Special Story: ସରକାରଙ୍କ ବଡ ନିଷ୍ପତି ମଦୁଆଙ୍କୁ ମିଳିବ ନାହିଁ ଆଉ ରାସନ… ଦେଖନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମ-ଦୁ-ଆଙ୍କୁ ଏବ ମିଳିବ ନାହି ସରକାରି ରାସନ । ଯେଉଁ ମାନେ ସରକାରି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ ଯେଉଁ ମାନେ ଚାଉଳ, ଗହମ, କିରୋସିନୀ ସୁଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଆସି ଯାଇଛି ବଡ ଖବର । ଏ ସମ୍ପର୍କରେ ଜଣା ପଡିବା ପରେ ହୁଏ ତ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏମିତି ନିୟମ କିଏ ଓ କାହିଁକି କରିଲା । କିନ୍ତୁ ଏହି ଖବର ଟି ସତ ଅଟେ । କାରଣ ଆମ ଦେଶରେ ଦିନକୁ ଦିନ ମ-ଦୁ-ଆ ଙ୍କ ସଂଖ୍ୟା ବହୁଳ ମାତ୍ରା ରେ ବଢିବାରେ ଲାଗିଛି । ତେଣୁ ଏହି ଭଳି ନିଷ୍ପତି ନିଆ ଯାଇଛି ।

ମ-ଦ ପିଇଲେ ରାସନ ନାହି ଏହି ଭଳି ନିସ୍ପତି ନେଇଛନ୍ତି ହିମାଚଳ ପ୍ରଦେଶର ହାମିତପୁର ଜିଲ୍ଲାର ଲମ୍ବୂଲ ଗ୍ରାମ ପଚାୟତର ସରପଞ୍ଚ । ପଞ୍ଚାୟତରେ ଯେଉଁ ମାନେ ରାସନ ସାମଗ୍ରୀ ପାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅନେକ ଲୋକ ମ-ଦ ପିଉଥିବା ସୂଚନା ପାଇବା ପରେ ଏଭଳି ନୂଆ ନିଷ୍ପତି ନେଇଛନ୍ତି ସରପଞ୍ଚ । ଦେଶରେ ଦିନକୁ ଦିନ ମ-ଦୁ-ଆଙ୍କ ସଂଖ୍ୟା ବଢିବା ସହ ତାଙ୍କର ଉତ୍ପାତ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ପଞ୍ଚାୟତ ରେ ଅଭାବନୀୟ ଘଟଣା ମଧ୍ୟ ଘଟିବାରେ ଲାଗିଛି । ତେଣୁ ସବୁ ଦିଗକୁ ଚି-ନ୍ତା କରି ସରପଞ୍ଚ ଏହି ଭଳି ନିଷ୍ପତି ଶୁଣାଇଛନ୍ତି ।

ମ-ଦୁ-ଆ ମାନଙ୍କୁ ରାସନ ନ ମିଳିବା ନେଇ ସେହି ଗାଁ ର ଲୋକ ମାନେ ଏକ ବୈଠକ ମଧ୍ୟ ଆଲୋଚନା କରିଥିଲେ । ଏହି ବୈଠକ ରେ ଅନେକ ଲୋକ ମାନେ ସରପଞ୍ଚ ଙ୍କ ଏହି ଭଳି ନିଷ୍ପତି କୁ ସ୍ଵାଗତ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ବରଂ ପଞ୍ଚାୟତ ଲୋକ ମାନଙ୍କୁ ମ-ଦ ଛାଡିବା ପାଇଁ ମାତ୍ର ୧୦ ଦିନର ସମୟ ଦେଇଛନ୍ତି । ଆଉ ସମୟ ମଧ୍ୟ ରେ ମ-ଦୁ-ଆ ମାନେ ମ-ଦ ଛାଡିବା ସହ ମ-ଦ ନ ପିଇବା ପାଇଁ ଶପଥ ପାଠ ମଧ୍ୟ କରିବେ ବୋଲି ସରପଞ୍ଚ କହିଛନ୍ତି । ଏହା ପରେ ଯାଇ ସେମାନଙ୍କୁ ରାସନ ସାମଗ୍ରୀ ମିଳିବ ବୋଲି ସୂଚନା ମିଳିଛି ।

ତେବେ ସରପଞ୍ଚ ଙ୍କ ଏହି ନୂତନ ନିଷ୍ପତି ପୁରା ଦେଶରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି । କାରଣ କେହି କେବେ କଳ୍ପନା କରି ନ ଥିବେ କି ମ-ଦ ପିଇଲେ ରାଶାନ ମିଳିବ ନାହି । ତେଣୁ ଗୋଟିଏ ଛୋଟିଆ ଗାଁ ର ସରପଞ୍ଚ ମ-ଦୁ-ଆ ମାନଙ୍କୁ ସା-ବା-ଡ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *