ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କ-ରୋ-ନା ଭାଇରାସର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ବ୍ଲାକ ଫଙ୍ଗସର ଶିକାର ହୋଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଏମାନଙ୍କ ସାମ୍ନାରେ ପୁଣି ଏକ ନୂଆ ସମସ୍ୟା ଆସି ଯାଇଛି ।
ଯାହାର ନାଁ ହ୍ୱାଇଟ୍ ଫଙ୍ଗସ ଅଟେ । ବିହାରର ପାଟନାର ହସ୍ପିଟାଲରେ ଏହି ରୋ-ଗରେ ଶିକାର ହୋଇଥିବା ୪ ଜଣ ରୋ-ଗୀ ମିଳିବା ପରେ ସେହି ସ୍ଥାନରେ ହଙ୍ଗମା ଆରମ୍ଭ ହୋଇଯାଇଛି । ବ୍ଲାକ ଫାଙ୍ଗସ ଠାରୁ ଏହି ରୋ-ଗ ଯାହାର ନାଁ ହ୍ୱାଇଟ୍ ଫଙ୍ଗସ ଅଟେ ତାହା ଆହୁରି ଅଧିକ ଭୟଙ୍କର ଅଟେ ବୋଲି କୁହାଯାଉଛି । ପାଟନାରେ ହ୍ୱାଇଟ୍ ଫଙ୍ଗସରେ ଶିକାର ହୋଇଥିବା ୪ ଜଣ ରୋ-ଗୀମାନଙ୍କ ମଧ୍ୟରୁ ପାଟନାର ଜଣେ ଫେମସ ସ୍ପେସାଲିଷ୍ଟ ବି ସାମିଲ ଅଛନ୍ତି । ହ୍ୱାଇଟ୍ ଫଙ୍ଗସ ଫୁସଫୁସ ସଂ-କ୍ର-ମ-ଣର ମୁଖ୍ୟ କାରଣ ଅଟେ ।
ଫୁସଫୁସ ଛଡା ଏହା ନଖ, ମୁହଁର କିଛି ଅଂସ, ଅନ୍ତ, ଅଗ୍ନାଶୟ, କିଡନୀ, ଗୁପ୍ତାଙ୍ଗ ଓ ମସ୍ତିଷ୍କ ଇତ୍ୟାଦିକୁ ସଂ-କ୍ର-ମି-ତ କରିଥାଏ । ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ମାଇକ୍ରୋ ବାଇଲୋଜିର ହେଡ ଏସଏସ ସିଂହଙ୍କ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ରୋ-ଗୀ ନଜରକୁ ଆସିଛନ୍ତି ଯେଉଁମାନଙ୍କୁ କୋବିଡ ୧୯ ଭଳି ଲକ୍ଷଣ ଥିଲା । କିନ୍ତୁ ସେମାନେ କ-ରୋ-ନା ନୁହେଁ ହ୍ୱାଇଟ୍ ଫଙ୍ଗସ ରୋ-ଗରେ ସଂ-କ୍ର-ମି-ତ ଥିଲେ । ରୋ-ଗୀମାନଙ୍କ ମଧ୍ୟରେ କାରୋନାର ତିନୋଟି ଟେଷ୍ଟ ରାପିଡ଼ ଆଣ୍ଟିଜେନ, ରାପିଡ଼ ଆଣ୍ଟିବଡି ଓ ଆରଟିପିସିଆର ନେଗେଟିବ ଥିଲା । ଯେଉଁମାନଙ୍କ ଯାଞ୍ଚ ହେବା ପରେ କେବଳ ଆଣ୍ଟି ଫଙ୍ଗଳ ଔଷଧ ଦ୍ଵାରା ହିଁ ସେମାନେ ଠିକ ହୋଇଗଲେ ।
ଏଥିରେ ପାଟନାର ସର୍ଜଣ୍ଟ ବି ସାମିଲ ଅଛନ୍ତି । ଯାହାଙ୍କୁ ପାଟନାର ଏକ ବଡ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁ ସ୍ଥାନରୁ ଜଣା ପଡିଲା କି ସେ ହ୍ୱାଇଟ୍ ଫଙ୍ଗସରେ ପୀଡିତ ଅଛନ୍ତି । ହ୍ୱାଇଟ୍ ଫଙ୍ଗସରୁ ଫୁସଫୁସର ସଂ-କ୍ର-ମ-ଣର ଲକ୍ଷଣ HRCTରେ କ-ରୋ-ନା ଭଳି ହିଁ ଦେଖାଯାଏ । ଯେଉଁ କାରଣରୁ ଏଥିରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇଯାଏ କି ଏହା କ-ରୋ-ନା ଅଟେ ନା ହ୍ୱାଇଟ୍ ଫଙ୍ଗସ । ଏହିଭଳି ରୋ-ଗୀମାନଙ୍କର ରାପିଡ଼ ଆଣ୍ଟିଜେନ ଓ ଆରଟିପିସିଆର ଟେସ୍ଟ ନେଗେଟିବ ହୋଇଥାଏ ।
କ-ରୋ-ନା ରୋ-ଗୀ ଯେଉଁମାନେ ଅକ୍ସିଜେନର ସପୋର୍ଟରେ ଅଛନ୍ତି ତାଙ୍କର ଫୁସଫୁସକୁ ଏହା ସଂ-କ୍ର-ମି-ତ କରିପାରେ । ବର୍ତ୍ତମାନ ଜାଣି ନିଅନ୍ତୁ କି କାହାକୁ ହ୍ୱାଇଟ୍ ଫଙ୍ଗସର ଭୟ ଅଧିକ ଅଟେ । ଡାଏବେଟିଜ, ଏନ୍ଟିବାୟୋଟିକର ସେବନ କିମ୍ବା ପୁଣି ଷ୍ଟେରୋଏଡର ଲମ୍ବା ସେବନ କରୁଥିବା ଲୋକମାନେ, କ୍ୟାନ୍ସର ରୋ-ଗୀ ଯେଉଁମାନେ ଔଷଧର ସେବନ କରୁଛନ୍ତି, ତାଙ୍କୁ ଏହା ଜଲ୍ଦି ଶିକାର କରିପାରେ । ନବଜାତ ଶିଶୁଙ୍କୁ ଏହା ଡାୟପର କେଁଡିଡୋସିସ ରୂପରେ ହୋଇଥାଏ । ଯେଉଁଥିରେ କ୍ରିମ ରଙ୍ଗର ଧଳା ଧଳା ଦାଗ ନଜର ଆସିଥାଏ ।
ଛୋଟ ପିଲାମାନଙ୍କୁ ହେଲେ ଏହା ଓରଲ ଟ୍ରଷ୍ଟ ହୋଇଥାଏ ତ ମହିଳାମାନଙ୍କ ଶରୀରରେ ଏହା ଲ୍ୟୁକୋରିୟାର ମୁଖ୍ୟ କାରଣ ଅଟେ । ଏଥିରୁ ବଞ୍ଚିବା ପାଇଁ ଆପଣ କିଛି ଜିନିଷ ପ୍ରତି ସାବଧାନ ରୁହନ୍ତୁ । ଯେଉଁ ରୋ-ଗୀ ଅକ୍ସିଜେନ କିମ୍ବା ଭେଣ୍ଟିଲେଟରରେ ଅଛନ୍ତି ତାଙ୍କର ଏହି ଦୁଇଟି ଉପକରଣ ଜୀବାଣୁ ମୁକ୍ତ ହେବା ଦରକାର । ଅକ୍ସିଜେନ ସିଲିଣ୍ଡର ହ୍ୟୁମିଡ଼ିଫାୟାରରେ ଷ୍ଟ୍ରେଲାଇଜ ୱାଟରର ପ୍ରୟୋଗ କରିବା ଉଚିତ । ଯାହା ଅକ୍ସିଜେନ ରୋ-ଗୀମାନଙ୍କ ଫୁସଫୁସକୁ ଯାଇ ଫଙ୍ଗସ ମୁକ୍ତ କରିଥାଏ । ଏହା ସହିତ ସର୍ବଦା ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ଯେ କୌଣସି କାମ କରନ୍ତୁ ।