ତୁଳସୀ ବୃକ୍ଷରେ ଭୁଲରେ ବି ଚଢାନ୍ତୁ ନାହିଁ, ଏପରି ଜଳ ନଚେତ ବ୍ୟକ୍ତିକୁ ଘୋର ପାପ ଲାଗିଥାଏ… ଘର ପରିବାର ସବୁ ବର୍ବାଦ !

ତୁଳସୀ ଗଛ ପ୍ରଭୁ ନାରାୟଣଙ୍କର ଅତି ହିଁ ପ୍ରିୟ ର ବୃକ୍ଷ ହୋଇଥାଏ । ଏହି ତୁଳସୀ ବୃକ୍ଷ ଘରେ ଲଗାଇବା ଦ୍ଵାରା ଘରର ପରିବେଶ ଅତ୍ୟନ୍ତ ହିଁ ଶୁଦ୍ଧ ହୋଇଯାଇଥାଏ । ଘରର ବାତାବରଣରେ ଶାନ୍ତି ଆସିଥାଏ । ହେଲେ ତୁଳସୀ ଗଛର ନିୟମ ନମାନି ତୁଳସୀ ବୃକ୍ଷ ଲଗାଇଲେ । ଏହା ଘରକୁ ଦୁର୍ଭାଗ୍ୟ ଆଣି ଦେଇଥାଏ । ଯାହାର ପଛରେ ବହୁତ ଖରାପ ପରିଣାମ ଭୋଗ କରିବାକୁ ପଡିଥାଏ । ହେଲେ ଯେଉଁ ବ୍ୟକ୍ତି ପ୍ରତିଦିନ ହିଁ ତୁଳସୀ ବୃକ୍ଷର ଅତି ନିଷ୍ଠାର ସହ ପୂଜନ କରିଥାଏ ।

ସେହି ବ୍ୟକ୍ତି ତଥା ପରିବାର ଉପରୁ ବହୁତ ବଡ ବଡ ବିପଦ ଟଳି ଯାଇଥାଏ । ଏଥିସହ ସହ ତୁଳସୀ ବୃକ୍ଷକୁ ପୂଜନ କରୁଥିବା ବ୍ୟକ୍ତିର ଜନ୍ମଜନ୍ମାନ୍ତରର ମଧ୍ୟ ପାପ ଖଣ୍ଡନ ହୋଇଥାଏ । ତେବେ ତୁଳସୀ ସହ ଜଡିତ କିଛି ନିୟମମନ ବିଷୟରେ ଏଠାରେ ବର୍ଣ୍ଣନା କରିବା ପାଇଁ ଯାଉଛୁ । ତୁଳସୀ ଗଛ ଲଗାଇବା ସ୍ଥାନରେ ଭୁଲରେ ବି ମହାଦେବ କି ଗଣେଶଙ୍କର ଫୋଟ ବା ମୂର୍ତ୍ତି ରଖନ୍ତୁ ନାହିଁ ।

ଭଗବାନ ନାରାୟଣଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେବେ ଯେଉଁ ପ୍ରସାଦ ଶ୍ରୀହରୀଙ୍କୁ ଅର୍ପଣ କରାଯାଇଥାଏ । ସେହି ପ୍ରସାଦରେ ନିଶ୍ଚୟ ଭାବେ ତୁଳସୀ ପକାଇ ଦେବା ଉଚିତ । ନଚେତ ବିନା ତୁଳସୀର ପ୍ରସାଦକୁ ଭଗବାନ ଶ୍ରୀହରୀ ଗ୍ରହଣ କରନ୍ତି ନାହିଁ । ଭଗବାନ ମହାଦେବ, ଗଣେଶ ଓ ଦୂର୍ଗାଙ୍କ ପୂଜା ସମୟରେ ତୁଳସୀ ପତ୍ରର ବ୍ୟବହାର କରାଯାଇନଥାଏ ।

 

ମହିଳା ମାନେ ମାସିକ ଧର୍ମ ପାଳନ କରୁଥିବା ସମୟରେ ତୁଳସୀ ବୃକ୍ଷକୁ ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ । ନଚେତ ସେହି ତୁଳସୀ ବୃକ୍ଷଟି ଶୀଘ୍ର ଶୁଖି ଯାଇଥାଏ । ଯାହା ଦ୍ଵାରା ମା’ ବୃନ୍ଦାବତୀ ତଥା ମା’ ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ଏହା ଛଡା ତୁଳସୀ ବୃକ୍ଷ ଶୁଖିବା ଘର ପାଇଁ ଜମାରୁ ମଧ୍ୟ ଶୁଭ ସଂକେତ ହୋଇନଥାଏ । ଯଦି କୌଣସି କାରଣ ନଥାଇ ମଧ୍ୟ ତୁଳସୀ ବୃକ୍ଷ ଆପେ ଆପେ ଶୁଖିବାକୁ ଲାଗେ । ତେବେ ଜାଣି ରଖନ୍ତୁ ।

ଆପଣଙ୍କ ଘରକୁ କିଛି ବିପତ୍ତିର ଆସିବାର ତୁଳସୀ ବୃକ୍ଷ ଆଗୁଆ ସଂକେତ ଦେଉଅଛି । ତେଣୁ ଆପଣ ଆଗୁଆ ହିଁ ନିଜକୁ ସବୁ କାମରେ ସଜାଗ କରି ରଖିବା ଉଚିତ । ତୁଳସୀ ବୃକ୍ଷରେ କୌଣସି ପ୍ରକାର ଅପରିଷ୍କାର ଜଳ ଅର୍ପଣ କରିବା ଅନୁଚିତ । ଏହା ଘୋର ଅନର୍ଥର କାରଣ ହୋଇଥାଏ । ତେଣୁ ତୁଳସୀ ବୃକ୍ଷରେ ନିତ୍ୟ ସ୍ନାନ କରିସାରି ଶୁଦ୍ଧପୁତ୍ତ ଭାବେ ଶୁଦ୍ଧ ତଥା ପରିଷ୍କାର ଜଳ ଚଢାଇବା ଉଚିତ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ କମେଣ୍ଟରେ ଜୟ ମା’ ଲକ୍ଷ୍ମୀ ଲେଖିକି ନିହାତି ଆମକୁ ଜଣାନ୍ତୁ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *