ଉଡାଜାହାଜ ସମ୍ବନ୍ଧିତ ୧୦ଟି ଏଭଳି ସତ୍ୟ ଯାହା ଫ୍ଲାଇଟ ଅଟେଣ୍ଡେଣ୍ଟ କେବେ ଯାତ୍ରୀ ମାନଙ୍କୁ କୁହନ୍ତି ନାହିଁ

ଉଡା ଜାହାଜ ରେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ଯାଇଥିବେ ବା ଜାଣିଥିବେ ଯେ ଜାହାଜ ଉଡିବା ଆଗରୁ ବିମାନରେ ଥିବା ଲୋକଙ୍କୁ ଏହା ଦିଶା ନିର୍ଦେଶ ଦିଆ ଯାଇଥାଏ ଯେ ଦୁର୍ଘଟଣା ସମୟରେ କଣ କରିବା ଉଚିତ କିନ୍ତୁ ବହୁତ କଥା ଏମିତି ଥାଏ ଯାହା କୁହା ଯାଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସିକ୍ରେଟ ବିଷୟରେ କହିବାକୁ ଯାଉଛୁ ଯାହା ପାଇଲେଟ ବା ଫ୍ଲାଇଟ ଅଟେନଡେଣ୍ଟ ଆପଣଙ୍କୁ କେବେ କୁହନ୍ତି ନାହିଁ କାହିଁକିନା କିଛି ଲୋକ ଏହା ଶୁଣି ଡଋ ଯାନ୍ତି ଓ ଭୁଲ କାମ କରି ଦିଅନ୍ତି ଯାହା ଫ୍ଲାଇଟରେ କରିବା ଉଚିତ ନୁହେଁ ।

Image Courtesy: Google

୧. ପ୍ରାୟତଃ ଲୋକ ବିଜନେସ କ୍ଳାସରେ ଯିବା ପସନ୍ଦ କରନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯଦି କୌଣସି ଫ୍ଲାଇଟ ଦୁର୍ଘଟଣା ଗ୍ରସ୍ତ ହୋଇଥାଏ ତେବେ ବିଜନେସ କ୍ଳାସ ଲୋକଙ୍କ ବଞ୍ଚିବା ନା ଅନୁଯାଇ ହୋଇଥାଏ ।

୨. ଫ୍ଲାଇଟ ଟୋଇଲେଟ ଆପଣଙ୍କୁ ଦେଖିବା ପାଇଁ ବହୁତ ସଫା ଦେଖା ଯାଇଥାଏ କିନ୍ତୁ ଏହା ଅସଲରେ ବହୁତ କୀଟାଣୁ ଜନିତ ହୋଇଥାଏ ଯାହା ଫଳ ସ୍ୱରୂପ ବହୁତ ଲୋକଙ୍କ ଦେହ ମଧ୍ୟ ଖରାପ ହୋଇଥାଏ ।

Image Courtesy: Google

୩. କଣ ଆପଣ ଏହା ଜାଣିଛନ୍ତି ଯେ ଫ୍ଲାଇଟ ଟେକ ଅଫ ବା ଲ୍ୟାଣ୍ଡିଙ୍ଗ ସମୟରେ ଲାଇଟ କମ ବା ବନ୍ଦ କଣ ପାଇଁ କରା ଯାଏ କାହିଁକିନା ଫ୍ଲାଇଟ କ୍ରାଶ ଅଧିକ ଲାଣ୍ଡିଙ୍ଗ ସମୟରେ ହୋଇଥାଏ ଓ ଲୋକ ଡରିବେ ନାହିଁ ଓ ନିଜ ଜାଗାରେ ବସି ରହିବେ ବୋଲି ଏମିତି କରା ଯାଇଥାଏ ।

୪. ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଫ୍ଲାଇଟରେ ପାଇଲଟ ମଧ୍ୟ ଶୋଇ ଥାନ୍ତି ତେବେ ୧୦ ଘଣ୍ଟା ଫ୍ଲାଇଟରେ ଦୁଇଟି ପାଇଲଟ ହୋଇଥାନ୍ତି ଯିଏ ଗୋଟେ ଗୋଟେ କରି ସୋଇଥାନ୍ତି ଓ ଅଟୋ ପାଇଲଟ ମୋଡ ଅନ କରି ଦିଅନ୍ତି ଯାହା ତାଙ୍କୁ ଆରାମ କରିବାରେ ସାହାଜ୍ଯ କରିଥାଏ ।

Image Courtesy: Google

୫. କଣ ଆପଣ ଏହା ଜାଣିଛନ୍ତି ଯେ ଆପଣ ଯେଉଁ ଖାଦ୍ୟ ଫ୍ଲାଇଟରେ ଖାଆନ୍ତି ତାହା ପାଇଲଟ ମଧ୍ୟ ଖାଆନ୍ତି ଜମା ବି ନୁହଁ, ପାଇଲଟ ମାନଙ୍କ ସ୍ୱାସ୍ଥ୍ୟ ଧ୍ୟାନରେ ରଖି ତାଙ୍କୁ ଏହି ଭଳି ଖାଦ୍ଯ ଦିଆ ଯାଏ ନାହିଁ ତେବେ ଆପଣ ଏହାର ଅର୍ଥ ଜାଣି ପାରୁଥିବେ ।

୬. ଭୁଲରେ ବି ଫ୍ଲାଇଟରେ କଫି ପିଅନ୍ତୁ ନାହିଁ କାହିଁକିନା କଫି କଣ୍ଟେନର ଦିନ ସାରା ଭିତରେ ଥରେ ମାତ୍ର ଧୁଆ ଯାଏ ଓ ଏହା ବି ଭଲ ଭାବରେ ହୋଇନଥାଏ ତେବେ ବହୁତ ଲୋକ ଫ୍ଲାଇଟ କଫି ପି ରୋଗରେ ପଡିଥାନ୍ତି ।

୭. ଫ୍ଲାଇଟରେ କେବେ ବି କମଳବା ତକିଆ ବ୍ୟବହାର କରନ୍ତୁ ନାହିଁ, ଏହା ଥରେ ମାତ୍ର ଧୁଆ ହୁଏ ତାହା ବି ସବୁବେଳେ ନୁହଁ ସେଥିପାଇଁ ଏହାକୁ ବହୁତ ଲୋକ ବ୍ୟବହାର କରିଥାନ୍ତି ସେଥିପାଇଁ ଚେଷ୍ଟା କରନ୍ତୁ ଆପଣ ଏହାର ବ୍ୟବହାର ନକରିବା ପାଇଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *