ରାହୁଲ ଗାନ୍ଧୀ ଙ୍କ ମୋଟ ସମ୍ପତି କେତେ କୋଟି ଟଙ୍କା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ବନ୍ଧୁଗଣ ଆପଣ ମାନେ ରାହୁଲ ଗାନ୍ଧୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ କଂଗ୍ରେସ ନେତା ଭାବେ ବେଶ ପରିଚିତ ଅଟନ୍ତି । ତେବେ ରାହୁଲ ଗାନ୍ଧୀଙ୍କର ଜନ୍ମ ନୂଆ ଦିଲ୍ଲୀ ସହର ରେ ହୋଇଥିଲା । ତାଙ୍କ ମା ଙ୍କ ନାଁ ସୋନିଆ ଗାନ୍ଧୀ ଓ ବାପା ଙ୍କ ରାଜୀବ ଗାନ୍ଧୀ । ତାଙ୍କ ଜେଜେ ବାପାଙ୍କ ନାଁ ଫିରୋଜ ଗାନ୍ଧୀ ଓ ଜେଜେ ମା ଙ୍କ ନାଁ ହେଉଛି ଇନ୍ଦିରା ଗାନ୍ଧୀ । ରାଜୀବ ଗାନ୍ଧୀଙ୍କ ମା ସୋନିଆ ଗାନ୍ଧୀଙ୍କର ଜନ୍ମ ଇଟାଲୀ ଦେଶରେ ହୋଇଥିଲା ।

ଯେତେବେଳେ ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଙ୍କୁ ବାହା ହୋଇଥିଲେ ସେତେବେଳେ ସେ ଭାରତୀୟ ନାଗରିକ ହୋଇଥିଲେ । ଆଜି ଆମେ ଆପଣଙ୍କୁ ରାଜୀବ ଗାନ୍ଧୀଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ରାଜୀବ ଗାନ୍ଧୀ ଦିଲ୍ଲୀ ରେ ତାଙ୍କ ପାଠ ପଢା ଶେଷ କରିଛନ୍ତି । ସବୁବେଳେ ତାଙ୍କର ସୁରକ୍ଷା ପାଇଁ ସ୍କୁଲ ବଦଳି କରା ଯାଉଥିଲା । ପରେ ସେ ହୋମ ସ୍କୁଲିଙ୍ଗ ରେ ଶିକ୍ଷା ଲାଭ କରିଲେ । ଏହାପରେ ସେ ଲଣ୍ଡନ ରେ ବିଏ ପାସ କରିଛନ୍ତି ।

2004 ରେ ସେ ନିର୍ବାଚନରେ ଠିଆ ହୋଇଥିଲେ । ଆଉ ସେ ଉତ୍ତର ପ୍ରଦେଶ ପାଇଁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ମଧ୍ୟ । ତାଙ୍କ ମା ସୋନିଆ ଗାନ୍ଧୀ ଚାହିଁ ଥିଲେ ରାହୁଲ ଗାନ୍ଧୀ 2004ରେ ପ୍ରଧାନମନ୍ତ୍ରୀ ହୋଇପାରି ଥାନ୍ତେ । କିନ୍ତୁ ଏମିତି ହେଲା ନାହିଁ । ସୋନିଆ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିଲେ ।

2009ରେ ମଧ୍ୟ ସୋନିଆ ଗାନ୍ଧୀ ରାହୁଲ ଙ୍କୁ ପ୍ରଧାନମନ୍ତ୍ରୀ ବନାଇ ନ ଥିଲେ । 2014 ରେ ସୋନିଆ ଗାନ୍ଧୀ ଚାହିଁଥିଲେ ରାହୁଲ ଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ । ହେଲେ ନରେନ୍ଦ୍ର ମୋଦୀ ଙ୍କ ଆଗରେ ସେ ହାର ମାନିଲେ । ସେ ନିର୍ବାଚନରେ 35 ବର୍ଷ ବୟସରେ ପାଦ ଦେଇଥିଲେ । ସେ ଇଂଲଣ୍ଡ ରେ ରହିବା ସମୟରେ ତାଙ୍କର ଜଣେ ପ୍ରେମିକା ଥିଲେ ।

ଯାହାଙ୍କ ସହ ସେ ଦୁଇ ବର୍ଷ ରିଲେସନ ରେ ଥିଲେ । ଏହା ପରେ ସେ ଆଫଗାନ ପ୍ରିନ୍ସେସଙ୍କ ସହ ଲଭ କରିଥିଲେ । ସେ ନିଜର ବ୍ୟକ୍ତିଗତ ମାମଲା ର ଖୁଲାସା କରନ୍ତିନି । 2011 ମସିହା ରେ ତାଙ୍କୁ ଉତ୍ତର ପ୍ରଦେଶ ପୋଲିସ ଆରେଷ୍ଟ କରିଥିଲା । ଏବଂ ଜେଲ ରେ 3 ଘଣ୍ଟା ରଖିକି ଛାଡି ଦେଇଥିଲା । 2014 ରେ ନିର୍ବାଚନ ସମୟରେ ତାଙ୍କର ମୋଟ ସମ୍ପତି ଥିଲା 10 କୋଟି ଟଙ୍କା ।

ଆଉ ତା ପରେ 2019 ମସିହାରେ ଯେବେ ନିର୍ବାଚନ ହୋଇଥିଲା ତାଙ୍କର ପାଖା ପାଖି ସମ୍ପତି 16 କୋଟି ହୋଇ ଯାଇଥିଲା । ଏହା ସେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ତାଙ୍କର ପ୍ରକୃତ ସମ୍ପତି କେତେ ସେ ଆଜି ଯାଏଁ ଜଣାଇ ନାହାନ୍ତି । କାରଣ ତାଙ୍କ ବାପା, ଜେଜେ ବାପା ପାଖ ପାଖି ଭାରତକୁ 60 ବର୍ଷ ହେବ ଶାସନ କରି ଆସୁଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *