ତୁଳସୀ ଗଛ କାହିଁକି ଶୁଖି ଯାଇଥାଏ ? ଜାଣନ୍ତୁ ଏହା ପଛର ସତ୍ୟତା…

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗଛ ଲତା ଗୁଡିକୁ ବୁଧ ଗ୍ରହ ଭାବେ ବିଚାର କରାଯାଏ । ଏହାର କାରଣ ଏହା ହୋଇଥାଏ କି ଯେବେ ବି ବୁଧ ଗ୍ରହ ସହ ଜଡିତ କିଛି ଉପାୟମାନ କୁହା ଯାଇଥାଏ ସେତେବେଳେ ଗଛ ର ଉପାୟ କୁହା ଯାଇଥାଏ । ଯେବେ ବି ରାହୁ ଓ କେତୁ ର ଘର ଉପରେ ବା ଘରର କୌଣସି ସଦସ୍ୟଙ୍କ ଉପରେ ଖରାପ ହେବାର ଥାଏ ବା ବିପଦ ଆସିବାର ଥାଏ ତେବେ ଘରେ ଥିବା ଗଛ ଲତା ସଂକେତ ଦେଇଥାନ୍ତି ।

ଆଉ ଗଛ ଗୁଡିକ ନିଜର ପ୍ରତିକ୍ରିୟା ଦେଇଥାନ୍ତି । ଆଜି ଆମେ ଜାଣିବା ତୁଳସୀ ଗଛ ସୁଖୀ ଯିବାର ଅର୍ଥ କଣ ହୋଇଥାଏ । ହିନ୍ଦୁ ଧର୍ମ ରେ ତୁଳସୀ ଗଛ ର ବିଶେଷ ମହତ୍ଵ ରହିଛି । ତୁଳସୀ ଗଛ କୁ ପ୍ରତେକ ହିନ୍ଦୁ ଘର ମାନଙ୍କରେ ପୂଜା କରା ଯାଇଥାଏ । ତୁଳସୀ ଗଛର ବ୍ୟବହାର ଆୟୁର୍ବେଦିକ ରେ ମଧ୍ୟ ବ୍ୟବହାର କରା ଯାଇଥାଏ । ତୁଳସୀ ର କିଛି ଔଷଧୀୟ ଗୁଣ ମଧ୍ୟ ରହିଛି ।

ତୁଳସୀ ପତ୍ରର ବ୍ୟବହାର କରିବା ଦ୍ଵାରା ଶରୀରର ଅନେକ ରୋଗ ଠିକ ହୋଇଥାଏ । ତୁଳସୀ ଗଛର କିଛି ଖାସ ଗୁଣ ମଧ୍ୟ ରହିଛି । ତୁଳସୀ ଗଛ ଯେତେ ଯେତେ ବଢିଥାଏ ସେତିକି ଘରରତା ଉନ୍ନତି ହୋଇଥାଏ । ତୁଳସୀ ପତ୍ରର ବ୍ୟବହାର ଦ୍ଵାରା ଥଣ୍ଡା, କାଶ, କଫ, ଜ୍ଵର ସମସ୍ଯା ଦୂର ହୋଇଥାଏ । ତୁଳସୀ ପତ୍ରକୁ ପ୍ରତି ଦିନ ଖାଇଲେ ଶରୀରର ଅନେକ ରୋଗ ଦୂର ହୋଇଥାଏ ।

ତେବେ ତୁଳସୀ ଗଛକୁ ନେଇ ଅନେକ କଥାମାନ ମାନ ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି । ତୁଳସୀ ଗଛର ସେବା ଯତ୍ନ ଠିକ ଭାବେ କରିଲେ ଘରର ଉନ୍ନତି ରେ ବାଧା ଆସି ନ ଥାଏ । କେବେ ବି ତୁଳସୀ ଗଛ ସୁଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଅନେକ ଥର ଦେଖା ଯାଇଥାଏ କି ତୁଳସୀ ଗଛରେ ଭଲ ଭାବେ ପାଣି ଦେବା ପରେ ବି ଗଛ ଶୁଖି ଯାଇଥାଏ ।

ଆଉ କେତେ ଥର ତ ତୁଳସୀ ଗଛ ଶୁଖି କି ମରି ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହାର ଅର୍ଥ ଦୁର୍ଭାଗ୍ୟ ସହ ଯୋଡା ହୋଇଥାଏ । ମାନାଯାଏ କି ଯଦି ହଠାତ ତୁଳସୀ ଗଛ ଝାଉଁଳୀ ଯାଇ କି ଶୁଖି ଯାଏ ତେବେ ସେହି ଘରର ସଦସ୍ୟ ମାନଙ୍କ ଉପରେ କିଛି ସମସ୍ଯା ଆସିବାକୁ ଯାଉଛି । ଏହାର ବିପରୀତ ଯଦି ଆପଣଙ୍କ ଜୀବନରେ ଖୁସି ର ଆଗମନ ହେବାକୁ ଥିବ ତେବେ ତୁଳସୀ ଗଛ ହରାଭରା ହେବାରେ ଲାଗିଥାଏ ଭଲ ଭାବେ ବଢିଥାଏ ।

ଅନେକ ଥର ତ ତୁଳସୀ ଗଛ ମୂଳରେ ଅନେକ ଛୋଟ ଛୋଟ ତୁଳସୀ ଗଛ ଉଠିଥାଏ । ଯେବେ ବି ଏମିତି ହେବ ଆପଣ ବୁଝି ନେବେ ମା ଲକ୍ଷ୍ମୀ ଙ୍କ ଆଗମନ ଗୃହକୁ ହୋଇ ସାଇଛି ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *