ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରହ୍ମପୁର ସହର ପୁଣି ଥରେ ଚଳ ଚଞ୍ଚଳ ହୋଇ ଉଠିଛି । କାରଣ ପୁଣି ଥରେ ନିଜର ସ୍ତ୍ରୀର ଓ ପୁଅକୁ ହକ ଦେବା ପାଇଁ ଘର ଆଗରେ ଧାରଣା ଦେଇ ବସିଛନ୍ତି ଦୀପିକା । ତେବେ ଏହାରି ମଧ୍ୟ ଦୀପିକାଙ୍କ ସହ ଅନେକ ଘଟଣା ଦୁର୍ଘଟଣା ଘଟି ଯାଇଛି ଯାହା ବିଷୟରେ ସୋସିଆଲ ମିଡିଆରେ ଦେଖା ଯାଉଛି । ଏବେ କିନ୍ତୁ ଦୀପିକା କହିଛନ୍ତି ତାଙ୍କ ଶାଶୁ ଆସି ଖରାପ ଭାଷା ରେ ଗାଳି ଗୁଲଜ କରିଛନ୍ତି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଦୀପିକା ଆଉ କହିଛନ୍ତି ମୋ ଅଣ୍ଡିରାକୁ ଡାକି ପଚାରୁନ, ସେ ପିଲା କାହାର, ମୁଁ ଆଉ କାହା ଦାଣ୍ଡରେ ଯାଇ ବସି ନାହି ତମ ଦାଣ୍ଡ ରେ କାହିଁକି ବସିଲି କାରଣ ସେ ହକ ପାଇବ ପାଇଁ ବସିଛନ୍ତି ।
ଦିନେଶ ଙ୍କ ମା ଆସି ଦୀପିକାଙ୍କ ତଣ୍ଟି ଚିପିବାକୁ ଚେଷ୍ଟା କରିବା ସହ ପ୍ରମିଳା ମାଉସୀ ଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିଲେ ଓ ତାଙ୍କୁ ଧକ୍କା ମଧ୍ୟ ମାରିଛନ୍ତି ବୋଲି ଦୀପିକା ଅଭିଯୋଗ କରିଛନ୍ତି । ଦିନେଶ ଙ୍କ ମା ବାପା ଓ ସହାୟ ଲୋକେ ସମସ୍ତେ ଏପରି ଦୁର୍ବ୍ୟବହାର କରିଛନ୍ତି ଦୀପିକା ଓ ପ୍ରମିଳା ମାଉସୀ ଙ୍କ ସହ ।
ଆଗକୁ ଦୀପିକା କହିଛନ୍ତି ଯଦି ତୁମ ଝିଅ ସହ ଏମିତି ହୋଇଥାନ୍ତା କଣ ତୁମେ ଶୁଣି ପାରି ଥାନ୍ତା ଏଭଳି ଗାଳି ଗୁଲଜ ଆଉ ନିନ୍ଦନୀୟ କଥା । ପ୍ରମିଳା ମାଉସୀ ଙ୍କୁ ଠେଲା ପେଲା କରି ଅପନିନ୍ଦା କରିଛନ୍ତି ବୋଲି ଦୀପିକା ଅଭିଯୋଗ କରିଛନ୍ତି । କାରଣ ପ୍ରମିଳା ମାଉସୀ ଙ୍କୁ ଦୀପିକା ଡାକି ନ ଥିଲେ ବରଂ ସେ ନିଜେ ଆଗେଇ ଆସିଛନ୍ତି ଦୀପିକାଙ୍କୁ ସାହାଜ୍ଯ କରିବା ପାଇଁ ।
ମୁଁ ମୋ ଲଢେଇ ଏକା ଲାଢୁଥିଲି କିନ୍ତୁ ପ୍ରମିଳା ତାଙ୍କ ଦୁଖ ଦେଖି ସହଜୟ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦୀପିକା ମତ ଦେଇଛନ୍ତି । ପ୍ରମିଳା ମା ସାହାଜ୍ଯ କରୁଛନ୍ତି ବୋଲି ତାଙ୍କୁ ଓଲଟା ଖରାପ ଭାଷା ରେ ଗାଳି କରିଛନ୍ତି ବୋଲି ଦୀପିକା ମତ ଦେଇଛନ୍ତି ।
ମୋର ଯଦି ଆଶା ଅଛି କି ଭରସା ଅଛି କାରଣ ପ୍ରମିଳା ମା ମୋତେ ସାହାଜ୍ଯ କରୁଛନ୍ତି ଲଢେଇରେ କିପରି ମୋତେ ମାନ ସମାନ ମିଳିବ ବୋଲି ଦୀପିକା କହିଛନ୍ତି । କାହାର ଘର ଭାଙ୍ଗି ନାହାନ୍ତି କି କାହାକୁ କିଛି କହି ନାହାନ୍ତି କି ଯାହା ମୋର କାହାଣୀ ଥିଲା ଥା କହିଛନ୍ତି ପ୍ରମିଳା ମା ଏବଂ କିଛି ଅଧିକା ଆଡ କରି କହି ନାହାନ୍ତି ତଥାପି କାହିଁକି ତାଙ୍କ ସହ ଏମିତି କରାଗଲା ବୋଲି ଦୀପିକା କହିଛନ୍ତି ।
ପ୍ରମିଳା ଙ୍କ କାରଣରୁ ଜଣ ଜଣଙ୍କର ଘର ସଂସାର ପୁଣି ଥରେ ଗଢି ଉଠିଛି ଆଉ କାହାର ଜୀବନରେ ପ୍ରେରଣା ଆଣୁଛନ୍ତି ପ୍ରମିଳା ମା କିନ୍ତୁ ତାଙ୍କ ସହ ଏମିତି କଣ ପାଇଁ କରାଗଲା ବୋଲି ଦୀପିକା ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଦୀପିକା ଓ ପ୍ରମିଳା ମା ଙ୍କ ସହ ହୋଇଥିବା ଏଭଳି ଦୁର୍ବ୍ୟବହାର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।