ଯଦି ଆପଣଙ୍କ ର ନାମ ‘M’ ଅକ୍ଷର ରୁ ଆରମ୍ଭ, କିମ୍ବା ‘M’ ଅକ୍ଷରର ବ୍ୟକ୍ତି ଆପଣଙ୍କ ପାଖା-ପାଖି ଅଛନ୍ତି?ତ ନିଶ୍ଚିନ୍ତ ପଢନ୍ତୁ

ସବୁ ନାମ ର କିଛିନା କିଛି ଅର୍ଥ ଥାଏ ,ଏବଂ କୁହାଯାଏ କି ଏହି ନାମ ଗୁଡିକର ସେହି ବ୍ୟକ୍ତି ତୀର ବ୍ୟକ୍ତିତ୍ୱ ମଧ୍ୟ ଜାଣିହୋଇ ଥାଏ। ଏହି କାରଣ ରୁ ମାତା ପିତା ତାଙ୍କ ସନ୍ତାନ ମାନଙ୍କର ନାମ ଭାବି ଚିନ୍ତା ନାମକରଣ କରିଥାନ୍ତି । M ଇଂରାଜୀ ଅକ୍ଷ୍ୟର ରେ ୧୪ ତମ ଅକ୍ଷ୍ୟର ଅଟେ ଆପଣଂକରର ପରିବାର କିମ୍ବା ବନ୍ଧୁ କିମ୍ବା ଅନେକ ସମ୍ବନ୍ଧୀୟ ମଧ୍ୟ ରେ ଏମିତି ଲୋକ ଥିବେ ଯାହାଙ୍କର ନାମ ଇଂରାଜୀ ଅକ୍ଷର M ରୁ ଆରମ୍ଭ ହୋଇଥାଏ । ତାହାଲେ ଆସନ୍ତୁ ଜାଣିବା ଏହି ଲୋକ ମାନଙ୍କ ବିଷୟରେ :-

ଏହି ଲୋକମାନେ ବହୁତ ପରିଶ୍ରମୀ ଅଟନ୍ତି , ଏହି ଲୋକମାନେ ନିଜ ଲକ୍ଷ୍ୟସ୍ଥଳ ରେ ପହଂଚିବା ପାଇଁ ବହୁତ ପରୀଶ୍ୱରମ କରିଥାନ୍ତି ଏହା ଫଳରେ ସେ ସବୁକିଛି ଗ୍ରହଣକରିଥାନ୍ତି । ଏହି ଲୋକମାନେ ବହୁତ ବୁଦ୍ଧିମାନ ଅଟନ୍ତି ଏବଂ ଯେଉଁଠୁ ଜ୍ଞାନ ମିଳେ ତାହାକୁ ମଧ୍ୟ ସେମାନେ ଗ୍ରହଣ କରି କରିଥାନ୍ତି ।

ଏହି ଲୋକ ମାନେ ବହୁତ ଆକର୍ଷଣୀୟ ଏବଂ ଲୋକପ୍ରିୟ ହୋଇଥାନ୍ତି । ଏହି ଲୋକ ମାନଙ୍କର କଥା ବାର୍ତା ବହୁତ ପ୍ରଭାବଶାଳୀ ହୋଇଥାଏ । ମୁଖ୍ୟତଃ ମହିଳା ମାନଙ୍କ ଭିତରେ ଏମାନେ ବହୁତ ପସନ୍ଦଦାୟକ ଅଟନ୍ତି ।

M ଅକ୍ଷ୍ୟର ର ଲୋକମାନେ ଅଧିକ ପାର୍ଥୀଭାଶାଳୀ ହୋଇଥାନ୍ତି । ଏହି ଲୋକମାନେ ଖୋଲା ହୃଦୟର ହୋଇଥାନ୍ତି କିନ୍ତୁ କେବେ କେବେ ଏମାନେ ବହୁତ କ୍ରୋଧୀ ସ୍ୱଭାବ ର ହୋଇଯାନ୍ତି ।

ଏହି ଲୋକ ମାନେ ଭଲ ପାଇବା କ୍ଷେତ୍ର ରେ ବହୁତ ଗମ୍ଭୀର ହୋଇଥାନ୍ତି ଏବଂ ବୈବାହିକ ଜୀବନରେ ନିଜର ଶ୍ରେଷ୍ଠତା ବଜାୟ ରଖବା କୁ ପସନ୍ଦ କରିଥାନ୍ତି ଯେଉଁଥିପାଇଁ କି ବୈବାହିକ ଜୀବନରେ ତାଳ ମେଳ ରଖିପାରନ୍ତି ନାହିଁ ।

ଏହି ଅକ୍ଷ୍ୟର ରେ ନାମ ଥିବା ଲୋକ ମାନେ ନିଜ ଵାଲା ରେ ସବୁ ପାଇଁ ପାରିଥାନ୍ତି ଏବଂ ଲୋକ ଦେଖାଣିଆ କରିବା ପସନ୍ଦ କରିଥାନ୍ତି ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *