ଜଦି ଆପଣଙ୍କ ଭିତରେ ଏହି ଖରପ ଅଭ୍ୟାସ ଅଛି ତାହେଲେ ଆପଣ ବୁଦ୍ଧିମାନ-

କଣ ଆପଣଙ୍କୁ ଜଣା ଅଛି ବୁଦ୍ଧିମାନ ଲୋକଙ୍କ ଭିତରେ ଥାଏ କିଛି ଖରାପ ଅଭ୍ୟାସହୋଇପାରେ ଆପଣଙ୍କୁ ଟିକେ ଅଲଗା ଲାଗିପରେ କି ବୁଦ୍ଧିମାନ ଲୋକଙ୍କରବି ଖରାପ ଅଭ୍ୟାସ ଥାଇପାରେ । କିନ୍ତୁ ଏହା ସତ ଅଟେ ବନ୍ଧୁଗଣ ଏହା ଜାଣି ଆପଣ ଆଶ୍ଚର୍ଯା ହେବେ ତାଙ୍କର ଏହି ଖରାପ ଅଭ୍ୟାସ ତାଙ୍କ ଦିମାଗକୁ ତେଜ ବନାଇଥାଏ । ବହୁତ ପରୀକ୍ଷା ପରେ ବୁଦ୍ଧିମାନ ଲୋକଙ୍କର କିଛି ଖରାପ ଅଭ୍ୟାସ ସାମନାକୁ ଆସିଛି । ଆସନ୍ତୁ ଜାଣିବା ଖରାପ ଅଭ୍ୟାସ ବିଷୟରେ ।

ରାଣ ଖାଇବା :-

ରାଣ ଖାଉଥିବ ଲୋକଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ, ଏମାନଙ୍କ ଉପରେ ଭରସା କରିବା କଥା ନୁହେଁ କାରଣ ଏମାନେ ଛୋଟ ଛୋଟ କଥାରେ ନିଜକୁ ବଞ୍ଚେଇବା ପାଇଁ ରାଣ ଖାଇଥାନ୍ତି । ଯେଉଁ ମାନେ ଛୋଟ ଛୋଟ କଥାରେ ରାଣ ଖାଆନ୍ତି ସେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ତାଙ୍କ ଭାବନା, କଥା କହିବାର ଶୈଳୀ, ତାଙ୍କର ଆଟିଟୁଡ ଅଲଗା ହୋଇଥାଏ ।

ରାତିରେ ଜଲ୍ଦି ସୋଇନଥାନ୍ତି :-

ଏମାନଙ୍କୁ ରାତିରେ ଜଲ୍ଦି ନିଦ ଆସିନଥାଏ । ୧୦ ଟା ରାତି ପରେ ତାଙ୍କ ଦିମାଗ ବହୁତ ତେଜ ହୋଇଥାଏ ଓ ଯେତେ ଅଧା ପଡିଥିବା କାମ ତାଙ୍କର କରିଥାନ୍ତି । ଆଗରୁ ବଡଲୋକମାନେ କହିଛନ୍ତିକି ଜଲ୍ଦି ସୋଇ ଜଲ୍ଦି ଉଠିଲେ ବହୁତ ଭଲ ଓ ବୁଦ୍ଧିମାନ ହୋଇଥାନ୍ତି, ସେଇ କଥା ଏବେ ପୁରୁଣା ହେଲାଣି ରାତିରେ ଡେରିରେ ଶୋଉଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହାର ସିଧା ମାନେ ହେଲା ସେ ଶୋଇବା ପରିବର୍ତ୍ତେ ବହୁତ ପ୍ରଶ୍ନର ଜବାବ ଖୋଜନ୍ତି ଓ ସବୁ ଜିନିଷକୁ ବୁଝିବାକୁ ଚେଷ୍ଟା କରନ୍ତି  ଏବଂ ଏମାନଙ୍କର ଦିମାଗ ବହୁତ ଭଲ ସଲ୍ୟୁସାନ ମଧ୍ୟ ବାହାର କରିଥାଏ ।

ଗୋଟେ ପରୀକ୍ଷା ଅନୁସାରେ ଯଦି ଜେନ ଲୋକର ଆଇ କ୍ୟୁ ଲେଭେଲ ୭୫ ପାଖାପାଖି ହୋଇଥାଏ  ସେମାନେ ପାଖାପାଖି ୧୧ ଟାରେ ସୋଇପଡନ୍ତି । କିନ୍ତୁ ଯାହାର ଆଇ କ୍ୟୁ ଲେଭେଲ ୧୨୫ ହୋଇଥାଏ ସେମାନଙ୍କୁ ୧ ପର୍ଯ୍ୟନ୍ତ ନିଦ ହୋଇନଥାଏ । ଯଦି ଆପଣ ଏଇ ମାନଙ୍କ ଭିତରୁ ଜେନ ହୋଇଥାନ୍ତି ତ ବହୁତ ଭଲ । ବୁଦ୍ଧିମାନ ଲୋକଙ୍କର ତୃତୀୟ ଖରାପ ଅଭ୍ୟାସ ।

ଜିନିଷ ଏଠି ସେଠି ପକାଇ ରଖିବା

ବୁଦ୍ଧିମାନ ଲୋକଙ୍କ ରୁମ ସବୁବେଳେ ଜିନିଷ ପତ୍ର ଠିକ ଜାଗାରେ ନ ଥାଏ ଇଆଡେ ସିଆଡେ ଜିନିଷ ପତ୍ର ପଡିଥାଏ । ଏମାନେ କେବେବି ଜିନିଷ ଠିକ ଜାଗାରେ ରଖିନଥାନ୍ତି । ଏହି ଜିନିଷ ପଛରେବୀ ଲଜିକ ଅଛି ରିସର୍ଚ ହିସାବରେ  ଏମାନଙ୍କ ଜିନିଷ  ଅଳିଆ ହୋଇପଡିଥିଲେ ଏମାନଙ୍କୁ ବହୁତ କିଛି ଭାବିବାରେ ସହାୟକ ହୋଇଥାଏ । ଓ ଏମାଙ୍କ ଡିମାଗ ସବୁବେଳେ ଭୁଲରେ ଥିବା ଜିନିଷକୁ ଠିକ କରିବାରେ ଲାଗିରହିଥାଏ,  ଜିନିଷ ପାତ୍ର ସାଇଜରେ ରଖିବା ପାଇଁ ଭାବିଥାନ୍ତି । ଏହି ଜିନିଷ ଟିକେ ଅଲଗା ଲାଗି ପରେ କିନ୍ତୁ ଏହା ସତ ଅଟେ । ଯଦି ଆପଣଙ୍କ ଭିତରେ ଏହି ଅଭ୍ୟାସ ରହିଛି ତାହେଲେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *