Utkal Dibasaକୁ ନେଇ ଏହି ଦିଦି ମାନଙ୍କ ଜ୍ଞାନ ଦେଖନ୍ତୁ ? ଏମାନଙ୍କ ହାତରେ ପୁଣି ଗଢା ହେଉଛନ୍ତି ଦେଶର ଭବିଷ୍ୟତ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ କିଛି ସ୍ମାୟ ହେବ ସୋସିଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ତେବେ ଭାଇରାଲ ହୋଇଥିବା ଭିଡିଓ ଟି ଏକ ସ୍କୁଲର । ଯେଉଁଠି ସ୍କୁଲର ଶିକ୍ଷୟତ୍ରୀ ମାନେ କିଛି ପ୍ରଶ୍ନ ର ଉତ୍ତର ଦେଉଛନ୍ତି ଯାହାକୁ ଶୁଣିଲେ ଆପଣ ବି ହସି ହଡି ଗଡିଯିବେ ।

ତେବେ ଜଣେ ଶିକ୍ଷୟତ୍ରୀ ଙ୍କୁ ପ୍ରଶ୍ନ ପଚରା ଯାଉଛି ଆଉ ସେ କହୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ଆଉ ଜଣେ ଶିକ୍ଷୟତ୍ରୀ କହୁଛନ୍ତି ମଧୁସୂଦ ରାଓ । ଆଉ ଜଣେ ଶିକ୍ଷୟତ୍ରୀ ଙ୍କୁ ପ୍ରଶ୍ନ ପଚରା ଯାଉଛି ବନେଦ ଉତ୍କଳ ଜନନୀ କିଏ ଲେଖିଥିଲେ । ଆଉ ସେ ହସି ହସି କହୁଛନ୍ତି ମନେ ନାହି । ଚବିଲା ମଧୁ ବର୍ଣ୍ଣବୋଧ କିଏ ଲେଖିଥିଲେ ପ୍ରଶ୍ନ ପଚାରିବାକୁ ଉତ୍ତର ରେ ଶିକ୍ଷୟତ୍ରୀ କହୁଛନ୍ତି ମନେ ପଡୁ ନାହି ।

ଆଉ ଜଣେ ଶିକ୍ଷୟତ୍ରୀ କହୁଛନ୍ତି ଉତ୍କଳ ଦିବସ ହେଉଛି ଏପ୍ରିଲ 1 ରେ ଯାହା ଠିକ ଉତ୍ତର ଅଛି । ଉତ୍କଳ ଦିବସ କାହିଁକି ପାଳନ କରାଯାଏ ପ୍ରଶ୍ନ ପଚାରିବାକୁ ସେ କହୁଛନ୍ତି ଜାଣି ନାହି । ଆଉ ଜଣେ ଶିକ୍ଷୟତ୍ରୀ ଙ୍କୁ ପ୍ରଶ୍ନ ପଚରା ଯାଉଛି ଛବିଳ ମଧୁ ବର୍ଣ୍ଣବୋଧ କିଏ ଲେଖିଥିଲେ । ସେ ବହୁତ ଭାବି ଭାବି କହୁଛନ୍ତି ମଧୁସୂଦନ ଦାସ । ତା ପରେ କହୁଛନ୍ତି ମଧୁସୂଦନ ରାଓ ।

ବନ୍ଦେ ଉତ୍କଳ ଜନନୀ ମଧ୍ୟ ମଧୁଦୁଷଣ ରାଓ ଲେଖିଥିଲେ ବୋଲି ହସି ହସି କହୁଛନ୍ତି ଶିକ୍ଷୟତ୍ରୀ ଜଣକ । ବେଣ୍ଡ ଉତ୍କଳ ଜନନୀ ପ୍ରଶ୍ନ ପଚାର ଯାଇଥିବା ଶିକ୍ଷୟତ୍ରୀ ଙ୍କୁ ଆଉ ପ୍ରଶ୍ନ ପଚାରା ଯିବାରୁ ସେ କହୁଛନ୍ତି ମୁଁ ଆଉ କହି ପାରିବି ନାହି । କିଛି ଶିକ୍ଷୟତ୍ରୀ ଠିକ ଉତ୍ତର ଦେଇଛନ୍ତି ତ ଆଉ କେହି ଭୁଲ ଉତ୍ତର ଦେଇଛନ୍ତି । ଆଉ ସବୁଠାରୁ ହସ କଥା ହେଉଛି ଶିକ୍ଷୟତ୍ରୀ ମାନେ ପାଳି କରି ଅ ଠାରୁ ଲ ଯାଏଁ ଗୀତ ଭଳି ଗାଇଛନ୍ତି ।

ଏମିତି କି ଏହି ସ୍କୁଲର ପ୍ରଧାନ ଶିକ୍ଷକ ଓ ହେଡ ମାଷ୍ଟର ମଧ୍ୟ କିଛି ପ୍ରଶ୍ନ ର ଉତ୍ତର ଦେବାକୁ ମନା କରି ଦେଇଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଆଉ ଏ ଭିଡିଓ କୁ ଯିଏ ଦେଖୁଛି ସେ ହସି ହସି ଗଡି ଯାଉଛି । ତେବେ ଆଜିର ସମୟରେ ଆମ ଦେଶର ଶିକ୍ଷା ବ୍ୟବସ୍ଥା କେମିତି ଅଛି ତାହା ଏହି ଭାଇରାଲ ଭିଡିଓ ରୁ ସ୍ପଷ୍ଟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *