ଏଥେନ୍ସ ରେ ଜଣେ ସୋଲନ ନାମ ଧାରି ଏକ ବିଦ୍ଵାନ ଥିଲା । ଧନୀ ଜ୍ଞାନୀ ଓ ତ୍ୟାଗରେ ସମସ୍ତେ ତାଙ୍କ ଉପରେ ପ୍ରଭାବିତ ଥିଲେ । ଅନେକ ଲୋକ ତାଙ୍କ ଦ୍ଵାରା ନିଜ ସମସ୍ୟା ସମାଧାନ କରୁଥିଲେ । ଦିନେ ଏମିତି ଭ୍ରମଣ କରୁ କରୁ ସେ ଲିଡିଆ ନାମକ ଦେଶରେ ପହଞ୍ଚି ଗଲେ । ସେଠାର ରାଜା କାରୁ ସନ୍ଥ ସୋଲେନ କୁ ଆଦର ପୂର୍ବକ ମହଲକୁ ଡାକିଲେ । ସନ୍ଥ ରାଜାର ମହଲକୁ ଆସି କିଛି କଥା ହେଲା ପରେ ରାଜା ଅଭିମାନ ପୂର୍ବକ ସନ୍ଥ ସୋଲେନ କୁ କହିଲେ ,ମହାରାଜ ଆପଣ ମୋ ମହଲ ଓ ଦେଶ ଦେଖିଲେ । ଏହା ଦେଖି ଆପଣାକୁ କଣ ଲାଗୁଛି ?ମୋ ଠାରୁ ସୁଖୀ ସମ୍ପର୍ଣ୍ଣ ଆଉ କିଏ ଅଛି କି ?
ରାଜାଙ୍କ ଅଭିମାନ ଭରା ଶବ୍ଦ ଶୁଣି ସନ୍ଥ ସୋଲେନ ସହଜ ଭାବରେ କହିଲେ ,ସଂସାରରେ ସୁଖୀ ତାକୁ କୁହାଯାଏ ,ଯାହାର ଶେଷ ସମୟ ସୁଖମୟ ହୁଏ । ସନ୍ଥଙ୍କ ଏହି କଥା ରାଜା କାରୁ ଙ୍କୁ ଭଲ ଲାଗିଲା ନହିଁ । ସନ୍ଥ ସେଠାରୁ ଚାଲି ଗଲେ । କିଛି ଦିନ ପରେ କାରୁ ଝୁନ୍ନେ ଫାରସ ରାଜ୍ୟ ଉପରେ ଆକ୍ରମଣ କରିଦେଲେ । ସେଠାର ରାଜା ତାଙ୍କୁ ହରାଇ ବନ୍ଦୀ କରିଦେଲେ । ଯେତେବେଳେ ରାଜା କାରୁ ଙ୍କୁ ରାଜା ସାଇରସ ଙ୍କ ପାଖକୁ ଅନାଗଲା ,ତ ସେ କାରୁ ଙ୍କୁ ଜୀବିତ ଜଳାଇଦେବାର ସଜା ଶୁଣାଇଲେ । ରାଜା କାରୁଙ୍କ ୩ ଟି ସନ୍ଥ ସୋଲେନ କହିଥିବା କଥା ମାନେ ପଡିଲା ,ଯାହାର ଶେଷ ସମୟ ସୁଖମୟ ହୁଏ ସେ ସୁଖୀ ଅଟେ ।
ଯେବେ ତାଙ୍କୁ ପ୍ରାଣ ଦଣ୍ଡ ପାଇଁ ନେବାକୁ ଲାଗିଲେ ,ସେ ହେ ସୋଲେନ ,ହେ ସୋଲେନ କରି କାନ୍ଦିବାକୁ ଲାଗିଲେ । ରାଜା ସାଇରସ ସନ୍ଥ ସୋଲେନ ଙ୍କ ବହୁତ ବଡ ଭକ୍ତ ଥିଲେ । ଯେବେ ସେ ସୋଲେନ ନାମ କାରୁ ଙ୍କ ମୁହଁରୁ ଶୁଣିଲା ସେ ଆଶ୍କର୍ଜ୍ୟ ହୋଇଗଲେ । ସେ କାରୁଙ୍କୁ ପଚାରିଲେ ,ତମେ ସନ୍ଥ ସୋଲେନ ଙ୍କ ନାଁ କାହିଁକି ନେଲ ।
ଏହା ପରେ କାରୁ କହିଲେ ,ମୁ ତାଙ୍କ କଥା ମନେପକାଇ ମୋ କଥାକୁ ତାଙ୍କ ନାମ ଦ୍ଵାରା ପବିତ୍ର କରାଉଛି । ଏହା ଶୁଣି ସାଇରସ ସଙ୍ଗେ ସଙ୍ଗେ ରାଜା କରୁଙ୍କୁ ଛାଡିଦେଲେ । ତା ପରେ ରାଜା କାରୁ ସବୁଦିନ ପାଇଁ ସନ୍ଥ ସୋଲେନ ର ଭକ୍ତ ହୋଇଗଲେ । ତେବେ ଏଥିରୁ ଆମେ ଏହା ଶିଖିଲେ ଯେ ସଂସାରରେ ଯେତେ ଯାହା ଆମ ପାଖେ ଥାଉ ନା କାହିଁକି କିନ୍ତୁ ଆମେ କିଛି ଏମିତି କରିବା ଉଚିତ ଯାହା ଫଳରେ ଆମେ ଶାନ୍ତିରେ ମରି ପାରିବା ବା ଆମ ମୃତ୍ୟୁ ସୁଖମୟ ହେବ । ଅର୍ଥାତ କିଛି ଭଲ କର୍ମ । ଆଗକୁ ଏହିବହଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।