ଆଜି ଆମେ ଆପଣନାକୁ ଗୋଟେ ଟ୍ରକ ଡ୍ରାଇଭର ବିଷୟରେ କିଛି କହିବାକୁ ଯାଉଛୁ ପ୍ରାୟତଃ ଲୋକଙ୍କ ଏହା ଧାରଣା ଥାଏ ଯେ ଟ୍ରକ ଡ୍ରାଇଭର ମାନେ ଜାଣି ବୁଝି ମଦ ପି ଦୁର୍ଘଟଣା କରନ୍ତି କିନ୍ତୁ ଆପଣ ନିଜେ ଚିନ୍ତା କରନ୍ତୁ କଣ କେହି ଜାଣି ବୁଝି ସମସ୍ଯାରେ ପଡିବା ପାଇଁ ଚେଷ୍ଟା କରେ ବା ଦୁର୍ଘଟଣା ଏମିତି ଗୋଟେ କଥା ଯାହା ହଟାତ ହୋଇଥାଏ ଯେତେବଳେ କୌଣସି ମଣିଷ ନିଜ କାବୁରେ ନଥାଏ ବା ସମ୍ଭାଳି ପାରେ ନାହିଁ ସେତେବେଳେ ଦୁର୍ଘଟଣା ହୋଇଥାଏ ତେବେ ଜାଣି ବୁଝି କେହି ଭୁଲ କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଗୋଟେ ଟ୍ରକ ଡ୍ରାଇଭର ଓ ଗୋଟେ ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ।

ଥରେ ନେସନଲ ହାଇବେ ରେ ଗୋଟେ ଟ୍ରକ ଡ୍ରାଇଭର ନିଜ ଗାଡିରେ ମାଲ ଲୋଡ କରି ୟୁପି ହାଇବେ ରେ ଯାଉଥିଲେ ଏହା ପରେ ହଟାତ ତାଙ୍କୁ କାହାର ଚିତ୍କାର ସୁବିଲା ଚିତ୍କାର ରୋଡ ପାଖ ଜଙ୍ଗଲରୁ ଆସୁଥିଲା ଟ୍ରକ ଡ୍ରାଇଭର ଚିତ୍କାର ଶୁଣି ଗାଡି ସାଇଡରେ ଲଗେଇଲେ ଏବଂ ଚିକାର ଦିଶା ଆଡକୁ ଦୌଡିବାକୁ ଲାଗିଲେ ଏହା ପରେ ହଟାତ ଚିତ୍କାର ପାଖରୁ ଆସୁଥିବାର ଶୁଣି ସେ ସେହି ଜାଗାରେ ଖୋଜିବାକୁ ଲାଗିଲେ ହଟାତ ଘାସ ଭିତରେ ତାଙ୍କୁ ଗୋଟେ ଝିଅ ସହ ୩ଟି ପୁଅ ଦେଖା ଗଲେ ଯିଏ ଝିଅ ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରୁଥିଲେ ଟ୍ରକ ଡ୍ରାଇଭର ଏହା ଦେଖି ଡଋ ଗଲେ କିନ୍ତୁ ଝିଅକୁ ବଞ୍ଚେଇବା ପାଇଁ ସେ ଟ୍ରକ ଭିତରୁ କୌଣସି ଲୁହା ଜିନିଷ ବାହାର କରି ଆଣିଲେ ଯାହା ଦ୍ଵାରା ସେ ପୁଅ ମାନଙ୍କ ସହ ଲଢି ପାରନ୍ତୁ କାହିଁକିନା ସେ ଏକୁଟିଆ ଥିଲେ ଓ ପୁଅ ୩ଟି ଥିଲେ ।

ଟ୍ରକ ଡ୍ରାଇଭର ହାତରେ ଲୁହା ଜିନିଷ ଦେଖି ପୁଅ ମାନେ ଡଋ ଗଲେ କିନ୍ତୁ ଟ୍ରକ ଡ୍ରାଇଭରକୁ ଆଘାତ କରିବା ପାଇଁ ଚେଷ୍ଟା କଲେ ଯାହା ପରେ ଟ୍ରକ ଡ୍ରାଇଭର ଲୁହା ଜିନିଷରେ ପୁଅଙ୍କୁ ମାଡ ମାରିଲେ ଏହା ଦେଖି ପୁଅ ଡଋ ଗଲେ ଓ ପଳେଇଲେ । ଏହା ପରେ ଝିଅ ଟ୍ରକ ଡ୍ରାଇଭରକୁ ଧନ୍ୟବାଦ ଦେଲେ ଓ ଏହା ପରେ ଟ୍ରକ ଡ୍ରାଇଭର ଯାହା କଲେ ତାହା ଆପଣ ଚିନ୍ତା କରି ନଥିବେ ସେହି ଟ୍ରକ ଡ୍ରାଇଭର ସେହି ଝିଅକୁ ତାଙ୍କ ଗାଁରେ ଛାଡିଲେ ।

ଏହି ଘଟଣା ପରେ ଝିଅ ନିଜ ପରିବାର ବିଷୟରେ କହିଲେ ଯେ ତାଙ୍କର ଏହି ଦୁନିଆରେ କେହି ନାହିଁ ଓ ଟ୍ରକ ଡ୍ରାଇଭରର ମଧ୍ୟ କେହି ନଥିଲେ ଏହା ଶୁଣି ଝିଅ ସେହି ଟ୍ରକ ଡ୍ରାଇଭରକୁ ବାପା ବୋଲି ସମ୍ବୋଧିତ କଲେ ଏବଂ ଜୀବନ ସାରା ଏହି ସମ୍ପର୍କ ରଖିବା ପାଇଁ ଅନୁରୋଧ କଲେ ଝିଅ ପାଇ ଟ୍ରକ ଡ୍ରାଇଭର ଆଖିରେ ଲୁହ ଆସି ଗଲା ଓ ଟ୍ରକ ଡ୍ରାଇଭର ଝିଅ ପାଇ ବହୁତ ଖୁସି ହେଲେ । ତେବେ ଟ୍ରକ ଡ୍ରାଇଭର ପାଇଁ ସମସ୍ତଙ୍କ ଚିନ୍ତାଧାରା ବହୁତ ଖରାପ ଅଟେ କିନ୍ତୁ ସବୁ ଟ୍ରକ ଡ୍ରାଇଭର ଖରାପ ନୁହନ୍ତି ଓ ନା ଆମେ ଏହା କହୁଛୁ ଯେ ସମସ୍ତେ ଭଲ ଅଟନ୍ତି କିନ୍ତୁ ମଣିଷ ଭଲ ଓ ଖରାପ ଦୁଇ ପ୍ରକାର ଥାଏ, ଏହି ଘଟଣା ଶୁଣି ଆପଣ ମଧ୍ୟ ବିଚାର କରୁଥିବେ ଯେ ମାନବତା ଏବେ ବି ସମସ୍ତଙ୍କ ଭିତରେ ଅଛି ।