ତୃପ୍ତି ମହାନ୍ତିର କଣ ପରିଚୟ? ମୁଁ ସେଠି ଥିଲେ ଚପଲରେ… ଦେଖନ୍ତୁ କଣ କହୁଛନ୍ତି Prakrutiଙ୍କ ମା’ Krishna

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଏବେ ଯେଉଁଠି ଦେଖ ଖାଲି ଗୋଟିଏ ଚର୍ଚ୍ଚା ତାହା ହେଉଛି ଓଲିଉଡ ଷ୍ଟାର ଙ୍କ ଘର କଳି ଯୋଗୁଁ ଅଭିନେତ୍ରୀ ପ୍ରକୃତି ମିଶ୍ର ମାଡ ଖାଇଲେ । କହିବାର ଅର୍ଥ ହେଉଛି କି ବାବୁସାନ ଓ ପ୍ରକୃତି ଙ୍କ ପ୍ରେମ କାହାଣୀ ଏବେ ଦାଣ୍ଡରେ ଘାଟରେ ସବୁଆଡେ ପ୍ରଘଟ ହେବାରେ ଲାଗିଛି । ଯାହାକୁ ଜାଣିବା ପରେ ସ୍ତ୍ରୀ ତୃପ୍ତି ଶତପଥି ପ୍ରକୃତି ଙ୍କୁ ରାସ୍ତା ମଝି ରେ ଗୋଡାଇ ଗୋଡାଇ ମାରିବା ସହ ବାବୁସାନ ଙ୍କୁ ମଧ୍ୟ ଛାଡି ନ ଥିଲେ । ଯାହାକୁ ନେଇ ଏବେ ସମସ୍ତେ ତୃପ୍ତି ଙ୍କୁ ସମର୍ଥନ କରୁଛନ୍ତି ଆଉ ପ୍ରକୃତି ଙ୍କୁ ବିରୋଧ କରିଛନ୍ତି ।

ତେବେ ଏ ନେଇ ପ୍ରକୃତିଙ୍କ ମା ନିଜ ଝିଅ ବିଷୟରେ ସଫେଇ ଦେଇଛନ୍ତି କି ତୃପ୍ତି ମହାନ୍ତି ର କଣ ପରିଚୟ ଅଛି ଖାଲି ବାବୁସାନ ମହାନ୍ତିର ସ୍ତ୍ରୀ । କିନ୍ତୁ ମୋ ଝିଅ ପ୍ରକୃତି ତା ଦମ ରେ ପରିଚୟ ବନେଇଛି । ସେ କ୍ଯାରିୟର ରେ ବହୁତ ଲୋକପ୍ରିୟତା ହାସଲ କରିଛି । ହଁ ଦର୍ଶକ ବନ୍ଧୁ ଏମିତି କିଛି କହିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ମା କ୍ରୀଷ୍ଣା ମିଶ୍ର ।

କ୍ରୀଷ୍ଣା ମିଶ୍ର ଙ୍କ କହିବା ଅନୁଯାୟୀ ବାବୁସାନ ଙ୍କ ସ୍ତ୍ରୀ ଙ୍କ ତୃପ୍ତି ଯେମିତି ବ୍ୟବହାର କରିଛି ତାହା ଅହି ହେଉ ନାହି । ଆଉ ମୋ ଝିଅ ପାସଙ୍ଗରେ ପଡିବ ନାହି ତୃପ୍ତି ବୋଲି କ୍ରୀଷ୍ଣା ମିଶ୍ର କହିଛନ୍ତି । ଆଗକୁ କ୍ରୀଷ୍ଣା ମିଶ୍ର କହିଛନ୍ତି କି ମୋ ଝିଅ ବହୁତ ନାଁ କମାଇଛି ଓଡିଶାର ନାଁ ଉପରକୁ ନେଇଛି ହିନ୍ଦୀ ସିରିଏଲ କରିଛି ଆଉ ଫିଲ୍ମ ମଧ୍ୟ କରିଛି । ସେ ଅଧିକାଂଶ ସମୟ ବମ୍ବେ ରେ ରୁହେ ।

ସେ ଛୋଟ ବେଳୁ ବହୁତ ଭଦ୍ର ପରିବାରର ବୋଲି କ୍ରୀଷ୍ଣା ମିଶ୍ର କହିଛନ୍ତି । କିନ୍ତୁ ତୃପ୍ତି ମହାନ୍ତି ଯେଉଁ ଭଳି ଭାବେ ବ୍ୟବହାର କରିଲେ ସେ କେତେ ଭଦ୍ର ତାହା ଜଣା ପଡୁଛି । ଏହା ସହ ଆଗକୁ ପ୍ରକୃତି ଙ୍କ ମିଶ୍ର ଙ୍କ ମା କ୍ରୀଷ୍ଣା ମିଶ୍ର କହିଛନ୍ତି କି ମୋ ଝିଅ କାହିଁକି କାହା ଘର ଭାଙ୍ଗିବ ।

ଆଉ ଏହା ପରେ ବାବୁସାନ ଙ୍କ ମା ଅପରାଜିତା ମହାନ୍ତି ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ପ୍ରତିକ୍ରିୟା ରଖି ସେ କହିଥିଲେ କଣ ବାବୁସାନ ଛୋଟ ଛୁଆ କେହି କାହା ଘର ଭାଙ୍ଗନ୍ତି ନାହି । ବାବୁସାନ କଣ ଛୋଟ ଛୁଆ କି ତାଙ୍କୁ ଯିଏ ଯାହା କହିବ ସେ ତାହା କରିବ ବୋଲି କ୍ରୀଷ୍ଣା ମିଶ୍ର ମତ ଦେଇଛନ୍ତି ।

ଆଉ ସେଦିନର ଘଟଣା କୁ ନେଇ କ୍ରୀଷ୍ଣା ଙ୍କ କହିବା କଥା କି ତୃପ୍ତି ମୋର ପ୍ରକୃତ ରୂପ ଦେଖି ନାହି ଯଦି ମୁଁ ସେଦିନ ସେହି ଜାଗାରେ ଥାଆନ୍ତି ତେବେ ସେ ଝିଅ କୁ ଚପଲରେ ସେକିଥାନ୍ତି ଆଉ ତା ଚୁଟି କାଟି ତାକୁ ନଣ୍ଡା କରି ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ପ୍ରକୃତିଙ୍କ ମା କ୍ରୀଷ୍ଣା ମିଶ୍ରଙ୍କ ତୃପ୍ତିଙ୍କୁ ନେଇ ଏଭଳି ମନ୍ତବ୍ୟକୁ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *