏତେ ବର୍ଷ ପରେ ଲୁଚି ଥିବା ରାଜକୁ ବାହାରକୁ ନେଇ ସାରିଛି । ଜଣେ ବୈଜ୍ଞାନିକ କହିଛନ୍ତି କି ଯଦି ଏହି ଗଛ ନଥାନ୍ତା ,ତାହେଲେ କେହେ ବି ଏହା ସହିତ ଯୋଡିହୋଇଥିବା ଇତିହାସକୁ ଜାଣିପାରି ନଥାନ୍ତେ ।

Leave a Reply

Your email address will not be published. Required fields are marked *