ବଜାରକୁ ଆସିଲା ଏହି ନୂଆ ମିନି ଏସି, ମୂଲ୍ୟ ଏତେ ଶସ୍ତା ଯେ ଏବେ ହିଁ ନେଇ ଆସିବେ ଆପଣ ଏହାକୁ ଘରକୁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି AC ବିଷୟରେ କହିବୁ ଯାହାକୁ ଆପଣ ଖୁସିରେ କିଣି ପାରିବେ । ଏବେ ହିଁ ଆସିଲା ବଜାରକୁ ଏହି ନୂଆ ମିନି AC ଯାହାର ମୂଲ୍ୟ ଏତେ କମ ଯେ ଆପଣ ଏବେ ହିଁ ଆଣି ପାରିବେ । ଗ୍ରୀଷ୍ମଋତୁ ହେଉକି ବର୍ଷା ଆଜିର ଦୁନିଆ ଏତେ ପ୍ରଦୂଷିତ ଯେ ଶୀତ ଦିନେ ବି ଗରମ ଲାଗୁଛି ଓ ଯାହା ସହିବା ମଧ୍ୟ ଅସହ୍ୟ ହୋଇ ପଡୁଛି । ଯଦି ଆଜିର ପାଣି ପାଗ ବିଷୟରେ ଆମେ କଥା ହେବା ଏବେ ବର୍ଷା ଦିନ ହୋଇ ମଧ୍ୟ ଗ୍ରୀଷ୍ମ ଋତୁ ଭଳି ଗରମ ଅନୁଭବ ହେଉଛି । ତେବେ ଆପଣମାନେ ତ ଜାଣିଥିବେ ସହରରେ ବହୁତ ଗରମ ଅନୁଭୂତ ହୁଏ, କାହିଁକି ନା ଗ୍ରାମୀଣ ପରିବେଶ ଅପେକ୍ଷା ସହର ଅଧିକ ପ୍ରଦୂଷିତ ।

ଏଠାରେ ଗଛ ଟିଏ ଦେଖିବା ବହୁତ କଷ୍ଟ, ସେଥିପାଇଁ ଏଠି ସମସ୍ତେ ନିଜ ନିଜ ଘରେ ଗରମରୁ ବଞ୍ଚିବା ପାଇଁ AC ଲଗାଇ ଥାନ୍ତି । କିନ୍ତୁ କିଛି ଲୋକ ଚାହିଁଲେ ବି ଲଗାଇ ପାରନ୍ତି ନାହିଁ , କାହିଁକି ନା ସେମାନେ ଏତେ ପଇସା ଦେଇ AC କିଣିପାରନ୍ତି ନାହିଁ  । କିନ୍ତୁ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ବଜାରରେ ଏବେ ମିଳୁଛି ଏକ ନୂଆ ମିନି AC । ଯାହାର ମୂଲ୍ୟ ଏତେ ଶସ୍ତା ଯେ ଆପଣ ଏବେ ହିଁ ଏହାକୁ ଘରକୁ ଆଣି ପାରିବେ । ତେବେ ଏହି AC ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ଏହା ଦ୍ଵାରା ବିଜୁଳି ବିଲ ଭି କମ ଆସେ । ତେବେ ଏହା ଆକାରରେ ଏତେ ଛୋଟ ଯେ ଆପଣ ଏହାକୁ ଘରର କୌଣସି କୋଣରେ ରାଖୀ ପାରିବେ ।

ଏହି AC ର ନାଁ ହେଲା Ivation GDM20 Thermo-Electric Dehumidifier ନାଁରେ ଉପଲବ୍ଧ । ଏହାକୁ କିଛି ଲୋକ କୁଲିଂ ଫ୍ୟାନ୍‌ ବୋଲି ମଧ୍ୟ କହୁଛନ୍ତି ।  ଏହି ଏସିର ଖାସ କଥା ଏହା ଯେ, ବିଦ୍ୟୁତ ବ୍ୟତୀତ ଏହା ମୋବାଇଲ ଚାର୍ଜର ବା ଲାପଟପ୍‌ରୁ ଚାର୍ଜ କରାଯାଇପାରିବ। ବଜାରରେ ଉପଲବ୍ଧ ହେବା ସହ ଏହି ମିନି ଏସି ଅନଲାଇନ୍‌ ସାଇଟ୍‌ରେ ମଧ୍ୟ ଉପଲବ୍ଧ ଅଛି। ଏହାର ମୂଲ୍ୟ ମାତ୍ର ୫,୭୫୭ ଟଙ୍କା ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *