ଶ୍ୟାମଳ ପଡିଯାଇଥିବା ରଙ୍ଗକୁ ଗୋରା କରିବା ପାଇଁ ଲଗାନ୍ତୁ ଏହି ପେଷ୍ଟ, ୨ମିନିଟ ରେ ଦେଖିବେ ଅସର

ଆପଣମାନେ ସମସ୍ତେ ଜାଣିଛନ୍ତି ବର୍ତମାନ ସମୟରେ ଆମେମାନେ ଗୃହରୁ ବାହାରକୁ ଯାଇ ପାରିବା ନାହିଁ । ତେଣୁ ଆମକୁ ଏହି ସମୟର ଉପଯୋଗ କରିବା ଉଚିତ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣ ଅପଣାଇ ନିଜର ତ୍ଵଚାକୁ ଅଧିକ ସୁନ୍ଦର ଓ ଗୋରା କରି ପାରିବେ । ତେବେ ଆସନ୍ତୁ ଏମିତି କିଛି ପ୍ରଣାଳୀ ବିଷୟରେ ଜାଣିବା । ଆଜିକାଲି ସମସ୍ତେ ସୁନ୍ଦର ଚେହେରା ପାଇବାକୁ ଚାହାନ୍ତି ତେବେ ଏହି ଉପାୟ କରି ନିଶ୍ଚୟ ଦେଖନ୍ତୁ ।

Image Courtesy: Google

ଟମାଟର ଫେସ ପ୍ୟାକ :-

ସୂର୍ଯ୍ୟ କିରଣ ଦ୍ଵାରା ହେଉଥିବା ତ୍ଵଚାରେ ବାଦାମି ବା ତମ୍ବା ବର୍ନରୁ ବର୍ତିବା ପାଇଁ ଟମାଟର ହେଉଛି ସବୁଠାରୁ ଉତ୍ତମ ବିକଳ୍ପ । ଯେତେବେଳେ ମଧ୍ୟ ଆପଣଙ୍କୁ ସମୟ ମିଳିବ ଟମାଟରକୁ ସିଝା ଆଳୁ ସହ ଭଲବାବେ ମିଶାଇ ଦିଅନ୍ତୁ ଏବ ଏହାକୁ ନିଜର ତ୍ଵଚାରେ ବୃତାକାର ଭାବେ ଲଗାନ୍ତୁ ଓ ଏହାକୁ ଶୁଖିବାକୁ ଦିଅନ୍ତୁ । ଏହି ମିଶ୍ରଣରେ ଆପଣ ଏହା ବଡ ଚାମଚ ଦୁଗ୍ଧ ମିଶାଇ ପାରନ୍ତି । ୧୦ ମିନିଟରୁ ଅଧିକା ସମୟ ଏହାକୁ ଲଗାନ୍ତୁ ନାହିନ । ଯେମିତି ଏହା ଶୁଖିଯିବ ଥଣ୍ଡା ପାଣିରେ ନିଜର ତ୍ଵଚାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହିପରି ଭାବେ ପ୍ରତିଦିନ ଏହାକୁ ନିଜର ମୁହଁରେ ପ୍ରୟୋଗ କରନ୍ତୁ ।

Image Courtesy: Google

ଗୋରାପଣ ପାଇଁ ଅମୃତଭଣ୍ଡା ଓ  କଦଳୀର ପ୍ୟାକ :-

ଯଦି ଆପଣ ଏକ ପ୍ରଭାବଶାଳୀ ଗୃହରେ ପ୍ରସ୍ତୁତ ହେଇଥିବା ସ୍କିନ କେୟାର ଖୋଜୁଛନ୍ତି ତେବେ ଏହି ପ୍ରଣାଳୀ ଆପଣଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ । ଏହି ପ୍ରଣାଳୀରେ କୌଣସି ସାଇଡ ଇଫେକ୍ଟ ନଥିବା ସହ ଏହା ତ୍ଵଚରେ ଥିବା ଦାଗ, ବ୍ରଣ ହଟାଏ ଏବଂ ତ୍ଵଚାକୁ ଗୋରା କରିବାରେ ସହାୟକ ହେଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ସ୍ୱଳ୍ପ ମାତ୍ରାରେ ଅମୃତଭଣ୍ଡା ଓ କଦଳୀ ନିଅନ୍ତୁ, ଦୁଇଟି ଦ୍ରବ୍ୟକୁ ମିଶ୍ରଣ କରନ୍ତୁ ଯେମିତି ଏହା ପେଷ୍ଟରେ ପରିଣତ ହେବ । ଏହି ମିଶ୍ରଣର ସାମାନ୍ଯ ଅଂସ ସମ୍ପୂର୍ଣ ତ୍ଵଚାରେ ଲଗାନ୍ତୁ ଏବଂ ୨୦ ମିନିଟ ପରେ ତ୍ଵଚାକକୁ ଭଲଭାବେ ଧୋଇ ଦିଅନ୍ତୁ ।

Image Courtesy: Google

ଅମୃତଭଣ୍ଡା ଓ ଲିମ୍ବର ଫେସ ପ୍ୟାକ :-

ତ୍ଵଚାରେ ଥିବା ବ୍ରଣ ସହ ଲଢିବା ପାଇଁ ଏହି ଫେସ ପ୍ୟାକ ବହୁତ ସହାୟକ ହୋଇଥାଏ । ଏହି ମିଶ୍ରଣରେ ଥିବା ଲିମ୍ବ ତ୍ଵଚାରେ ଥିବା ବ୍ରଣ ମିଟାଇବାରେ ସହାୟକ ହେଉଥିବାବେଳେ ଅମୃତଭଣ୍ଡା ତ୍ଵଚାରେ ଥିବା ଦାଗକୁ ଭଲ କରିଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟେ କପରେ କିଛି ଲିମ୍ବ ପତ୍ରନେଇ ଏହାକୁ ଅଗ୍ନିରେ ଏମିତି ଫୁଟାନ୍ତୁ ଯେମିତି ଏହି ପାଣି ଅଧା ହୋଇଯିବ । ଏବେ ପତ୍ରଗୁଡ଼ିକୁ ଭଲଭାବେ ଚିପୁଡି ଏଥିରୁ ପାଣିକୁଆ ଅଲଗା କରିଦିଅନ୍ତୁ । ଏବେ କଞ୍ଚା ଅମୃତଭଣ୍ଡାର ଦୁଇଖଣ୍ଡ ନେଇ ଲିମ୍ବ ପାଣିରେ ମିଶ୍ରଣ କରନ୍ତୁ । ଏବେ ଏହାକୁ ନିଜର ତ୍ଵଚାରେ ଲଗାନ୍ତୁ ଏବଂ ଏହା ୫୦ ପ୍ରତିଶତ ସୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଶୁଖିଯିବା ପରେ ଏହାକୁ ଧୋଇ ଦିଅନ୍ତୁ ଏବଂ ପ୍ରତିଦିନ ଏପରି କରନ୍ତୁ ।

Image Courtesy: Google

ଏହି ମିଶ୍ରଣ ତ୍ଵଚାର ରଙ୍ଗକୁ ଅଧିକ ଗୋରା କରିବାରେ ସହାୟକ ହୋଇଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ୨ ଚାମଚ ମୁଗଡାଲି, ଗୋଟେ ଚାମଚ ଲେମ୍ବୁ ରସ, ଏକ ଚାମଚ ଆଳୁର ରସ ଓ ଏକ ଚାମଚ ମହୁ ଆବଶ୍ୟକ । ଡାଳିକୁ ରାତି ସାରା ପାଣିରେ ଭିଯାଇ ଦିଅନ୍ତୁ । ପରଦିନ ପ୍ରଭାତରେ ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଏହାକୁ ବାଟି ଦିଅନ୍ତୁ । ଏବ ଏଥିରେ ଲେମ୍ବୁ ରସ, ଆଲୁଅର ରସ ଓ ମହୁ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ତ୍ଵଚାରେ ଲଗାନ୍ତୁ ଏବଂ ୨ ମିନିଟ ପର୍ଯ୍ୟନ୍ତ ତ୍ଵଚାରେ ମାଲିସ କରନ୍ତୁ । ୧୫-୨୦ ମିନିଟ ପର୍ଯ୍ୟନ୍ତ ତ୍ଵଚାରେ ବୃତାକାର ଭାବେ ସ୍କ୍ରବ କରନ୍ତୁ ଏବଂ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ । ଏହି ପ୍ରଣାଳୀକୁ ଏକ ସପ୍ତାହ ମଧ୍ୟରେ ୨-୩ ଥର କରନ୍ତୁ ।

Leave a Reply

Your email address will not be published. Required fields are marked *