Palm astrology; – ହସ୍ତ ପାପୁଲିର କେଉଁ ରେଖା ବ୍ୟକ୍ତିକୁ କରିଥାଏ ଧନୀ ! ତେବେ ଜାଣନ୍ତୁ ହାତ ରେଖାର ବିଭିନ୍ନ ମହତ୍ଵ ବିଷୟରେ…

ବନ୍ଧୁଗଣ ଆମ ଜୀବନରେ କେତେ ବେଳେ କ’ ଣ ଘଟିବ । ତାହା ତ କେହି ମଧ୍ୟ ଆଗରୁ କହିପାରିବେ ନାହିଁ । ହେଲେ ଆମ ଶରୀରରେ ଥିବା କିଛି ସଂକେତ ଦ୍ଵାରା ଆମର ସ୍ଵଭାବ ତଥା ଆମର ଭାଗ୍ୟ ଭବିଷ୍ୟ ଉପରେ ଆମକୁ ପୂର୍ବରୁ କିଛି ସୂଚନା ମିଳିଯାଇଥାଏ । ଯଦି ପାପୁଲିର ଜୀବନ ରେଖା ଓ ମସ୍ତକ ରେଖାର ମଧ୍ୟରେ ଏକ ତାରା ଭଳି ଚିହ୍ନ ରହିଥାଏ । ତେବେ ସେହି ବ୍ୟକ୍ତି ଧନୀ ହୋଇଥାଏ । ହାତର ତର୍ଜନୀ ଅଙ୍ଗୁଳି ମଧ୍ୟରେ ଏକ ଷ୍ଟାର ବା ତାରା ଚିହ୍ନ ରହିଥାଏ ।

ସେହି ବ୍ୟକ୍ତି ଜୀବନରେ ଖୁବ ଭାଗ୍ୟବାନ ହୋଇଥାଏ ବୋଲି ଶାସ୍ତ୍ରରେ ଲେଖା ରହିଛି । ହାତର ଅନାମିକା ଅଙ୍ଗୁଳିରେ ପ୍ରଥମ ପବରେ 2 ଟି, ମଝି ପବରେ 3ଟି ଓ ଶେଷ ପବରେ 2 ଟି ରେଖା ବା ଗାର ରହିଥାଏ । ସେହି ବ୍ୟକ୍ତି ତା’ ର ଜୀବନ କାଳ ମଧ୍ୟରେ ବହୁତ ଧନ ଅର୍ଜନ କରିବାର ସମ୍ଭାବନା ଭରି ହୋଇ ରହିଥାଏ ।

ହାତର ପାଉଳିର ଜୀବନ ରେଖାରୁ ଏକ ଛୋଟ ଗାର ବାହାରି ମଧ୍ୟମା ବା ଅନାମିକା ଆଙ୍ଗୁଳି ଆଡକୁ ଯାଇଥିବ । ତେବେ ସେହି ବ୍ୟକ୍ତି ନିଜ କ୍ଯାରିଅରରେ ବହୁତ ଉନ୍ନତି କରିଥାଏ । ବହୁ ଗୁଡିଏ କାର୍ଯ୍ୟରେ ସଫଳତା ମଧ୍ୟ ହାସଲ କରିଥାଏ । ଯଦି ଜୀବନ ରେଖାରୁ ଉଭୟ ଆଡକୁ ଛୋଟ ଛୋଟ ଗାର ବାହାରିକି ଯାଇଥାଏ ।

ତେବେ ସେହି ବ୍ୟକ୍ତିର ବିଭିନ୍ନ ରୋଜଗାର ପନ୍ଥାରୁ ଭଲ ଆୟ ହୋଇଥାଏ । ତା’ ଜୀବନରେ କେବେବି ବଡ କୌଣସି ଆର୍ଥିକ ଅଭାବ ଅନାଟନର ଶିକାର ହେବା ପାଇଁ ପଡିନଥାଏ । ସେହି ବ୍ୟକ୍ତି ସୁଖୀ ହେବ ସହ ସର୍ବଦା ସୁସ୍ଥ ମଧ୍ୟ ରହିଥାଏ । ହାତର ମସ୍ତକ ରେଖାରୁ 3 ଟି ରେଖା ବାହାରିକି ତର୍ଜନୀ ଆଙ୍ଗୁଠି ଆଡକୁ ଯାଇଥାଏ । ଏପରି ହାତର ପାପୁଲିରେ ଚିହ୍ନ ଥିବା ବ୍ୟକ୍ତି ସମାଜରେ ବହୁ ମାନ ସମ୍ମାନର ଅଧିକାରୀ ହୋଇଥାଏ । ଏଥିସହ ଧନବନ ମଧ୍ୟ ହୋଇଥାଏ ।

ହୃଦୟ ରେଖାରୁ 3 ଟି ରେଖା ବାହାରି ତର୍ଜନୀ ଆଙ୍ଗୁଠି ଆଡକୁ ଗତି କରିଥାଏ । ସେହି ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାଏ । ଏଥିସହ ସେହି ବ୍ୟକ୍ତିର ପ୍ରେମ ଜୀବନ ସଫଳ ମଧ୍ୟ ହୋଇଥାଏ । ସୂର୍ଯ୍ୟ ରେଖାରୁ ଏକ ରେଖା ବାହାରି ତ୍ରିଶୂଳ ପରି ରହିଥାଏ । ତେବେ ସେହି ବ୍ୟକ୍ତି ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ବ ଭାବରେ ସମାଜରେ ନିଜର ନାମ ଅର୍ଜନ କରିପାରେ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ଏହିଭଳି ଆଗକୁ ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *