ଯମରାଜାଙ୍କୁ ବି ନୁଆଁଇ ଦେଇଥାଏ ଏହି 3 ରାଶିର ଶକ୍ତି, ସ୍ଵୟଂ ମହାଦେବ କରନ୍ତି ଏମାନଙ୍କ ରକ୍ଷା- ଜାଣନ୍ତୁ ଏହା କେଉଁ ରାଶି

ଆଜିକାଲି ସମୟରେ ସମସ୍ତେ କୌଣସି ନା କୌଣସି ସମସ୍ୟାରେ ବ୍ୟସ୍ତ ଥାଆନ୍ତି । ଏହି ସବୁ ସମସ୍ୟା ବ୍ୟକ୍ତିଟିର ଗ୍ରହ ନକ୍ଷତ୍ର ଚଳନ ଉପରେ ନିର୍ଭର କରିଥାଏ, ତେଣୁ ଲୋକେ ଏହାର ସମାଧାନ ପାଇଁ ଜ୍ୟୋତିଷଙ୍କ ପାଖକୁ ଯାଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ଟି ରାଶି ରହିଛି, ଯେଉଁଥିରେ 3 ଟି ରାଶି ଏମିତିକି ଶାସ୍ତ୍ର ଅନୁସାରେ ଏମାନଙ୍କୁ ଭଗବାନ ମହାଦେବ ରକ୍ଷା କରନ୍ତି । ଏହା ସତ୍ୟ ଯେ ଗ୍ରହ ଚଳନ ବଦଳିଲେ ରାଶି ଉପରେ ପ୍ରଭାବ ରହିଥାଏ, ଏହି କାରଣରୁ ସିଧା ମଣିଷ ଜୀବନ ଉପରେ ଅଧିକ ପ୍ରଭାବ ପଡିଥାଏ ।

କିନ୍ତୁ କିଛି ରାଶି ବହୁତ ବିଶେଷ ହୋଇଥାଏ ଯାହା ଉପରେ ଏହାର ପ୍ରଭାବ ପଡିନଥାଏ ।

ଯେତେବେଳେ କୌଣସି ଦେବଦେବୀ କେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି, ସେତେବେଳେ ଜୀବନରେ ଖୁସି ଭରିଯାଏ, ସବୁ ସଙ୍କଟ ଦୂର ହୋଇଯାଏ ଏବଂ ତାଙ୍କ ସବୁ ସମସ୍ୟା ଦୂର ହୋଇଯାଏ । ସମସ୍ତଙ୍କ ରାଶି ଅଲଗା ଅଲଗା ହୋଇଥିବାରୁ ସେମାନଙ୍କ ଭବିଷ୍ୟରେ ହେବାକୁ ଥିବା ଘଟଣା ବିଷୟରେ ଜାଣିହୁଏ । ଦେବାଦେବୀଙ୍କ ପ୍ରସନ୍ନତାରେ ସୁଖଶାନ୍ତି ମିଳେ, ତା ବିରୋଧରେ ଗଲେ ବହୁତ ବିପଦ ହୋଇଥାଏ ।

3 ଟି ଭାଗ୍ୟଶାଳି‌ ରାଶି

ଆସନ୍ତୁ ଜାଣିବା 3 ଟି ଭାଗ୍ୟଶାଳି‌ ରାଶି ଯାହାକୁ ସବୁଠୁ ଶକ୍ତିଶାଳୀ ରାଶି ମଧ୍ୟ କୁହାଯାଏ । ଏହି ରାଶିଗୁଡ଼ିକ ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ ରହିଥାଏ, ତେଣୁ ଯେକୌଣସି ସମସ୍ୟା ହେଲେ ଭଗବାନ ନିଜେ ସମାଧାନ କରିଦିଅନ୍ତି । ଏମାନେ ସବୁବେଳେ ଭଗବାନ ଶିବଙ୍କ ନାମ ନେଇଥାନ୍ତି, ତେଣୁ ସେ ଏହି ରାଶି ଉପରେ ନିଜର କୃପା ବର୍ଷା କରନ୍ତି ।

ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଢାଳିଲେ ଏହି ରାଶିର ଲୋକଙ୍କର ଲାଭ ହୋଇଥାଏ । ଏମାନେ ଦୁଃଖରେ ହେଉ କି ସୁଖରେ ଥାଆନ୍ତୁ, ସବୁବେଳେ ଭଗବାନ ଶିବଙ୍କ ଜପ କରନ୍ତି, ଏଥିପାଇଁ ଭଗବାନ ଶିବ ତାଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି । ମହାଦେବ ଯେଉଁ ରାଶିଙ୍କୁ ରକ୍ଷା କରନ୍ତି, ତାହା ହେଉଛି- ତୁଳା, ବୃଷ ଓ କୁମ୍ଭ ।

ଏହି କାରଣରୁ ଏଇ 3 ଟି ରାଶିର ଜୀବନରେ ଯମରାଜା ବି ହାର ସ୍ବୀକାର କରିନେଇଛନ୍ତି । ଏମାନଙ୍କ ଜାତକରେ ମଙ୍ଗଳ ଭଲ ଥାଆନ୍ତି । ବୃଷ ରାଶିର ଲୋକେ ଭଗବାନ ଶିବଙ୍କ ସ୍ୱରୂପର ବହୁତ ପାଖାପାଖି ହୋଇଥାନ୍ତି । ତେବେ ଏହି ସବୁ ରାଶିଙ୍କୁ ସ୍ଵୟଂ ଶିବ କରନ୍ତି ରକ୍ଷା ।

Leave a Reply

Your email address will not be published. Required fields are marked *