Covid-19: Unlock 5.0ର ଗାଇଡଲାଇନ ଆଜି ହୋଇପାରେ ଜାରି, ମିଳିପାରେ ଏହି ସବୁ ଛୁଟ

କରୋନା ମହାମାରୀ ମଧ୍ୟରେ ଲଗାଯାଇଥିବା ଲକଡାଉନ୍ ବିଭିନ୍ନ ପର୍ଯ୍ୟାୟରେ ଖୋଲାଯାଉଛି । ଏପର୍ଯ୍ୟନ୍ତ ସରକାର 4 ଟି ଅନଲକରେ ଅନେକ ରିହାତି ଦେଇଛନ୍ତି ଏବଂ ଅର୍ଥନୀତି ଖୋଲିଛନ୍ତି । ଏହା ଅଧୀନରେ, ଅନଲକ୍ 0.5 ରେ 31 ଅକ୍ଟୋବର ପର୍ଯ୍ୟନ୍ତ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରାଯାଇପାରିବ ।

ଅକ୍ଟୋବରରୁ ଭାରତରେ ସମସ୍ତ ପର୍ବ ଆରମ୍ଭ ହେଉଛି । ଏଭଳି ପରିସ୍ଥିତିରେ ଦେଖାଯିବ ଯେ କରୋନା ବଢୁଥିବା ମାମଲା ମଧ୍ୟରେ ସରକାର ବର୍ତ୍ତମାନ କେଉଁ ରିହାତି ପ୍ରଦାନ କରୁଛନ୍ତି ଏବଂ କେଉଁ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Image Courtesy: Google

ପୂର୍ବ ମାସରେ ଗୃହମନ୍ତ୍ରାଳୟ ଆଉ କିଛି ଛୁଟ ଦେବାର କଥା କହିଥିଲେ ଓ ଧୀରେ ଧୀରେ କଣ୍ଟେନମେଣ୍ଟ ଜୋନ ବାହାର ବା ଗତିବିଧି ପାଇଁ ଛୁଟ ଦେଇଥିଲେ । ଏବେ ଇଣ୍ଡସଷ୍ଟ୍ରିଜରେ ଆସୁଥିବା ଫେଷ୍ଟିଭାଲ ପାଇଁ ଉପଭୋକ୍ତା ମାନଙ୍କ ତରଫରୁ ଅଧିକା ଛୁଟ ବଢେଇବା ରେ ଆଶା କରାଯାଉଛି ଓ ଅଧିକା ଛୁଟ ଦିଆଯାଇ ପାରେ ।

ଅକ୍ଟୋବରରୁ ଲାଗୁ ହେବାର ଥିବା ଅନଲକ ୫ ରେ କେଉଁ ଛୁଟ ମିଳି ପାରିବ ?

Image Courtesy: Google

ଯେମିତିକି ସାର୍ବଜନୀନ ସ୍ଥାନ ମଲ, ସେଲୁନ, ରେଷ୍ଟୁରେଣ୍ଟ, ଜିମକୁ ପୂର୍ବରୁ କିଛି ରୁଲ ସହିତ ଖୋଲା ଯିବାର ଛୁଟ ଦିଆଯାଇଛି କିନ୍ତୁ ଏବେ ମଧ୍ୟ ସିନେମା ହଲ, ସ୍ଵୀମିଙ୍ଗ ପୂଲ, ଏଣ୍ଟରଟେନମେଣ୍ଟ ପାର୍କ, ଖୋଲାଯାଇ ନାହିଁ । ଏମିତିରେ ଏହା ଦେଖା ଯିବ କି ଅକ୍ଟୋବରରେ ଏସବୁକୁ ଖୋଲିବାର ଅନୁମତି ଦିଆଯାଉଛି କି ନାହିଁ । ଏହା ପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ ଅଫ ଇଣ୍ଡିଆ ତରଫରୁ ବହୁତ ବାର ଅନୁରୋଧ କରାଯାଇଛି । ପୂର୍ବ ଦିଶା ନିର୍ଦେଶରେ ୨୧ ସେପ୍ଟମ୍ବରରୁ ଓପନ ଏୟାର ଥିଏଟର ଖୋଲିବାର ନିର୍ଦେଶ ଦିଆଯାଇଛି ।

Image Courtesy: Google

ପଶ୍ଚିମ ବଙ୍ଗଳାରେ ୧ ଅକ୍ଟୋବରକୁ ସୀମିତ ସଂଖ୍ଯାରେ ଲୋକଙ୍କୁ ପ୍ରବେଶ କରିବାର ଅନୁମତି ମିଳିଛି । ପଶ୍ଚିମ ବଙ୍ଗଳାର ମୁଖ୍ୟମନ୍ତ୍ରୀ କହିଲେ ସାମାନ୍ୟ ସମୟକୁ ଫେରିବା ପାଇଁ ଯାତ୍ରା, ନାଟକ, ଓପନ ଏୟାର ଥିଏଟର, ସିନେମା ଓ ସବୁ ମ୍ୟୁଜିକାଲ, ଡ୍ୟାନ୍ସ, ଗାୟିକି ଓ ଜାଦୁ ସୋ ପାଇଁ ୫୦ ଲୋକ ନହେଲେ ତାଠୁ କମ ସହିତ ୧ ଅକ୍ଟୋବରରୁ ଖୋଲିବା ପାଇଁ ପରିମିସନ ଦିଆଯିବ । ଏହା ସହିତ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ଏହି ସବୁ ଆବଶ୍ୟକ ନିୟମର ପାଳନ କରିବାକୁ ହେବା ।

Image Courtesy: Google

ପୂର୍ବ ସପ୍ତାହରେ ଗୋଟେ ରିପର୍ଟରେ ଏହା ଦାବି କରଯାଇଥିଲା କଡା ନିୟମ ସହିତ ୧ ଅକ୍ଟୋବରକୁ ଥିଏଟରକୁ ଖୋଲିବାର ଅନୁମତି ଗୃହ ମନ୍ତ୍ରାଳୟ ଦ୍ଵାରା ଦିଆଯାଇଛି । ପିଆଇବି ନିଜ ଗୋଟେ ଫ୍ୟାକ୍ଟ ଚେକରେ ଏହି ଦାବୀକୁ ମିଛ ବୋଲି କହିଛି ।

ପର୍ଯ୍ୟଟକ କ୍ଷେତ୍ରକୁ ମିଳିପାରେ ଛୁଟ

Image Courtesy: Google

ମହାମାରୀ ଓ ଲକଡାଉନ ସମୟରେ ପର୍ଯ୍ୟଟନ କ୍ଷେତ୍ର ବନ୍ଦ ହୋଇଥିଲା । ଏମିତିରେ ଅନଲକ  ୫ ର ପ୍ରକ୍ରିୟା ଦ୍ଵାରା ଆଉବୀ ପର୍ଯ୍ୟଟନ ସ୍ଥଳ ଓ ଟୁରିଷ୍ଟ ସେଣ୍ଟରକୁ ପର୍ଯ୍ୟଟକ ପାଇଁ ଖୋଲାଯାଇ ପାରିବ । ଏହି ପ୍ରୟାସରେ ସିକ୍କିମ ସରକାର ୧୦ ଅକ୍ଟୋବରରୁ ହୋଟେଲ, ହୋମ ସ୍ଟେ, ଓ ଅନ୍ୟ ତୁରିଜିମ ସହିତ ଜଡିତ ସେବାର ଆରମ୍ଭ କରିବାର ନିର୍ନୟ ନେଇଛନ୍ତି । ରବିବାର ଓଡିଶା ସରକାର ଘୋଷଣା କରିଛନ୍ତିକି ଅକ୍ଟୋବରରୁ ସବୁ ପର୍ଯ୍ୟଟନ ସ୍ଥଳକୁ ଖୋଲାଯିବ ।

Leave a Reply

Your email address will not be published. Required fields are marked *