ଜାଣିଛନ୍ତି କି IPS ଅଫିସର ହେବା ପାଇଁ କଣ ଯୋଗ୍ୟତା ଥିବା ଦରକାର ଏବଂ କେମିତି କରିବେ ପ୍ରସ୍ତୁତି

IPS ହେବାକୁ କିଏବା ସ୍ଵପ୍ନ ନଦେଖେ ହେଲେ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । ଏମିତିବି ଯେ କୌଣସି ସ୍ଵପ୍ନ ବିନା ପରିଶ୍ରମରେ ପୁରା ହୁଏନାହିଁ । ହେଲେ IPS କଣ କଣ ସବୁ ଯୋଗ୍ୟତା ଦରକାର ଓ କେଉଁ ପରୀକ୍ଷା ଦେବାକୁ ପଡିବ, ସେଥିପାଇଁ ଶାରୀରିକ ଯୋଗ୍ୟତା କଣ ରହିବ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଏହି ଲେଖାରେ କହିବୁ । ପ୍ରଥମେ ଆସନ୍ତୁ ଜାଣିବା IPS ର ଫୁଲ ଫର୍ମ କଣ ଜାଣିବା ଏହା ହେଉଛି ଇଣ୍ଡିଆନ ପୋଲିସ ସର୍ଭିସ ।

IPS ଅଫିସର ବନିବା ଏତେ ସହଜ ନୁହେଁ, ସେଥିପାଇଁ ଆପଣଙ୍କୁ ଅନେକ ଗୁଡିଏ ପରୀକ୍ଷାରେ ଉତିର୍ନ ହେବାକୁ ପଡିବ । ଫିଜିକାଲ ଟେଷ୍ଟ ମଧ୍ୟ ଦେବାକୁ ପଡିବ, ଟ୍ଟ୍ରେନିଙ୍ଗ ମଧ୍ୟ ନେବାକୁ ପଡିବ ଓ ଅନେକ ଟେଷ୍ଟ ବା ଏକ୍ସମ ଦେଇ ଗତି କରିବାକୁ ପଡିବ । ଏହି ସବୁଥିରେ ପାସ କଲେହିଁ ଆପଣଙ୍କୁ ପୋଷ୍ଟିଂ ମିଳିବ । ତାପରେ ଆପଣ ଜେନ ଦକ୍ଷ IPS ର ପରିଚୟ ପାଇବେ ।

ଆପଣ ଜାଣନ୍ତି ଏଇ IPS ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପରୀକ୍ଷା ଦିଅନ୍ତି ଓ ହାତ ଗଣତି ପିଲା ପାସ ହୁଅନ୍ତି । ଏହା ଏଇଠି ପାଇଁ ହୁଏ କାରଣ କିଛି ପିଲାଙ୍କୁ IPS ବନିବା ପାଇଁ ଯାହା ସବୁ ଆବଶ୍ୟକ  ପ୍ରଥମରୁ ସେସବୁ ଜଣା ନଥାଏ । ଏମିତିରେ ଆପଣଙ୍କୁ ଜାଣିରଖିବା ଦରକାର  କଣ ଯୋଗ୍ୟତା ରହିବା ଦରକାର ଓ କେତେ ହାଇଟ, ଛାତିର ଚଉଡା ରହିବା ଦରକାର ।  ବହୁତ ଗୁଡିଏ ଅନେକ ପ୍ରଶ୍ନର ଉତ୍ତର ଆପଣଙ୍କୁ ଜଣା ଥିବା ଦରକାର । ତେବେ ଚଲାନ୍ତୁ ଜାଣିବା IPS ହେବା ପାଇଁ କଣ ଯୋଗ୍ୟତା ରହିବା ଦରକାର ।

IPS ହେବ ପାଇଁ ଆପଣଙ୍କ ବୟସ 21 ରୁ 30 ଭିତରେ ହେବା ଦରକାର । କିନ୍ତୁ ଏଠି ST କ୍ୟାଡିଡେଟ ପାଇଁ 5 ବର୍ଷ ଛାଡ ଅଛି । ଦିତୀୟଟି ହେଲା ଆପଣଙ୍କ ପାଖରେ ବ୍ୟାଚଲର ଡିଗ୍ରୀ ଥିବା ଦରକାର । ତୃତୀୟଟି ହେଲା IPS ପରିକ୍ଷାକୁ ଇଣ୍ଡିଆ, ନେପାଲ, ଓ ଭୁଟାନ ଲୋକ ଦେଇପାରିବେ । ଏବେ କଥା ହେବା ଶାରୀରିକ ଯୋଗ୍ୟତା ବିଷୟରେ । ଜେନେରାଲ ପାର୍ଥୀଙ୍କ ଭିତରେ ପୁରୁଷଙ୍କ ପାଇଁ ୧୬୫ ଇଞ୍ଚ ହାଇଟ ହେବା ବାଧ୍ୟତାମୂଳକ । SC ଓ OBC କଟାଗୋରୀ କ୍ୟାଣ୍ଡିଡେଟ ପାଇଁ ୧୬୦ ହେବା ଦରକାର । ଏହାବାଦ ୮୪ ସେଣ୍ଟିମିଟର ଚେସ୍ଟ ବା ଛାତି ରହିବା ଦରକାର ।

ମହିଳାଙ୍କ ପାଇଁ କଣ ଯୋଗ୍ୟତା ରହିବ ସେ ବିଷୟରେ ଚାଲନ୍ତୁ ଜାଣିବା

ମହିଳାଙ୍କ ହାଇଟ ୧୫୦ ସେଣ୍ଟି ମିଟର ରହିବା ନିହାତି ଆବଶ୍ୟକ । ଏହା ଜେନେରାଲ ପ୍ରାର୍ଥୀଙ୍କ ପାଇଁ, sc/obc ମହିଳାଙ୍କ ପାଇଁ ଲମ୍ବ ୧୪୫ cm ହେବା ଆବଶ୍ୟକ । କେବଳ ସ୍ୱାସ୍ଥ୍ୟ କିମ୍ବା ହାଇଟ ନୁହେଁ ଏହା ସହିତ ଆଖିର ଭିଜନ ୬/୧୨ ବ ୬/୯ ରହିବା ଦରକାର । ଏହି ସବୁ ଯୋଗ୍ୟତା ଗୋଟେ IPS ଅଫିସର ପାଖରେ ରହିବା ନିହାତି ଦରକାର । ଯଦି ଆପଣଙ୍କ ପାଖରେ ଏହି ସବୁ ଯୋଗ୍ୟତା ଓ ଶାରୀରିକ ଯୋଗ୍ୟତା ଠିକ ଅଛି ତାହେଲେ ଆପଣ ଏହି ପରୀକ୍ଷା ଦେଇପାରିବେ ।

ଏବେ ଆସନ୍ତୁ ଜାଣିବା IPS ଅଫିସର ପାଇଁ ନିଜକୁ କେମିତି ରେଡି କରିବେ

ସବୁଠୁ ପ୍ରଥମେ ଆପଣଙ୍କୁ ୧୨th ପରୀକ୍ଷା ପାସ ହେବାକୁ ପଡିବ । ଦ୍ଵିତୀୟରେ  ଗ୍ରାଜୁଏସନ ପୁରା କରିବାକୁ ପଡିବ କିଛିବୀ କୋର୍ସରେ । କାରଣ ଜଣେ IPS ଅଫିସର ପାଇଁ  ଗ୍ରାଜୁଏଟ ହେବା ନିହାତି ଦରକାର । ସେତେବେଳେ ହିଁ ଆପଣ ଯାଇ IPS ପରୀକ୍ଷାରେ ବସିପାରିବେ ।

ତୃତୀୟରେ ଆପଣଙ୍କୁ ଗ୍ରାଜୁଏସନ ପୁରା କରିବା ପରେ ups ପରୀକ୍ଷା ପାଇଁ ଆପଲାଏ କରିଦିଅନ୍ତୁ । ଯଦି ଆପଣଙ୍କୁ ଆଇପିଏସ, ଆଇଆରଏସ, ଆଇଏଫଏସ ପରୀକ୍ଷା ଦେବାର ଅଛି ଏହି ସବୁ ପାଇଁ ଆପଣଙ୍କୁ UPSC ଏକ୍ସାମ ଦେବାକୁ ପଡିବ । କାରଣ UPSC ହିଁ ଏହି ଏକ୍ସାମକୁ କଣ୍ଡକ୍ଟ କରେ ଓ ଏହା ସବୁଠୁ କଠିନ ପରୀକ୍ଷା ଅଟେ । ଯେମିତି ଆପଣ UPSC ଏକ୍ସାମ ପାଇଁ ଆପଲାଏ କରିଦିଅନ୍ତି ଏହାପରେ ଆପଣଙ୍କୁ ୩ଟି ମେନ ପରୀକ୍ଷା ଦେଇ ସେଥିରେ ପାସ ହେବାକୁ ପଡିବ । ମେନ ଏକ୍ସାମ ସବୁଠୁ ଟପ ହୁଏ । ଏହାକୁ କ୍ଲିଅର କରିବା ପରେ ଆପଣଙ୍କୁ ଟ୍ରେନିଂ ପାଇଁ ପଠାଯାଏ । ତାପରେ ଆପଣ ଜଣେ IPS ଅଫିସର ହୋଇ ଠିଆ ହେବେ ।

ଚତୁର୍ଥରେ ପ୍ରିଲିମିନାରି ଏକ୍ସାମ କ୍ଲିଅର କରିଦିଅନ୍ତୁ । ଏଥିରେ ଦୁଇଟି ପେପର ଥାଏ ଦୁଇଟିଜକ ଅବ୍ଯେକ୍ଟିଭ ମାନେ ୪ଟି ଅପସନ ଥିବା ପେପର । ଦୁଇଟିଜକ ପେପର ୨୦୦, ୨୦୦ ମାର୍କର ଥାଏ । ପର ରାଉଣ୍ଡରେ ଯିବାକୁ ଆପଣଙ୍କୁ ଏହି ଏକ୍ସମ କ୍ଲିଅର କରିବାକୁ ପଡିବ । ଯାହା ବହୁତ ହିଁ ଜରୁରୀ ।

୫ମରେ ମେନ ଏକ୍ସାମ କ୍ଲିଅର କରନ୍ତୁ ଯେମିତି ପ୍ରଥମ ଏକ୍ସାମ କ୍ଲିଅର ହେଉଛି ଆପଣଙ୍କୁ ମେନ ଏକ୍ସାମ କ୍ଲିଅର କରିବାକୁ ପଡିବ । ଏଥିରେ ଆପଣଙ୍କୁ ଦୁଇଟି ପେପର ଦେବାକୁ ପଡିଥାଏ । ଯେଉଁଥିରେ ରିଟିନ ଏକ୍ସାମ ସହିତ ଇଣ୍ଟରଭିଉ ଦେବାକୁ ପଡେ । ଆଉ ଏହା ଟିକେ କଷ୍ଟ ହୁଏ । ଏହି ଏକ୍ସାମକୁ ବହୁତ ଲୋକ କ୍ଲିଅର କରିପାରନ୍ତି ନହିଁ । ଯଦି ଆପଣଙ୍କୁ IPS ହେବାର ଅଛି ଆପଣଙ୍କୁ ଭଲକରି ଏକ୍ସାମ ଦେବାର ଅଛି ଓ ଟପ ହେବାର ଅଛି ।

ଆପଣଙ୍କୁ ଇଣ୍ଟରଭିଉ ରାଉଣ୍ଡ କ୍ଲିଅର କରିବାକୁ ହେବ । ଯେମିତି ଆପଣଙ୍କ ଦୁଇଟି ରାଉଣ୍ଡ ସାରିବା ଏବେ ଆପଣଙ୍କୁ ପର୍ଶନାଲ ଇନ୍ଟାରଭିଉ ପାଇଁ ଡକାଯିବା । ଯାହା ୪୫ ମିନିଟର ହୋଇଥାଏ । ଏଠାରେ ଇଣ୍ଟରଭିଉ ନେବାକୁ ଜଣେ ନଥାନ୍ତି ଅନେକ ପ୍ୟ୍ୟନେଲିଷ୍ଟ ବସିଥାନ୍ତି । ଆପଣଙ୍କୁ ରେଡି ରହିବାର ଅଛି । ତେବେ ଯାଇ ଆପଣ ଦକ୍ଷ IPS ହୋଇପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *