“ତୁଲସୀ” ପାଖରେ ଜଳଉଥିବା ଦୀପ ତଳେ ରଖନ୍ତୁ ଏହି 1 ଜିନିଷ, ଦାରିଦ୍ର୍ୟତା ଓ ଦୁଃଖର ହେବ ଅନ୍ତ- Vastu Tips

ବନ୍ଧୁଗଣ, ହିନ୍ଦୁ ଧର୍ମର ସବୁଠାରୁ ଅଧିକ ପବିତ୍ର ତୁଳସୀ ଗଛକୁ ମାନା ଯାଏ । ଶାସ୍ତ୍ର ମାନଙ୍କରେ ତୁଳସୀ ଗଛ କୁ ମା ଲକ୍ଷ୍ମୀଙ୍କର ରୂପ ସ୍ୱରୂପ ମାନାଯାଇଅଛି । ବନ୍ଧୁଗଣ କୁହାଯାଇଛି ଯେ, ଯେଉଁ ଘରେ ତୁଳସୀ ର ଗଛ ରହିଥାଏ ଏବଂ ଯେଉଁଠାରେ ତାଙ୍କର ନିତ୍ୟ ପୂଜାର୍ଚ୍ଚନା କରାଯାଏ, ଏଭଳି ଘରୁ କ୍ଲେଶ, ଦରିଦ୍ରତା, ତଥା ବି-ମା-ରୀ ଦୂରରେ ରହିଥାଏ । କାରଣ ତୁଳସୀ ଗଛ ରେ ସମସ୍ତ ଦେବା ଦେବୀ ଙ୍କର ବାସ ହୋଇଥାଏ । ବନ୍ଧୁଗଣ ଆଧ୍ୟାତ୍ମିକ ତଥା ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ତୁଳସୀ ଗଛଙ୍କୁ ସବୁଠାରୁ ମହତ୍ଵପୂର୍ଣ୍ଣ ମାନା ଯାଇଅଛି ।

ଆସନ୍ତୁ ଏବେ ଜାଣିବା ଏହି ଗଛ ପାଖରେ ଜଳାଉଥିବା ଦୀପ ପାଖରେ କେଉଁ ନିୟମଟିର ପାଳନ କରିଲେ ଦାରିଦ୍ର୍ୟତା ଦୂର ହେବ ।

ବନ୍ଧୁଗଣ ତୁଳସୀ ଗଛକୁ ଯେଉଁ ମହିଳା ନୀତିଦିନ ପୂଜା କରନ୍ତି ତଥା ଜଳ ଦିଅନ୍ତି ସେହି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ତୁଳସୀ ଗଛ ଗୁରୁବାର ଦିନ ନିଜ ବାସଗୃହ କୁ ଆଣିବା ଉଚିତ । ଏହା କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଗୁରୁବାର ଦିନ ତୁଳସୀ ଗଛ ଆଣିବା ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହି ଦିନ ଆଣିଲେ ତାହା କେବେ ମଧ୍ୟ ସୁଖେ ନାହିଁ ।

ବନ୍ଧୁଗଣ ତୁଳସୀ ଗଛ ନିଜ ଘରର ମୁଖ୍ୟ ଦ୍ଵାର ର ପୂର୍ବ ଦିଗ ଆଡକୁ ରହିବା ଆବଶ୍ୟକ । କାରଣ ଘରର ମୁଖ୍ୟଦ୍ଵାର ନିକଟରେ ତୁଳସୀ ଗଛ ରହିବା ଦ୍ଵାରା ଘରେ ନକାରତ୍ମକତା ଊର୍ଜା ଆସି ନଥାଏ । ତୁଳସୀ ଗଛ ନିକଟରେ ଅଳିଆ ଆଦୌ କରନ୍ତୁ ନାହିଁ । କାରଣ ସେଠାରେ ଦେବୀ ଦେବତାଙ୍କ ବାସ ହୋଇଥାଏ । ବନ୍ଧୁଗଣ ସନ୍ଧ୍ୟା ସମୟରେ ତୁଳସୀ ଗଛ ନିକଟରେ ଘୀଅ ର ଦୀପ ଅବଶ୍ୟ ଲଗାଇବା ଆବଶ୍ୟକ ।

ଦୀପ ଲାଗାଇବା ଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ତଥା ଐସ୍ଵର୍ଜ୍ୟ ର ପ୍ରାପ୍ତି ହୋଇଥାଏ । ଏହା ସହିତ ତୁଳସୀ ଗଛ ପାଖରେ ଦୀପ ଲଗାଇବା ସମୟରେ ଘୀଅ ଦୀପ ତଳେ କିଛି ଅରୁଆ ଚାଉଳ ରଖି ଦିଅନ୍ତୁ । ଚାଉଳ ଉପରେ ଘୀଅ ର ଦୀପ ଲଗାନ୍ତୁ । ଏଥିରୁ ଭଗବାନ ବିଷ୍ନୁ ଙ୍କର କୃପା ପ୍ରାପ୍ତି ହୋଇଥାଏ । ଆପଣଙ୍କ ଜୀବନରେ ଶୁଖ-ସମୃଦ୍ଧି ତଥା ଧନର ବୃଦ୍ଧି ହୋଇଥାଏ । ଆପଣ ଏହି ନିୟମଟି ର ପାଳନ କରି ଦେଖନ୍ତୁ ଆପଣଙ୍କ ର ଦାରିଦ୍ର୍ଯ ସ୍ଥିତି ନିଶ୍ଚିତ ରୂପେ କମିଯିବ ।

ବନ୍ଧୁଗଣ ଯଦି ଆପଣ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ବାହାରକୁ ଜାଆନ୍ତି ତେବେ ଘରୁ ବାହାରିବା ପୂର୍ବରୁ ତୁଳସୀ ଗଛ ମୂଳରେ ଦୀପ ଟିଏ ଜାଳି ତୁଳସୀ ଗଛର ପରିକ୍ରମା କରନ୍ତୁ । ଆପଣଙ୍କର ସମସ୍ତ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *