ଏପରି ଚିହ୍ନ ଥିବା ମହିଳାମାନେ ହୋଇଥାଆନ୍ତି ଭାଗ୍ୟଶାଳୀ: ଜାଣନ୍ତୁ କେଉଁମାନେ?

ସ୍ସମୁଦ୍ରିକ ଶାସ୍ତ୍ର ଅନୁସାରେ ଆପଣ ଶରୀରର ଗଠନ ଓ ଚିହ୍ନ ରୁ ଜଣଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଲକ୍ଷଣ ବା ଚିହ୍ନ ବିଷୟରେ କହିବୁ ଯାହା ଯଦି କୌଣସି ନାରୀ ପାଖେ ଥାଏ ତେବେ ଜାଣିବେ ଯେ ସେହି ନାରୀ ହେଉଛି ବହୁତ ଭାଗ୍ୟଶାଳୀ । ଆଜି କାଲୀ ସମସ୍ତେ ନିଜ ବିଷୟରେ ବା ଏନଜେ ପରିବାର, ସହ୍ନ୍ଗ ସାଥି ମାନଙ୍କ ବିଷୟରେ ସବୁ ଜାଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରନ୍ତି । ସେଥିପାଇଁ ସେମାନେ ବହୁତ ଜ୍ଯୋତିଷ ମାନଙ୍କ ପକାହାକୁ ମଧ୍ୟ ଯାଆନ୍ତି । ସେମାନଙ୍କ ଭବିଷ୍ୟତ ବିଷୟରେ ଜାଣିବା ପାଇଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଅତି ସହଜରେ କେମିତି ଆପଣ ଜାଣି ପାରିବେ ଆପଣଙ୍କ ବିଷୟରେ କିଛି ଖାସ କଥା ସେ ବିଷୟରେ କହିବୁ ।

କଣ ସେହି ଲକ୍ଷଣ ଆସନ୍ତୁ ଜାଣିବା

ଆଙ୍ଗୁଠିର ଗଠନ

ତେବେ ଯଦି କୈାଣସି ମହିଳାଙ୍କ ଗୋଡ଼ର ଆଙ୍ଗୁଠି ଗୋଲ ହୋଇ ଉଠିଥିବ ତେବେ ସେହି ମହିଳାମାନେ ବହୁତ ଭାଗ୍ୟଶାଳୀ ବୋଲି ଜାଣିବେ, ଏମାନେ ଯାହା ଘରକୁ ଯିବେ ଶେଠୀ ଲକ୍ଷ୍ମୀ ବିରାଜ ମାନ କରିବେ ।

ଭ୍ରୂଲତା

ଆପଣମାନେ ତ ଜାଣିଥିବେ ଆଜିକାଲି ଝିଅମାନେ କେତେ ପ୍ରକାରର ଷ୍ଟାଇଲ କରୁଛନ୍ତି । ତେବେ ସେମାନେ ନିଜ ଭ୍ରୂଲତା ପ୍ରତି ବହୁତ ଧ୍ୟାନ ଦିଅନ୍ତି, କିନ୍ତୁ ଆପଣ ଦେଖିଥିବେ କିଛି କିଛି ଝିଅଙ୍କର ଭ୍ରୂଲତା ଧନୁ ଭଳି ବଙ୍କା ହୋଇଥାଏ । ସେହି ମହିଳା ହେଉଛନ୍ତି ବହୁତ ଭାଗ୍ୟଶାଳୀ ।

ଗୋଲାପି ପାଦ

ଯେଉଁ ମହିଳାଙ୍କର ପାଦ ଗୋଲାପି ଓ କୋମଳ ହୋଇଥାଏ ସେମାନେ ବହୁତ ଲକ୍ଷ୍ମୀବନ୍ତ  ଯେଉଁଠିକି ଯିବେ ଶେଠୀ କେବଳ ଖୁସି ହିଁ ଆଣିବେ ।

କଳାଜାଇ

ସୈାଭାଗ୍ୟବଶତଃ ଯଦି କୈାଣସି ମହିଳାଙ୍କ ନାକର ଅନ୍ୟ ପାର୍ଶ୍ବରେ ଜାଇ ଥିବ ତେବେ ଏଥିରୁ ଜଣା ପଡ଼ିଥାଏ ଯେ ତାଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ ଏବଂ ଏପରି ମହିଳା ଯଦି କାହା ଜୀବନରେ ଆସିବେ ତେବେ ତାଙ୍କ ଭାଗ୍ୟ ଚମକିବ ।

 

ଆଖି

ଆଖି ହେଉଛି ଗୋଟେ ଲୋକର ମନର ଆଇନା । ମନ ଦୁଃଖ ଥିଲେ ଏଥିରୁ ଲୁହ ବୁହେ ଓ ଖୁସି ଥିଲେ ଏହା ଚମକି ଉଠେ । ତେବେ ଯେଉଁ ମହିଳାଙ୍କ ଆଖି ହରିଣୀ ଆଖି ଭଳି ବହୁତ ସୁନ୍ଦର ଏବଂ ବଡ଼ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *