ଭଗବାନ ଶ୍ରୀକୃଷ୍ଣ ନିଜେ ଆସିଥାନ୍ତି ଶୁଣିବା ପାଇଁ ଯେତେବେଳେ ଏହି ଝିଅ ବଜାଏ ବାଂସୁରୀ… ଦେଖନ୍ତୁ ଭିଡିଓ ଭାଇରାଲ !

ଇଶ୍ଵରଙ୍କର ଖେଳ ବି ଅଦ୍ଭୁତ ହୋଇଥାଏ । ଇଶ୍ଵର କଣ ଏବଂ କାହା ପାଇଁ କରିଥାନ୍ତି, ତାହା ବିଷୟରେ କାହାକୁ କିଛି ଜଣା ନଥାଏ । ଆପଣ ତ ଜାଣିଛନ୍ତି କି ଭଗବାନଙ୍କ ପାଇଁ କୌଣସି କାମ ଅସମ୍ଭବ ନୁହେଁ । ଭଗବାନ ବେଳେ ବେଳେ ପୃଥିବୀରେ ଏମିତି କିଛି ଲୋକମାନଙ୍କୁ ପଠାନ୍ତି ଯିଏ ତାଙ୍କର ଅବସ୍ଥିତିକୁ ପୂରଣ କରିଥାନ୍ତି । ଶ୍ରୀ କୃଷ୍ଣଙ୍କର ପ୍ରତିଭାକୁ ସମସ୍ତେ ଜାଣିଛନ୍ତି । ଯେତେବେଳେ ସେ ବାଂସୁରୀ ବଜାନ୍ତି ତେବେ ପଶୁ ପକ୍ଷୀ ବି ତାଙ୍କର ସଙ୍ଗୀତରେ ମୋହିତ ହୋଇ ଯାଆନ୍ତି । ଏବଂ ତାଙ୍କ ପାଖକୁ ଚାଲି ଆସନ୍ତି ।

ବହୁତ ଜଲ୍ଦି ଭାଇରାଲ ହେଉଛି ଏହି ଝିଅର ଭିଡିଓ :

ଭଗବାନ ଶ୍ରୀ କୃଷ୍ଣ ବାଂସୁରୀ ବଜାନ୍ତି ଏବଂ ଏହି ସମୟରେ ତାଙ୍କ ଭଳି ବଜାଉଥିବା ଏକ ଝିଅକୁ ସେ ଏହି ପୃଥିବୀରେ ପଠାଇ ଆଛନ୍ତି । ଯିଏକି ପୂରାପୂରି ତାଙ୍କ ଭଳି ହିଁ ବଜାଉଛି । ଯାହାକୁ ଶୁଣି ସେ ନିଜେ ବି ଚାଲି ଆସନ୍ତି ଏବଂ ବସି ବାଂସୁରୀର ସଂଗୀତାକୁ ଶୁଣନ୍ତି । ଆଜିକାଲି ଏହି ଭିଡିଓ ବହୁତ ଜଲ୍ଦି ଭାଇରାଲ ହେଉଛି । ଏହି ଭିଡିଓକୁ ଏହା କହି ଶେୟାର କରାଯାଉଛି କି ଏହାର ଆବାଜ ଶୁଣି ନିଜେ ଭଗବାନ ଶ୍ରୀକୃଷ୍ଣ ଚାଲି ଆସନ୍ତି ।

ଭଲ ଭଲ ଲୋକମାନେ ହୋଇଯାଉଛନ୍ତି ଆଶ୍ଚର୍ଯ୍ୟ :

କହିବାକୁ ଗଲେ ଏହି ଝିଅ ଜଣକ ଏତେ ସୁନ୍ଦର ବାଂସୁରୀ ବଜାଉଛି କି କେହି ବି ଏହାକୁ ଶୁଣି ସେଥିରେ ହଜି ଯିବେ । ତାହାର ବାଂସୁରୀ ବଜାଇବାର କଳାକୁ ଦେଖି ଭଲ ଭଲ ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । କିଛି ଲୋକ ଅଛନ୍ତି କି ଯେଉଁମାନେ ପିଲାବେଳୁ ହିଁ ପ୍ରତିଭାବାନ ଅଟନ୍ତି । ଏହି ଝିଅ ଜଣକ କହିଛନ୍ତି କି ମୋତେ ଏହି ବିଷୟରେ କିଛି ଜଣା ନାହିଁ ଏବଂ କଣ ସତ ଅଟେ ଏହାର ଆବାଜ ଶୁଣି ଭଗବାନ ଶ୍ରୀକୃଷ୍ଣ ଚାଲି ଆସୁଛନ୍ତି । ଏହା ବିଷୟରେ କିଛି କୁହାଯାଇ ପାରିବ ନାହିଁ । ବର୍ତ୍ତମାନ ସୋସିୟାଲ ମିଡିୟାରେ ଏହି ଭିଡିଓ ବର୍ତ୍ତମାନ ଏହି ନାମରେ ଭାଇରାଲ ହେଉଛି ।

ସାଙ୍ଗ ବଜାନ୍ତି ଟେବୁଲରେ ଡ୍ରମ :

ଭିଡିଓରେ ଆପଣ ଦେଖି ପାରିବେ କି ଏକ ଝିଅ କେତେ ସୁନ୍ଦରର ବାଂସୁରୀ ବଜାଉଛି । ତାହା ସହିତ ଦେବା ପାଇଁ ତାହାର ସାଙ୍ଗ ପାଖରେ ବସି ଟେବୁଲରେ ଡ୍ରମ ବଜାଉଛନ୍ତି । ଦୁଇଜଣଙ୍କର ତାଳମେଳ ଅଦ୍ଭୁତ ଅଟେ । ଏହି ଝିଅ ବିଷୟରେ ଏହା କୁହାଯାଉଛି କି ଯେତେବେଳେ ସେ ବାଂସୁରୀ ବଜାନ୍ତି ସେତେବେଳ ଭଗବାନ ଶ୍ରୀ କୃଷ୍ଣ ନିଜେ ଚାଲି ଆସନ୍ତି ଏହାକୁ ଶୁଣିବା ପାଇଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *