୨୦୦ ବର୍ଷ ପରେ ରାହୁ ଓ କେତୁଙ୍କ ମହାସଂଯୋଗ, ଏହି ୪ ରାଶି ହେବେ ଅଶୁଭତ୍ୱରୁ ମୁକ୍ତ – ମିଳିବ ସୁଖ ସମୃଦ୍ଧି

ନମସ୍କାର ବନ୍ଧୁଗଣ, ଆମର ଏହି ଲେଖାକୁ ଆପଣମାଙ୍କୁ ସ୍ଵାଗତ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ହେଉଛନ୍ତି ଅଶୁଭ ଗ୍ରହ ଜାହର ପ୍ରଭାବ ରହିଲେ ଆପଣଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଆସିଥାଏ । ଯେଉଁ ମାନଙ୍କ ଜାତକରେ କଳସର୍ପ ଦୋଷ ଥାଏ ସେମାନେ ତ ସବୁଠୁ ଅଧିକ କଷ୍ଟ ଭୋଗ କରି ଥାନ୍ତି, ଏବଂ ଏହି କାଳସର୍ପ ଦୋଷ ମଧ୍ୟ ଏହି ରାହୁ ଓ କେତୁଙ୍କ ପାଇଁ ହିଁ ସୃଷ୍ଟି ହୋଇଥାଏ । ତେବେ ଦୀର୍ଘ ୨୦୦ ବର୍ଷ ପରେ ଏବେ ରାହୁ ଓ କେତୁଙ୍କର ବଦଳିଥିବା ସ୍ଥିତି କିଛି ରାଶି ମାନଙ୍କ ପାଇଁ ଆଣିଛି କିଛି ଖୁସି ଖବର ।

ଏମାନଙ୍କ ଉପରେ ରହୁ ଓ କେତୁଙ୍କର ଅଶୁଭତ୍ଵ ହେବ ଶେଷ ଓ ସୁଖ ସମୃଦ୍ଧି ଆସିବ ଏହି ରାଶି ମାନଙ୍କ ଜୀବନରେ ।

ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ଯକ୍ତିର ଜାତକରେ ରାହୁ ଅସନ୍ତୁଷ୍ଟ ଥାନ୍ତି ତେବେ ସେହି ବ୍ୟକ୍ତିର ବହୁତ କ୍ଷତି ହୁଏ, କର୍ମରେ ବ୍ୟବସାୟରେ ଏମିତି କି ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇ ପାରନ୍ତି । ସେମିତି ହିଁ କେତୁ ଅସନ୍ତୁଷ୍ଟ ଥିଲେ ଲୋକର ସମୟ ଗୁଡିକ ଅଯଥା କାର୍ଯ୍ୟ ରେ ନଷ୍ଟ ହୁଏ । ଯାହା କରିବାକୁ ଚାହାନ୍ତି କିଛି କୃ ପାରନ୍ତି ନାହିଁ । ତେବେ ଏହି ସବୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବ୍ୟକ୍ତି ମାନେ ଏବେ ଏଥିରୁ ମୁକ୍ତି ପାଇ ପାରିବେ ।  ତେବେ ସେହି ରାଶି ଗୁଡିକ କଣ ଆସନ୍ତୁ ସେ ବିଷୟରେ ଜାଣିବା ।

ପ୍ରଥମଟି ସିଂହ ରାଶି। ଭବିଷ୍ୟତରେ ଏହି ରାଶି ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡ଼ିବ ଏବଂ ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଏହାଛଡା ଅପଣଙ୍କ ଭାଗ୍ୟ ଆପଣଙ୍କୁ ପୁର୍ଣ୍ଣ ସମର୍ଥନ କରିବ । ଆଗାମୀ ସମୟରେ ଆପଣ ଖୁବ ଖୁସି ପାଇପାରିବେ ।  ଅପଣଙ୍କର ଜୀବନରେ ଏକ ନୂତନ ମୋଡ ଆସିବ । ଯଦ୍ଵାରା ଅପଣଙ୍କୁ ବହୁତ ଶୁଭଫଳ ପ୍ରାପ୍ତି ହେବ ।

ଦ୍ୱିତୀୟ ତୁଳା ରାଶି ଆଗାମୀ ଭବିଷ୍ୟତରେ ମଧ୍ୟ ରହୁ ଓ କେତୁଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି । ଏହା ସହ ଆପଣ ଆପଣଙ୍କ ପରିବାର ସହ ଖୁସିରେ ରହିବେ ଏବଂ ଅଧିକ ସମୟ ଅତିବାହିତ କରିବେ । ଆପଣ ପ୍ରଚୁର ଧନ ଉପାର୍ଜନ କରିବେ ।

ତୃତୀୟ ମକର ରାଶିମାନଙ୍କ ଉପରେ ରାହୁ ଓ କେତୁଙ୍କ ଶୁଭ ଦୃଷ୍ଟି ରହିବା କାରଣରୁ ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ନିଜର ପ୍ରତିଭା କାରଣରୁ ବେଶ ପରିଚିତ ହେବେ। ଧନ ଆଗମନର ବି ଯୋଗ ରହିଛି ।

ଚତୁର୍ଥ କୁମ୍ଭ ରାଶି । ଏହି ରାଶିମାନଙ୍କ ଉପରେ ବି ଶୁଭଦୃଷ୍ଟି ପଡ଼ିବାକୁ ଯାଉଛି । ଏହା ଦ୍ଵାରା ଅପଣଙ୍କର ଆଗାମୀରେ ମଧ୍ୟ ଶୁଭ ଫଳ ପାଇପାରିବେ । ଅଲୌକିତ ସ୍ଥାନରେ ପୁଞ୍ଜିନିବେଶ ନ ହେଉ ତାହା ପ୍ରତି ଧ୍ୟାନ ରଖିଥିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *